latest

ଏବେ ମାତ୍ର 2 ଟଙ୍କାରେ ଭଲ ହୋଇପାରିବ କ୍ୟାନ୍ସର, ଆମେରିକାର ବୈଜ୍ଞାନିକ ବାହାର କଲେ ନୂଆ ଉପାୟ

Spread the love

ଆମେରିକାର ବୈଜ୍ଞାନିକ କିଛି ଏଭଳି ଉପାୟ ବାହାର କରିଛନ୍ତି ଯାହା ଦ୍ଵାରା କେବଳ 2 ଟଙ୍କାରେ ବର୍ତ୍ତମାନ କ୍ୟାନ୍ସର ର ଚିକିତ୍ସା କର ଯାଇ ପାରିବ । 

ମଣିଷ ତା ଜୀବନରେ ସୁସ୍ଥ ରହିବା ପାଇଁ କଣ ବା ନ କରେ । ତଥାପି ଦୈନଦିନ ଜୀବନରେ ମଣିଷକୁ କିଛି ନା କିଛି ରୋଗ  ହୁଏ ଓ କିଛି ଏମିତି ରୋଗ ଥରେ ହେଲେ ଲୋକର ଜୀବନ ମଧ୍ୟ ଚାଲିଯାଏ । 

ଏହି ରୋଗ କେବେବି ଭଲ ହୁଏ ନି । ସେହିଭଳି ଏକ ରୋଗ ହେଉଛି କ୍ୟାନ୍ସର । ଏହା ଏକ ଏଭଳି ମାରାତ୍ମକ ରୋଗ ଯାହା ଥରେ ହେଲେ ବ୍ବ୍ୟକ୍ତିର ଜୀବନ ନେଇ ହିଁ ଛାଡେ । 

କିନ୍ତୁ ଯଦି ଏହା ଜଣlପଡି ଯାଏ ତେବେ ଏହାର ଚିକିତ୍ସା ହେବା ସମ୍ଭବ ଅଟେ । ଏହି ରୋଗରେ ଲକ୍ଷାଧିକ ଟଙ୍କା ଖରଚ କରିବାକୁ ପଡେ, ତଥାପି କିଛି ଏମିତି ରୋଗୀ ଥାନ୍ତି ସେମାନଙ୍କ ଜୀବନ ବଞ୍ଚିପାରେ ନାହିଁ । କିନ୍ତୁ ଏବେ ଆଉ ଚିନ୍ତା ନାହିଁ l କାହିଁକି ନା ଏହି ବଡ ରୋଗର ପ୍ରତିକାର ପାଇଁ ଆମେରିକାର ଲଡଓ୍ବିଙ୍ଗ ଇନଚ୍ୟୁଷ୍ଟ ଫର୍‌ କ୍ୟାନସର ରିଚର୍ସ ସେଣ୍ଟରରେ ବୈଜ୍ଞାନିକମାନେ ନୂଆ ଉପାୟ ବାହାର କରିଛନ୍ତି l ଆମେରିକାର ଗବେଷକଙ୍କ କହିବା ମୁତାବକ, ଏପର୍ଯ୍ୟନ୍ତ କ୍ୟାନସର ରୋଗର ଚିକିତ୍ସା ଲାଗି ଯେଉଁ ପଦ୍ଧତି ବାହାରିଛି ତାହା କ୍ୟାନସର ରୋଗକୁ ସମ୍ପୂର୍ଣ୍ଣ ଭଲ କରି ପାରିନାହିଁ । ତେଣୁ ବେକିଙ୍ଗ ସୋଡ଼ାରେ କ୍ୟାନସର ରୋଗ ଚିକିତ୍ସା ହୋଇପାରିବ ବୋଲି ଆମେରିକା ଗବେଷକ କହିଛନ୍ତି । ବେକିଙ୍ଗ ସୋଡାର ଦାମ ଅଧିକ ନୁହେଁ, ଏହାକୁ ସବୁବର୍ଗର ଲୋକ ବ୍ୟବହାର କରିପାରିବେ । ପାଣିରେ ବେକିଙ୍ଗ ସୋଡ଼ା ମିଶାଇ ରୋଗୀଙ୍କୁ ପିଇବାକୁ ଦେଲେ ଏହାର ପ୍ରଭାବ ଧୀରେଧୀରେ ଦେଖିବାକୁ ମଳିଥାଏ । କେମୋଥେରାପି ଓ ଦାମୀ ଔଷଧଠାରୁ ବେକିଙ୍ଗ ସୋଡ଼ା ଦ୍ରୁତଗତିରେ ଟ୍ୟୁମର ସେଲ୍ସ ବୃଦ୍ଧି ହେବାରୁ ରୋକି ଥାଏ । ତେବେ ଏହି ସରଳ ଉପାୟରେ ଏହି ଭୟଙ୍କର ରୋଗରୁ ମୁକ୍ତି ମିଳି ପାରିବ ବୋଲି ବୈଜ୍ଞାନିକ ମାନଙ୍କ ଦାବା ଅଟେ । ତେବେ ଯଦି ଆପଣ ଏହି ଉପାୟକୁ କରିବା ପାଇଁ ଚାହୁଛନ୍ତି ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏବଂ ଏହା ଆପଣ ଆପଣଙ୍କ ମେଡିସିନ ସହ ହିଁ ନେବେ ମେଡିସିନ ବନ୍ଦ କରି ନୁହେଁ ।

Tags: