Date: November 18, 2019

Total 10 Posts

କାଳିଆ ଯୋଜନାକୁ ନେଇ ମିଛ କହିଛନ୍ତି କୃଷିମନ୍ତ୍ରୀ- କଂଗ୍ରେସ

କାଳିଆ ଯୋଜନାକୁ ନେଇ ବିଧାନସଭାରେ କୃଷି ମନ୍ତ୍ରୀ ଅରୁଣ ସାହୁ ଭୁଲ ତଥ୍ୟ ଦେଇଛନ୍ତି ବୋଲି କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି । ଭୁଲ ତଥ୍ୟ ନେଇ ଗୃହର ଅବମାନନା କରିଛନ୍ତି ମନ୍ତ୍ରୀ । କୃଷି

ପୁଣି ପଛଘୁଞ୍ଚା ଦେଲେ ପାଓ୍ୱାର, ସରକାର ଗଠନ ନେଇ କହିଲେ ବିଜେପି ଓ ଶିବସେନାକୁ ପଚାର

ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ପ୍ରତିମୁହୂର୍ତ୍ତରେ ମହାରାଷ୍ଟ୍ରରେ ସରକାର ଗଠନ ନେଇ ନୂଆ ନୂଆ କଥା ଶୁଣିବାକୁ ମିଳୁଛି । ମେଣ୍ଟରେ ମଧ୍ୟ ଛୁଣ୍ଡୁନି ମହାରାଷ୍ଟ୍ରର ଅଙ୍କ ।  ସରକାର ଗଢ଼ିବା ନେଇ ଆଜି କଂଗ୍ରେସ ହାଇକମାଣ୍ଡ ସୋନିଆ

ଜେଏନୟୁ ଛାତ୍ରଙ୍କ ସଂସଦ ଅଭିମୁଖେ ପଦଯାତ୍ରା ଆରମ୍ଭ, ଭାଙ୍ଗିଦେଲେ ବ୍ୟାରିକେଟ୍, 144 ଧାରା ଜାରି

ଦିଲ୍ଲୀ ସ୍ଥିତ ଜେଏନୟୁ ( ଜବାହାରଲାଲ ନେହରୁ ୟୁନିଭରର୍ସିଟି )ର ଛାତ୍ରଛାତ୍ରୀମାନେ ସଂସଦ ଅଭିମୁଖେ ଯାତ୍ରା ଆରମ୍ଭ କରିଦେଇଛନ୍ତି । ହଷ୍ଟେଲ ଫି ବଢିବାକୁ ନେଇ କିଛିଦିନ ହେଲା ଜେଏନୟୁ କ୍ୟାମ୍ପସ ସରଗରମ ରହିଥିଲା । ଆଜି ପ୍ରାୟ 3-4 ହଜାର

ମହାରାଷ୍ଟ୍ରର ଭାଗ୍ୟ ଦିଲ୍ଲୀରେ ହେବ ଚୂଡାନ୍ତ, ସୋନିଆଙ୍କୁ ଭେଟିବେ ଶରଦ ପାଓ୍ୱାର

ଆଜି ମହାରାଷ୍ଟ୍ର ମହାନାଟକର ଅନ୍ତ ହେବ ।  ସରକାର ଗଠନ ନେଇ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟର ଭାଗ୍ୟ ଦିଲ୍ଲୀରେ ଚୂଡାନ୍ତ ହେବାର ସମ୍ଭାବନା ରହିଛି । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିବେ ଏନସିପି ମୁଖ୍ୟ ଶରଦ ପୱାର ।  ସୋନିଆଙ୍କ

ଆଜିଠୁ ଶୀତ ଅଧିବେଶନ ଆରମ୍ଭ, ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

ସଂସଦର ଶୀତକାଳୀନ ଅଧିବେଶନ ସୋମବାର ଠାରୁ ଆରମ୍ଭ ହେଉଛି । ଏହି ଅଧିବେଶନରେ ନାଗରିକତା ବିଲ ସମେତ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ବିଲ ଗୃହୀତ ହୋଇପାରେ । ଶୀତକାଳୀନ ଅଧିବେଶନ ଡିସେମ୍ବର 13 ଯାଏଁ ଜାରି ରହିବ । ଦୀର୍ଘ 26

ପିଆଜ କିଲୋ 260

ପିଆଜ ଦର କେବଳ ଭାରତରେ ନୁହେଁ ବରଂ ବାଂଲାଦେଶରେ ମଧ୍ୟ ଆକାଶ ଛୁଆଁ ହୋଇଛି । ବାଂଲାଦେଶରେ ପିଆଜ କିଲୋ 260 ଟଙ୍କାରେ ପହଞ୍ଚିଛି । ଲୋକଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ସରକାରଙ୍କୁ ବିମାନରେ ପିଆଜ ଆମଦାନୀ କରିବାକୁ ପଡୁଛି

ଆଜି ମହାପ୍ରଭୁଙ୍କ ପଇତାଲାଗି

 ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେଉଛି। ଏହି ଗୁପ୍ତନୀତି ପାଇଁ ଆସନ୍ତାକାଲି ୪ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଦ୍ବିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ

ସୁପ୍ରିମକୋର୍ଟର ମୁଖ୍ୟ ଚିଚାରପତି ଭାବେ ଶପଥ ନେଲେ ଅରବିନ୍ଦ ବୋବଡେ

ସୁପ୍ରିମକୋର୍ଟର ମୁଖ୍ୟ ଚିଚାରପତି ଭାବେ ଶପଥ ନେଇଛନ୍ତି ଆଜି ଶରଦ ଅରବିନ୍ଦ ବୋବଡେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଚାରପତି ବୋବଡେଙ୍କୁ ଗୋପନୀୟତାର ସହ ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରାଇଛନ୍ତି ।  ଶରଦ ଅରବିନ୍ଦ ବୋବଡେ ଦେଶର 47

ଡିସେମ୍ବର ୧ରୁ ଆନ୍ତର୍ଜାତିକ କୋଣାର୍କ ଉତ୍ସବ

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିବର୍ଷ ଭଳି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଡିସେମ୍ବର ୧ରୁ ଆରମ୍ଭ ହେବ ଆନ୍ତର୍ଜାତିକ କୋଣାର୍କ ଉତ୍ସବ। ୫ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ। ଏହି ଅବସରରେ ଚନ୍ଦ୍ରଭାଗା ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ

ଆସନ୍ତୁ ଜାଣିବା ଆଜିର ଦିନଟି କେଉଁ ବ୍ୟକ୍ତିଙ୍କ ପାଇଁ ଶୁଭ ରହିଛି…

ମେଷ: ଭାବିଥିବା କାମ ପୂରାହେବ। ପରିବାର ସଦସ୍ୟଙ୍କ ସହିତ ସମୟ ବିତିବ। ଅଫିସରେ ନୂଆ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: କ୍ରୀମ୍‌। ଶୁଭସ˚ଖ୍ୟା: ୪। ବୃଷ: ଆଧୢାତ୍ମିକ ଦିଗରେ ମନ ଲାଗିରହିବ। କାମରେ ଅଧିକ ସମୟ ଯିବ। ପ୍ରେମ ପ୍ରସଙ୍ଗ ବେଶ ମଧୁର।