Date: November 17, 2019

Total 12 Posts

ବାନାନା ଲସି

ଆବଶ୍ୟକ ସାମଗ୍ରୀ: ପାଚିଲା କଦଳୀ, ଦହି, ଚିନି, ଗୁଜୁରାତି ଗୁଣ୍ଡ, କଟା ପେସ୍ତା ବାଦାମ, କଟା କାଜୁ, ଅଳ୍ପ ଲୁଣ ଓ ବରଫ ଖଣ୍ଡ। ପ୍ରସ୍ତୁତି ପ୍ରଣାଳୀ : ପ୍ରଥମେ ପାଚିଲା କଦଳୀରୁ ଚୋପା ଛଡ଼ାଇ ଦେଇ ତାକୁ ଛୋଟ ଛୋଟ ଖଣ୍ଡ

ପହିଲାରୁ ମୋ ସରକାର ପାର୍ଟ-ଟୁ

ଆସନ୍ତା ଡିସେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ମୋ ସରକାର ପାର୍ଟ-ଟୁ। ଡାକ୍ତରଖାନା ଓ ପୋଲିସ୍ ଷ୍ଟେସନ୍ ପରେ ଏବେ ୬ଟି ନୂଆ ବିଭାଗ ଅନ୍ତର୍ଗତ ଲୋକପ୍ରିୟ ଯୋଜନା କାଳିଆ, ମମତା, ଖାଦ୍ୟ ସୁରକ୍ଷା, ମିଶନ ଶକ୍ତି ଭଳି ସ୍କିମ୍‌ରେ ଲାଗୁ

ଗୌତମ ଗମ୍ଭୀର ନିଖୋଜ

ଭାରତର ପୂର୍ବତନ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ଲୋକସଭା ସାଂସଦ ଗୌତମ ଗମ୍ଭୀର ଏବେ ନିଖୋଜ ହୋଇ ଯାଇଛନ୍ତି। ଖବରଟି ପ୍ରସାର ହେବା ପରେ ଲୋକେ ଏହାକୁ ଶୁଣି ଆଶ୍ଚର୍ଯ୍ୟ ହେଉଥିବା ବେଳେ ତାଙ୍କର ନିଖୋଜ ହେବାର ଏକ ପୋଷ୍ଟର

ଆସନ୍ତାକାଲିଠାରୁ ସଂସଦର ଶୀତକାଳୀନ ଅଧିବେଶନ

ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବ। ଆଗାମୀ ଡିସେମ୍ବର ୩୧ ଯାଏଁ ଚାଲିବାକୁ ଥିବା ଏହି ଅଧିବେଶନର ପୂର୍ବରୁ ବିଜୁ ଜନତା ଦଳ ବିଭିନ୍ନ ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତ ହୋଇଛି। ଦେଶର ୧୭ଟି ଆଇକନିକ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାରୁ

‘ମୋ ବସ୍‌’କୁ ଲକ୍ଷ୍ନୌରେ ମିଳିଲା ପୁରସ୍କାର

ଶ୍ରେଷ୍ଠ ସହରାଞ୍ଚଳ ବସ୍‌ ସେବା ପାଇଁ ରବିବାର ‘ମୋ ବସ୍‌’କୁ ପୁରସ୍କାର ମିଳିଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ତରଫରୁ ଆୟୋଜିତ ୧୨ତମ ଅର୍ବାନ ମୋବିଲିଟି ଇଣ୍ଡିଆ କନଫରେନ୍ସ କମ ଏକସ୍‌ପୋ-୨୦୧୯ କାର୍ଯ୍ୟକ୍ରମରେ ଏହି ପୁରସ୍କାର ମିଳିଥିବା

ଆଜିଠାରୁ ୧୦୪କୁ ଫୋନ୍‌ କଲେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା

ଆଜିଠାରୁ ୧୦୪କୁ ଫୋନ୍‌ କଲେ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା। ନିକଟତମ ହସ୍ପିଟାଲ, ଔଷଧାଳୟ, ରକ୍ତ ଭଣ୍ଡାର, ସ୍ୱତନ୍ତ୍ର ନିଦାନ ଓ ନିକଟରେ କେଉଁଠି ଡାଏଲେସିିସ୍‌ ସେବା ମିଳୁଛି ସେ ସମ୍ପର୍କରେ ସୂଚନା ମିଳି ପାରିବ। ଏହାଛଡା ଡାକ୍ତରଙ୍କୁ ସିଧାସଳଖ ଫୋନ୍‌ କରି

ଏହି ମନ୍ଦିରେ ପୂଜା ପାଆନ୍ତି ମାନୀ ଦୁର୍ଯ୍ୟୋଧନ

ମହାଭାରତର ଖଳନାୟକ ଦୁର୍ଯ୍ୟୋଧନଙ୍କୁ ଏଠାରେ ଭଗବାନ ରୂପେ ପୂଜା କରାଯାଏ । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲିଆସୁଛି । ଏହି ମନ୍ଦିର ଉତ୍ତରାଖଣ୍ଡର ଜାଖୋଲି ଅଞ୍ଚଳରେ ରହିଛି । ନିଜକୁ କୌରବଙ୍କ ବଂଶଜ ବୋଲି ଦାବି କରି ଆସୁଥିବା

ପ୍ରତ୍ୟେକ ଦିନ ୪୦ଟି ସିଗାରେଟ୍ ଓ ୪୦କପ୍ ଚା ପିଇଥାନ୍ତି ରାଜେଶ ଖାନ୍ନାଙ୍କ ଗଲଫ୍ରେଣ୍ଡ

ବଲିଉଡ ଫିଲ୍ମରେ ବହୁ ଅଭିନେତ୍ରୀ ଅଛନ୍ତି ଯିଏ ମଦ ଓ ସିଗାରେଟ ପିଇବାରେ ନଜରକୁ ଆସିଥାନ୍ତି । ଫିଲ୍ମକୁ ବାଦ୍ଦେଲେ ରିୟଲ ଲାଇଫରେ ମଧ୍ୟ ବହୁ ଅଭିନେତ୍ରୀ ମଦ ଓ ସିଗାରେଟ୍ ପିଇବାର ଅଭ୍ୟାସ ରଖିଥାନ୍ତି । ଆଜି ଆପଣଙ୍କୁ ଏପରି

କଳିଯୁଗର ସବୁଠୁ ଶକ୍ତିଶାଳୀ ରାଶି

ଜୋତିଷ ଶାସ୍ତ୍ର ଅନୁସାରେ ଏପରି କିଛି ରାଶି ଏହି କଳିଯୁଗର ସର୍ବଶ୍ରେଷ୍ଠ ରାଶି ଏବଂ ଏହି ରାଶିଙ୍କର ଖରାପ ସମୟ ସରିଯାଇଛି ଏହାର ମାନେ ଅନ୍ୟ ଯୁଗରେ ଏହି ରାଶିର ଲୋକମାନେ ବହୁତ କଷ୍ଟ ଭୋଗ କରିଥିଲେ । ଯେପରିକି କେତେକ

ତିରୁମାଲା ମନ୍ଦିରରେ ଦର୍ଶନ କଲେ ରଞ୍ଜନ ଗୋଗୋଇ

ଆନୁଷ୍ଠାନିକ ଭାବେ ନଭେମ୍ବର ୧୭ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଥିବା ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆନ୍ଧ୍ରପ୍ରଦେଶର ତିରୁମାଲା ଜିଲ୍ଲାସ୍ଥିତ ପ୍ରଭୁ ବାଲାଜୀଙ୍କ ମନ୍ଦିରରେ ପୂଜା କରିଛନ୍ତି।ତାଙ୍କ ସାଥିରେ ଥିଲେ ସହଧର୍ମିଣୀ ରୂପାଞ୍ଜଳି ଗୋଗୋଇ। ସପରିବାର ଗୋଗୋଇ ମନ୍ଦିରର

ଭୁବନେଶ୍ୱର ପଦାରେ ମଳତ୍ୟାଗ ଓ ପରିସ୍ରା କଲେ ଏବେ ଫାଇନ

ଭୁବନେଶ୍ୱର ମହାନଗର ନିଗମ ରାଜଧାନୀକୁ ସ୍ୱେଚ୍ଛ ସହରରେ ପରିଣତ କରିବା ଦିଗରେ ଆଉ ଏକବଡ଼ ପଦକ୍ଷେପ ଗ୍ରହଣ କରିଛି । ବିଶେଷ କରି ପଦାରେ ମଳ-ମୂତ୍ର ତ୍ୟାଗକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଲାଗି କଡ଼ା ପଦକ୍ଷେପ ଉଠାଯିବା ବିଷୟ ଶନିବାର ଘୋଷଣା