latest

୭ବର୍ଷରେ ୭ଥର ଗର୍ଭବତୀ ହୋଇଛନ୍ତି ଏହି ସ୍କୁଲ ଶିକ୍ଷୟତ୍ରୀ, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ?

Spread the love

ପିଲା ଜନ୍ମ ହେବାର ୩ବର୍ଷ ଅନ୍ତରରେ ଆଉ ଏକ ପିଲା ଜନ୍ମଗ୍ରହଣ କରାଇବା କଥା । କିନ୍ତୁ ଏମିତି ଏକ ଶିକ୍ଷୟତ୍ରୀଙ୍କ ବିଷୟରେ ଜାଣିବା ଯିଏ ୭ବର୍ଷରେ ୭ଥର ଗର୍ଭବତୀ ହୋଇଛନ୍ତି । ଏହି ଘଟଣା ଘଟିଛି ବିହାରର ଏକ ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ । ସେ ୭ବର୍ଷରେ ୭ଥର ଗର୍ଭବତୀ ହୋଇଥିଲେ । କିନ୍ତୁ ଏହି ଶିକ୍ଷୟତ୍ରୀ ଜଣକ ସତରେ ଗର୍ଭବତୀ ହୋଇନଥିଲେ ବରଂ ଗର୍ଭବତୀ ହେବାର ନାଟକ କରୁଥିଲେ । ଏହି ଶିକ୍ଷୟତ୍ରୀଙ୍କ ଗର୍ଭବତୀ ହେବାର ନାଟକ ଏକ କାରଣ ପାଇଁ କରିଥିଲେ । ସେ ନିଜକୁ ଗର୍ଭବତୀ କହି ସ୍କୁଲରୁ ଛୁଟି ନେଉଥିଲେ । 

ଏହି ଛୁଟି ଦୀର୍ଘଦିନ ଧରି ନେଉଥିଲେ ମଧ୍ୟ ତାଙ୍କ ସାଲେରି ମିଳୁଥିଲା । ସ୍କୁଲ ନଯାଇ ପଇସା ପାଉଥିବାରୁ ସେ ଏଭଳି ଗର୍ଭବତୀ ହେବାର ଅଭିନୟ କରିଥିଲେ । ସ୍କୁଲ ଓ ପ୍ରଶାସନକୁ ଏହି ମହିଳା ଜଣକ ଠକି ଆସୁଥିଲେ । ଏବେ ସ୍କୁଲ ଓ ପ୍ରଶାସନକୁ ସମସ୍ତ କଥା ଜଣାପଡ଼ିଯାଇଛି । ଏହା ପରେ ପ୍ରଶାସନ ଶିକ୍ଷୟତ୍ରୀଙ୍କ ନାଁରେ ପଦକ୍ଷେପ ନେଇଛନ୍ତି ।

Tags: