Date: November 13, 2019

Total 10 Posts

ମହଙ୍ଗା ହେଲା ସିମେଣ୍ଟ୍‌, ରଡ୍‌

ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବା ସହିତ ସେଥିରେ ବ୍ୟବହାର ହେଉଥିବା ରଡ୍ ଓ ସିମେଣ୍ଟ୍‌ ଦର ବଢ଼ିବା ଆରମ୍ଭ ହୋଇଛି। ଇସ୍ପାତ କଂପାନିଗୁଡ଼ିକ ଫ୍ଲାଟ୍‌ ଇସ୍ପାତର ଟନ୍ ପିଛା ଦରରେ ୫୦୦-୭୫୦ ଟଙ୍କାର ବୃଦ୍ଧି ଘୋଷଣା କରିଛନ୍ତି। ଲମ୍ବା ଇସ୍ପାତ ସାମଗ୍ରୀ

ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଡିଗ୍ରି କଲେଜରୁ ଛଟେଇ ହେବେ ୧୮୭ ଆଡହକ୍‌ ଅଧ୍ୟାପକ

ରାଜ୍ୟର ସ୍ବୟଂଶାସିତ ମହାବିଦ୍ୟାଳୟ ସମେତ ଡିଗ୍ରି କଲେଜରେ କାର୍ଯ୍ୟ କରୁଥିବା ଆଡହକ୍‌ ଅଧ୍ୟାପକ ଛଟେଇ ହେବେ। ୨୦୧୪ରୁ କାର୍ଯ୍ୟ କରି ଆସୁଥିବା ୧୮୭ ଜଣ ଅଧ୍ୟାପକଙ୍କୁ ‌ଛଟେଇ କରିବାକୁ ଗତ ମାସରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅକ୍ଟୋବର ୧୪ରେ

ହୋଟେଲର ଶବ୍ଦ ପ୍ରଦୂଷଣ ନେଲା ଏକ ବିରଳ କୁମ୍ଭୀରର ଜୀବନ

ଚେନ୍ନାଇର ଏକ ହୋଟେଲରେ ଲାଗିଥିବାସାଉଣ୍ଡ ସିଷ୍ଟମ କାରଣରୁ ଏକ ବିରଳ ପ୍ରଜାତିକୁମ୍ଭୀରର ମୃତ୍ୟୁ ହୋଇଛି । ଇଷ୍ଟ କୋଷ୍ଟରୋଡ ସ୍ଥିତ ସେରାଟନ୍‍ ଗ୍ରାଣ୍ଡ ରିସୋର୍ଟନିକଟରେ ଏକ ଚିଡ଼ିଆଖାନା ରହିଛି ।ଏଥିରେ ଏହି କୁମ୍ଭୀରକୁ ରଖାଯାଇଥିଲା ।ଚିଡ଼ିଆଖାନା ଅଧିକାରୀଙ୍କ କହିବାଅନୁସାରେ ହୋଟେଲରେ ବିଳମ୍ବିତ

ବହି ଭିତରୁ ମିଳିଗଲା ହଜିଯାଇଥିବା ଟିକେଟ, ରାତାରାତି ପାଲଟି ଗଲେ କୋଟିପତ

ଗତବର୍ଷ ଫେବୃଆରୀ ମାସରେ ସେମାନେ ଏକ ଲଟେରି ଟିକେଟ କିଣିଥିଲେ । ହେଲେ ଏହା ହଜିଯାଇଥିଲା । କିଛିଦିନ ତଳେ ନାତୁଣୀକୁ ପାଠ ପଢାଇବା ସମୟରେ ମିଳିଯାଇଥିଲା ସେହି ଟିକେଟ ଟି । ଆଉ ଏହି ଟିକେଟ ଏବେ ସେମାନଙ୍କୁ ବନାଇ

ରାମ ମନ୍ଦିର ପାଇଁ ପ୍ରସ୍ତୁତ ହେଉଛି୨୧୦୦କିଲୋର ଘଣ୍ଟି

ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିବା ପରେ ଏବେ ଉତ୍ତରପ୍ରଦେଶର ଜଲେସରଠାରେ ଘଣ୍ଟି ତିଆରି କାର୍ଯ୍ୟ ଜୋର ଧରିଛି । ପୂର୍ବରୁ ଗୋଟିଏ ଘଣ୍ଟି ପାଇଁ ଅର୍ଡର ମିଳିଥିଲା । ଏବେ ଏପରି ୧୦ଟି ଘଣ୍ଟି ପାଇଁ କାମ ଚାଲିଛି

୯୦ ଟଙ୍କାରେ କିଣିଥିଲେ ଫୁଲଦାନି, ନିଲାମ ହେଲା ସାଢେ ୪ କୋଟିରେ

ବଳେବେଳେ ଆମେ କୌଣସି ସାମଗ୍ରିକୁ ଅତିସାଧାରଣ ଭାବେ ମନେକରି କିଣି ଦେଇଥାଉ । ମାତ୍ରଏହା ଭିତରର ପ୍ରକୃତ ସତ ଯେତେବେଳେ ଜଣାପଡେ ସେତେବେଳେ ଚିକିତ ହେବା ସ୍ୱଭାବିକ । ଏପରି ଏକ ଘଟଣା ଇଂଲଣ୍ଡରେ ଜଣେ ମହିଳାଙ୍କ ସହ ଘଟିଛି ।

ଆଜିଠୁ ଶୀତ ଅଧିବେଶନ

ଆଜିଠୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ୩୦ଟି କାର୍ଯ୍ୟଦିବସ ଥିବା ଏହି ଅଧିବେଶନର ପ୍ରଥମରୁ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଲମ୍ବା ଅଧିବେଶନରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ପାଖରେ ନାରୀ ନିର୍ଯାତନାଠାରୁ ଆରମ୍ଭ କରି ଆଇନଶୃଙ୍ଖଳା, ଚାଷୀ ସମସ୍ୟା,

ଆଜି ଛାଡ଼ଖାଇ

ଆଜି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ  ମାସେ ହେଲା ଆମିଷ  ଖାଇ ନ ଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି। ଯୋଗକୁ ଏଥର ଛାଡ଼ଖାଇ ବୁଧବାର ପଡ଼ିଛି । ଯାହାକି ସମସ୍ତଙ୍କୁ

ସାବରିମାଲା ମନ୍ଦିରରେ ମଣ୍ଡଳ ପୂଜା ଲାଗି ନିରାପତ୍ତା କର୍ମଚାରୀ ମୁତୟନ କରିବ କେରଳ ପୁଲିସ

ମଣ୍ଡଳ ପୂଜା ଉତ୍ସବ ଲାଗି ସାବରିମାଲା ମନ୍ଦିର ମଧ୍ୟରେ ଓ ଚର୍ତୁପାର୍ଶ୍ୱରେ କେରଳ ପୁଲିସ ବ୍ୟାପକ ନିରାପତ୍ତା ବ୍ୟବସ୍ଥା ଗ୍ରହଣପୂର୍ବକ ୧୦ ହଜାରରୁ ଉର୍ଦ୍ଧ୍ୱ ନିରାପତ୍ତା କର୍ମଚାରୀ ମୁତୟନ କରିବ । ନଭେମ୍ବର ୧୫ ତାରିଖରୁ ପାଞ୍ଚଟି ପର୍ଯ୍ୟାୟରେ ଏହି ମୁତୟନ

ଆସନ୍ତୁ ଜାଣିବା ଆଜିର ଦିନଟି କେଉଁ ବ୍ୟକ୍ତିଙ୍କ ପାଇଁ ଶୁଭ ରହିଛି…

ମେଷ: ଦିନଟି ସୁଖମୟ ହେବ। ବନ୍ଧୁବାନ୍ଧବଙ୍କ ସହ ସନ୍ଧ୍ୟା ସମୟ ହସଖୁସି‌େର କଟିବ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୮। ବୃଷ: ମନରୁ ଆତ୍ମବିଶ୍ବାସ କମିବ ନାହିଁ। ନିଜ ବୃତ୍ତିରେ ଅଧିକ ସଫଳ ହେବେ। ଖାଦ୍ୟ ଓ ପାନୀୟ ପ୍ରତି ସଜାଗ ରହନ୍ତୁ।