latest

Date: November 12, 2019

Total 11 Posts

ଜଳିଗଲା ୨୧ ବଖରା ଘର

ଗତକାଲି ବିଳମ୍ବିତ ରାତ୍ରରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ଥାନାର ମାଛପଡ଼ା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ଏଥିରେ ୨୧ ବଖରା ଘର ଜଳି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ରାତ୍ରି ପ୍ରାୟ ସାଢ଼େ ୧୨ଟା ସମୟରେ

ଭାରତ-ଓପେକ୍ ଭାଗିଦାରୀକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ

ଦୁଇଦିନିଆ ୟୁଏଇ ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନ୍ତିମ ଦିନରେ ଭିତୋଲ ଗ୍ରୁପର ମୁଖ୍ୟ ମାଇକ୍ ମିଲ୍ଲରଙ୍କୁ ସାକ୍ଷାତ୍ କରି ଭିତୋଲ ଗ୍ରୁପ କମ୍ପାନୀକୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜିନିବେଶ କରି ଭାରତର ବିକାଶ ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି

ଆଇସିୟୁରେ ଲତା

ଅସୁସ୍ଥ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଆଇସିୟୁ)ରେ ରଖାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ମଧ୍ୟ ‘ସଙ୍କଟାପନ୍ନ’ ରହିଥିବାବେଳେ ଏହା ଧୀରେ ଧୀରେ ସୁଧୁରୁଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ୯୦

ଫେକ୍ ସାର୍ଟିଫିକେଟ୍ ଦେଇ ଏମ୍‌ବିବିଏସ୍‌ ଡାକ୍ତର

ନକଲି ଡାକ୍ତର ହାତରେ ରୋଗୀଙ୍କ ଜୀବନ। ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ୱାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ରୋଗୀଙ୍କ ସେବା କରିବାଏବଂ ଘଟଣା ସାମ୍ନାକୁ ଆସିବା ପରେ ଫେରାର ମାରିବା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଛାଡ଼ଖାଇରେ ଜୀବହତ୍ୟା ନକରିବାକୁ ନିରଞ୍ଜନଙ୍କ ନିବେଦନ

ଆସନ୍ତାକାଲି ଛାଡ଼ଖାଇ ପାଇଁ ନିଜର ଜିଭର ଲାଳସା ନିମନ୍ତେ ହଜାର ହଜାର ନିରୀହ ଜୀବ ହତ୍ୟା ନକରିବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ କରିଛନ୍ତି।ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଏକ ପ୍ରେସ୍ ରିଲିଜ ମାଧ୍ୟମରେ କାର୍ତ୍ତିକ ପୂର୍ଣ୍ଣିମା

ରାଜରାଜେଶ୍ୱର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପଞ୍ଚକର ଅନ୍ତିମ ଦିନ। ଆଜି ଶ୍ରୀମନ୍ଦରରେ ମହାପ୍ରଭୁ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଛନ୍ତି। ମହାପ୍ରଭୁଙ୍କ ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ

ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ୫ ବିଚାରପତିଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି କଲେ ବିଜେପି ବିଧାୟକ

ସବୁବେଳେ ନିଜର ବୟାନ ଲାଗି ଚର୍ଚ୍ଚାରେ ରହୁଥିବା ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ଅଯୋଧ୍ୟା ମାମଲାରେ ଐତିହାସିକ ରାୟ ଶୁଣାଇଥିବା ସୁପ୍ରିମକୋର୍ଟର ୫ ବିଚାରପତିଙ୍କ ସଂପର୍କରେ ଏକ ଦାବି ଜଣାଇ ପୁଣି ଚର୍ଚ୍ଚାରେ ରହିଛନ୍ତି। ଉତ୍ତର ପ୍ରଦେଶର ବାଲିଆ ଜିଲ୍ଳାର ବୈରିୟା

ଫେବ୍ରୁଆରି ୧୮ରୁ କଟକରେ ଏସୀୟ କୁସ୍ତି

ଆସନ୍ତା ବର୍ଷ ଫେବ୍ରୁଆରି ୧୮ରୁ ୨୩ ତାରିଖ ପର୍ଯ୍ୟନ୍ତ ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏସୀୟ କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହେବ। ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ପ୍ରତିଯୋଗିତା ପରେ ଇନ୍‌ଡୋର ଷ୍ଟାଡିୟମରେ ଦ୍ବିତୀୟ ସର୍ବବୃହତ୍‌ ଆନ୍ତର୍ଜାତିକ ଇଭେଣ୍ଟ ଅନୁଷ୍ଠିତ ହେବ। ଏଥିପାଇଁ

ଆଜିର ଦିନରେ ଆପଣଙ୍କ ପାଇଁ କଣ ଶୁଭଫଳ ରହିଛି ଆସନ୍ତୁ ଜାଣିବା..

ମେଷ: କୋର୍ଟ କଚେରି ମାମଲାରେ ଚିନ୍ତା ବଢ଼ିପାରେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ବ୍ୟବସାୟ ଉପରେ ବିରୋଧୀଙ୍କ ନଜର ରହିବ। ଘରର ଜିନିଷ କିଣିବାରେ ଅଧିକ ଖର୍ଚ୍ଚ

ଆଜିଠୁ ବାଲିଯାତ୍ରା

ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ପରମ୍ପରାର ସ୍ମୃତି, ଐତିହ୍ୟ ଓ ପରମ୍ପରାର ପ୍ରତୀକ କଟକ ବାଲିଯାତ୍ରା। ଚଳିତମାସ ୧୨ତାରିଖ ମଙ୍ଗଳବାରଠାରୁ ୧୯ତାରିଖ ପର୍ଯ୍ୟନ୍ତ ମହାନଦୀର ବିସ୍ତୀର୍ଣ୍ଣ ବାଲୁକା ଶଯ୍ୟାରେ ଆରମ୍ଭ ହେବାକୁ ଯାଉଛି ଏହି ପ୍ରସିଦ୍ଧ ଉତ୍ସବ। ବାଲିଯାତ୍ରା ପାଇଁ ୮ ଦିନ

ଆଜି କାତ୍ତିର୍କ ପୂର୍ଣ୍ଣିମା

ଆଜି ପବିତ୍ର କାତ୍ତିର୍କ ପୂର୍ଣ୍ଣିମା। ଆ କା ମା ବୈ… ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋ’ର… ଏଇ ଗୀତର ଗୁଞ୍ଜରଣ ସହ ବୋଇତ ବନ୍ଦାଇ ଧର୍ମ ଅର୍ଜନ କରିବା ପାଇଁ ରାଜ୍ୟର ବିଭିନ୍ନ ଜଳାଶୟ ନିକଟରେ