latest

Date: November 16, 2019

Total 8 Posts

୭ବର୍ଷରେ ୭ଥର ଗର୍ଭବତୀ ହୋଇଛନ୍ତି ଏହି ସ୍କୁଲ ଶିକ୍ଷୟତ୍ରୀ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ?

ପିଲା ଜନ୍ମ ହେବାର ୩ବର୍ଷ ଅନ୍ତରରେ ଆଉ ଏକ ପିଲା ଜନ୍ମଗ୍ରହଣ କରାଇବା କଥା । କିନ୍ତୁ ଏମିତି ଏକ ଶିକ୍ଷୟତ୍ରୀଙ୍କ ବିଷୟରେ ଜାଣିବା ଯିଏ ୭ବର୍ଷରେ ୭ଥର ଗର୍ଭବତୀ ହୋଇଛନ୍ତି । ଏହି ଘଟଣା ଘଟିଛି ବିହାରର ଏକ ଶିକ୍ଷୟତ୍ରୀଙ୍କ

କରେଣ୍ଟ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ କରିବା କଥା ଏହି 4ଟି କାମ

ବିଜୁଳି ଝଟକା କେବେ ବି କାହାରିକୁ ଲାଗିପାରେ I ଏହା ଲାଗିବା ମାତ୍ରେ ଆପଣ କିଛି ସମୟ କିମ୍ବା କିଛି ଦିନ ପାଁଇ ବି ଆପଣ ଙ୍କୁ କଷ୍ଟ ଦେଇଥାଏ I ଏହି ସମୟ ରେ ଆପଣ ଙ୍କ ର ଚିନ୍ତା

ଭ୍ରମଣ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଗଜପତି ମହାରାଜ ଦିବ୍ୟ ସିଂହ ଦେବଙ୍କ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନିୟାର ମଶାଇ ମାରା ଅଭୟାରଣ୍ୟର ଭ୍ରମଣ ଅନୁଭୂତିକୁ ନେଇ ପୁସ୍ତକ ଲେଖିଛନ୍ତି ଗଜପତି ଦିବ୍ୟ ସିଂହ ଦେବ ଦେବ । ଗଜପତିଙ୍କ ଏହି ପୁସ୍ତକର

ଡିଡିସିଏର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଲେ ରଜତ ଶର୍ମା

 ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ସାମ୍ୱାଦିକ ରଜତ ଶର୍ମା। ତେବେ ଇସ୍ତଫା ପଛର କାରଣ ଅସ୍ପଷ୍ଟ ରହିଛି। ନିକଟରେ ଡିଡିସିଏର ଅନ୍ୟତମ ନିର୍ଦ୍ଦେଶକ ମାନେ ବିଭିନ୍ନ ପ୍ରସ୍ତାବ ପାରିତ କରି ରଜତ ଶର୍ମାଙ୍କ କ୍ଷମତାକୁ

ଛାତ୍ରୀମାନଙ୍କୁ ଅଶ୍ଳୀଳ ଆଚରଣ କରିବା ଅଭିଯୋଗରେ ପ୍ରଧାନ ଶିକ୍ଷକ ନିଲମ୍ବିତ

କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଞ୍ଚଳରେ ଥିବା ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜଣେ ପ୍ରଧାନ ଶିକ୍ଷକଙ୍କ ନାଆଁରେ ଛାତ୍ରୀମାନଙ୍କୁ ଅଶ୍ଳୀଳ ଆଚରଣ କରିବାର ଅଭିଯୋଗ ଆସିଛି। ଏହି ଅଭିଯୋଗ ସତ ବୋଲି ପ୍ରମାଣିତ ହେବାପରେ ଉକ୍ତ ପ୍ରଧାନ ଶିକ୍ଷକଙ୍କୁ

ଆଜି ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ

ଆଜି ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ। ଏହି ଅବସରରେ ସେ ଓଡ଼ିଶାରେ ବିଭିନ୍ନ ରାସ୍ତା ତଥା ଜାତୀୟ ରାଜପଥ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲରେ ମନ୍ତ୍ରୀ ସମୀକ୍ଷା ବୈଠକରେ ଯୋଗଦେବେ।

ପୁଣି ପୁରୀରେ ଆରମ୍ଭ ହେବ ଉଚ୍ଛେଦ କାମ

କାର୍ତ୍ତିିକ ମାସ ପାଇଁ ଶ୍ରୀକ୍ଷେତ୍ରରେ ମାସେ ଧରି ବନ୍ଦ ରହିଥିବା ଉଚ୍ଛେଦ କାମ ପୁଣି ଥରେ ଆରମ୍ଭ ହେଉଛି । ଶ୍ରୀମନ୍ଦିରଠାରୁ ୭୫ ମିଟର ସୁରକ୍ଷା ଜୋନ୍ ଭିତରେ ଆସୁଥିବା ସମସ୍ତ ସ୍ଥାନକୁ ଖୁବଶୀଘ୍ର ଉଚ୍ଛେଦ କରିବାକୁ ଉଦ୍ୟମ କରୁଛି ପୁରୀ

ଆଜିର ରାଶିଫଳ

ମେଷ: ଦିନଟି ଭଲରେ କଟିବ। କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ଭାଗ୍ୟ ବୃଦ୍ଧି ହେବ। ବୃଷ: ପରିବାରରେ ହସଖୁସିର ପରିବେଶ ରହିବ। ବିଦେଶରୁ ଖୁସି ଖବର ଶୁଣିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ କରିବେ। ମାନ-ସମ୍ମାନ ମିଳିବ। ଆର୍ଥିକ ସ୍ଥିତି ଭଲ