ପ୍ରତ୍ୟେକ ଦିନ ୪୦ଟି ସିଗାରେଟ୍ ଓ ୪୦କପ୍ ଚା ପିଇଥାନ୍ତି ରାଜେଶ ଖାନ୍ନାଙ୍କ ଗଲଫ୍ରେଣ୍ଡ

Spread the love

ବଲିଉଡ ଫିଲ୍ମରେ ବହୁ ଅଭିନେତ୍ରୀ ଅଛନ୍ତି ଯିଏ ମଦ ଓ ସିଗାରେଟ ପିଇବାରେ ନଜରକୁ ଆସିଥାନ୍ତି । ଫିଲ୍ମକୁ ବାଦ୍ଦେଲେ ରିୟଲ ଲାଇଫରେ ମଧ୍ୟ ବହୁ ଅଭିନେତ୍ରୀ ମଦ ଓ ସିଗାରେଟ୍ ପିଇବାର ଅଭ୍ୟାସ ରଖିଥାନ୍ତି । ଆଜି ଆପଣଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ଗୋଟିଏ ଦିନରେ ଲଗାତର ୪୦ଟି ସିଗାରେଟ୍ ଓ ୪୦କପ୍ ଚା ପିଇଥାନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଅଞ୍ଜୁ ମେହେନ୍ଦ୍ରା । ଅଞ୍ଜୁ ନିଜ ଅଭିନୟ ଚାଦୁରେ ଲୋକଙ୍କର ପ୍ରିୟପାତ୍ର ହୋଇପାରିଥିଲେ । ଅଞ୍ଜୁ ବଲିଉଡର ସୁପରଷ୍ଟାର ରାଜେଶ ଖାନ୍ନାଙ୍କୁ ଭଲ ପାଉଥିଲେ । ଦେଖାଯାଏ କି ଏହି ସମ୍ପର୍କ ଦୀର୍ଘ ୭ବର୍ଷ ଧରି ଚାଲିଥିଲା । ଅଞ୍ଜୁ ତାଙ୍କ ଜୀବନରେ ବହୁତ ଖୁସିରେ ରହୁଥିଲେ । ଅଞ୍ଜୁ ବହୁତ ଟିଭି ସିରିଏଲ ଓ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ତାଙ୍କୁ ଏବେ ୭୩ବର୍ଷ ହୋଇଥିଲେ ମଧ୍ୟ ସେ ପୁରା ଫିଟ ଅଛନ୍ତି । ସେ କୁହନ୍ତି ଯେ ମୁଁ ସକାଳ ୪ଟାରୁ ଉଠେ ମୁଁ କେବଳ ୪ଘଣ୍ଟା ଶୋଇଥାଏ । ଅଞ୍ଜୁ ଗୋଟିଏ ଦିନରେ ୪୦ଟି ସିଗାରେଟ ଓ ୪୦କପ୍ ଚା ପିଇଥାଏ । ୭୩ବର୍ଷୀୟ ଏହି ଅଭିନେତ୍ରୀ ଏବେ ବି ସୋସିଆଲ ମଡିରେ ବହୁତ ଆକ୍ଟଭି ରହିଥାନ୍ତି ।

Tags: