latest

କରେଣ୍ଟ ଲାଗିବା ମାତ୍ରେ ସଙ୍ଗେ ସଙ୍ଗେ କରିବା କଥା ଏହି 4ଟି କାମ

Spread the love

ବିଜୁଳି ଝଟକା କେବେ ବି କାହାରିକୁ ଲାଗିପାରେ I ଏହା ଲାଗିବା ମାତ୍ରେ ଆପଣ କିଛି ସମୟ କିମ୍ବା କିଛି ଦିନ ପାଁଇ ବି ଆପଣ ଙ୍କୁ କଷ୍ଟ ଦେଇଥାଏ I ଏହି ସମୟ ରେ ଆପଣ ଙ୍କ ର ଚିନ୍ତା କରିବା ର ଶକ୍ତି କିଛି ବି ନ ଥାଏ I ଏବଂ ଉକ୍ତ ପୀଡିତ ବ୍ୟକ୍ତି ଙ୍କ ପାଖ ରେ ଥିବା ବ୍ୟକ୍ତି କଣ କରିବେ କିଛି ବି ଚିନ୍ତା କରିପାରନ୍ତି ନାହିଁ I ଏବଂ ସଠିକ ନିଷ୍ପତି ନେବାକୁ ଡେରି ହେଇଯାଇଥାଏ I ତେବେ ଏହି ସମୟ ରେ ଡାକ୍ତର ଙ୍କ ପାଖ ରେ ପହଂଚିବାକୁ ବି ସମୟ ଲାଗିଥାଏ ଯାହା କି ବିଳମ୍ୱ ଅଟେ I

ଯଦି ଆପଣ ଙ୍କ ର ସମୁଖ ରେ କାହାରି କୁ ବିଜୁଳି ଝଟକା ଲାଗିଥାଏ ତ ତରବରିଆ ଭାବ ରେ କୋୖଣଇ ପଦକ୍ଷପ ନିଅନ୍ତୁ ନାହିଁ I କିଛି ଉପାୟ କୁ ଆପଣେଇବାକୁ ହେଇଥାଏ I ଏହି ଉପାୟ କୁ ଆପଣେଇ ଆପଣ ପୀଡିତ ବ୍ୟକ୍ତି ଙ୍କ ର ଜୀବନ ଉଦ୍ଧାର କରିପାରିବେ I

ଲୁହା ଓ ପାଣି କୁ ହଟାନ୍ତୁ

ବିଜୁଳି ର ଝଟକା ଲାଗିଥିବା ବ୍ୟକ୍ତି ଙ୍କୁ ଉଦ୍ଧାର କରିବା ସମୟ ରେ ଏହି ଧ୍ୟାନ ଦିଅନ୍ତୁ କି ଆପଣ ଙ୍କ ର ପାଖ ରେ କୌଣସି ଲୁହ କିମ୍ବା ପାଣି ନାହିଁ ତ ଏହା କୁ ତୁରନ୍ତ ଦୂର କୁ ନେଇଯାନ୍ତୁ କାରଣ ଏହା ବିଜୁଳି ର ଅଧିକ ସୁପରିବାହୀ ଅଟେ I

ମୁହଁ ରେ ନିଶ୍ୱାସ

ଯଦି ଆପଣ ଙ୍କ ର ପାଖାପାଖି କୌଣସି ବ୍ୟକ୍ତି ଙ୍କୁ କରେଣ୍ଟ ଲାଗିଛି ତେବେ ସେ ବେହଶ ହେଇଯାଇଛନ୍ତି ଆମ୍ବୁଲାନ୍ସ ଆସିବାରେ ବିଳମ୍ୱ ହେଇପାରେ ତେଣୁ ଆପଣ ଉକ୍ତ ବ୍ୟକ୍ତି ଙ୍କ ର ପାଟି ରେ ନିଶ୍ୱାସ ଦେଇ ପାରନ୍ତି ଏହା ଦ୍ୱାରା ତାଙ୍କ ଶରୀର ରେ ଅକ୍ସିଜେନ ର ମାତ୍ରା କମି ନ ଥାଏ I

କମ୍ବଳ ରେ ଘୋଡାନ୍ତୁ ନାହିଁ 

ଅନେକସ ଅମୟ ରେ ଏପରି ଦେଖିବାକୁ ମିଳିଥାଏ କି କରେଣ୍ଟ ଲାଗିଥିବା ବ୍ୟକ୍ତି ଙ୍କୁ ଲୋକେ କମ୍ବଳ ରେ ଢାଙ୍କି ରଖିଥାନ୍ତି I ଏପରି କରିବା ଅନୁଚିତ ହେଇଥାଏ I କାରଣ ପୀଡିତ ବ୍ୟକ୍ତି ଙ୍କୁ ନିଶ୍ୱାସ ନେବା ରେ ସମସ୍ୟା ହେଇପାରେ I ଯଦି ପୀଡିତ ବ୍ୟକ୍ତି ଙ୍କ ର ବ୍ଳଇଡିଙ୍ଗ ହେଉଛି ତ ସଫା କପଡା ରେ ଆପଣ ସେହି ଜାଗା କୁ ବାନ୍ଧି ପାରନ୍ତି I

ତୁରନ୍ତ ଖାଇବାକୁ କି ପିଇବା କୁ କିଛି ଦିଅନ୍ତୁ ନାହିଁ

ଧ୍ୟାନ ରଖନ୍ତୁ ଯଦି କୌଣସି ବ୍ୟକ୍ତି ଙ୍କୁ କରେଣ୍ଟ ଲାଗିଛି ତେବେ ତୁରନ୍ତ ହିଁ ତାଙ୍କୁ କିଛି ବି ଖାଇବାକୁ ଦିଅନ୍ତୁ ନାହିଁ I ତାଙ୍କୁ କିଛି ସମୟ ଆରାମ କରିବାକୁ ଦିଅନ୍ତୁ I ଅନେକ ସମୟ ରେ କରେଣ୍ଟ ଫୋବିଆ ର ରୂପ ନେଇଥାଏ ଯେଉଁ ରୋଗ ରୁ କି ଜଣେ ଜଣେ ବ୍ୟକ୍ତି ସାରା ଜୀବନ ବି ବାହାରି ପାରି ନ ଥାନ୍ତି I

Tags: