Date: November 19, 2019

Total 13 Posts

ଏସ୍ -400 ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମର ସିରିଜ ଉତ୍ପାଦନ ଆରମ୍ଭ

 ଏସ୍ -400 ଟ୍ରିୟମ୍ପ ମିସାଇଲ ଡିଫେନ୍ସ ସିଷ୍ଟମର ସିରିଜ ଉତ୍ପାଦନ ଆରମ୍ଭ କରିଛି ଋଷିଆ ।  2025 ସୁଦ୍ଧା ଭାରତକୁ ସମସ୍ତ 5 ଟି ଯାକ ରେଜିମେଣ୍ଟ ଏସ-400 ଭାରତରେ ପହଞ୍ଚିଥିବ ବୋଲି ନିର୍ମାଣ କରୁଥିବା କମ୍ପାନି ରୋସଟେକର ସିଇଓ ସର୍ଗେଇ

ସକାଳୁ ଉଠିବା ମାତ୍ରେ ହାତରେ ଲେଖି ଦିଅନ୍ତୁ ଏହି ଗୋଟିଏ ନାମ, ତୁରନ୍ତ ହେବ ଚମତ୍କାର

ପ୍ରାୟଲୋକ ଏହା କହିଥାନ୍ତି କି ସେମାନଙ୍କ ଭାଗ୍ୟ ଖରାପ । ବହୁତ ପରିଶ୍ରମ କରିବା ପରେ ସେମାନଙ୍କୁ କିଛି ଶୁଭ ଫଳ ମିଳୁ ନାହିଁ । ଏମିତିରେ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଆପଣଙ୍କୁ ସବୁ ସମସ୍ୟାର ସମାଧାନ କରା ଯାଇପାରିବ ।

୩୩୩ ବର୍ଷ ପରେ ହନୁମାନ ଖୋଲି ଦେଇଛନ୍ତି ଏହି ୫ଟି ରାଶିର ଭାଗ୍ୟ ?

ଆପଣଙ୍କ ମନରେ ଯେଉଁ ବିଚାର ବହୁ ବର୍ଷ ଧରି ଚାଲି ଆସୁଛି ତାହା ସତ୍ୟତାରେ ପରିଣତ ହେବାର ସମୟ ଆସି ସାରିଛି । ଚାକିରି କରୁଥିବା ଲୋକମାନଙ୍କର ପ୍ରମସନର ଯୋଗ ବନୁ ଅଛି । ବେପାରୀ ମାନଙ୍କୁ ବେପାର କ୍ଷେତ୍ରରୁ ବଡ

ଜାଣନ୍ତୁ ପର୍ସ ରେ କେଉଁ ଜିନିଷ ରଖିଲେ ହୋଇଯିବେ ଭିକାରି

ଯଦି ଆପଣ ପର୍ସଟିଏ କିଣି କରି ଆଣୁଛନ୍ତି ତେବେ ଭଲ କଥା କିନ୍ତୁ ଯଦି ଆପଣଙ୍କୁ ପର୍ସ କେହି ଗିଫ୍ଟ କରୁଛି ତେବେ ତାହା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହୋଇଥାଏ । ଯେଉଁ ପର୍ସ ଆପଣ ୟୁଜ କରୁଛନ୍ତି ତାହାକୁ ପ୍ରତି

ସଚିନ, ଅମ୍ବାନୀ ଓ ସଲମାନ ଖାନ୍ ଙ୍କ ଭଳି ଅମିର ଲୋକେ କେଉଁଠୁ କ୍ଷୀର ମଗାନ୍ତି, ଆସନ୍ତୁ ଜାଣିବା

ବଲିଉଡ ଷ୍ଟାର ହୁଅନ୍ତୁ କିମ୍ବା ସଚିନ, ବିରାଟଙ୍କ ଭଳି କ୍ରିକେଟରମାନଙ୍କ ଫିଟନେସ ଦେଖି ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତି । ସେମାନେ କଣ ଖାଆନ୍ତି, କେଉଁଠୁ ଜିନିଷ ମଗାନ୍ତି ଇତ୍ୟାଦି । ଆଜି ଆମେ ଆପଣଙ୍କୁ କହିବୁ

ପାର୍କରେ ଦୁଇଜଣ ଦେଖିଲେ, ତୃତୀୟ ବ୍ୟକ୍ତି କଲା ମହିଳାଙ୍କୁ ଦୁଷ୍କର୍ମ

ଗୋଟିଏ ପାର୍କରେ ଦୁଇବ୍ୟକ୍ତିଙ୍କ ଉପସ୍ଥିତିରେ ତୃତୀୟ ବ୍ୟକ୍ତିଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ବ୍ରିଟେନର ଗ୍ରେଟ୍ ମଞ୍ଚେଷ୍ଟର ଅଞ୍ଚଳର ହୋଇଛି । ପୁଲିସ ସୂତ୍ର ଅନୁସାରେ , ମେସନେସ ପାର୍କର 16 ଗେଟରେ ଏହି ଘଟଣା

ଖାଲି ପେଟରେ ଚାହା ପିଉଛନ୍ତି କି ? ପଢିନିଅନ୍ତୁ ଏହି ରିପୋର୍ଟ, ନହେଲେ ପସ୍ତାଇବେ

ବ୍ୟସ୍ତବହୁଳ ଜୀବନରେ ସବୁବେଳେ ଲୋକେ ପଇସା ପଛରେ ଗୋଡାଇଥାନ୍ତି । ତେଣୁ ଖାଇବାକୁ ମଧ୍ୟ ତାଙ୍କ ପାଖରେ ସମୟ ନଥାଏ । ବାଟଘାଟରେ ଯେଉଁ ଦୋକାନ ମିଳିଯାଏ ସେଠି କିଛିବ୍ୟକ୍ତି ନାସ୍ତା କରିନିଅନ୍ତି । ବର୍ତ୍ତମାନ ଶୀତ ସମୟ ଆସିଗଲାଣି ।

ଦୁଇ ହାତରେ ବୋଲିଂ କରୁଥବା ଧୁରନ୍ଦର ବୋଲର, ଦେଖନ୍ତୁ ଭିଡିଓ

 ଏବେ ଆଫ୍ରିକାରେ ମଞ୍ଜାସୀ ସୁପର ଲିଗ ଖେଳାଯାଉଛି । ଏହି ଲିଗରେ କେପ ଟାଉନ ବ୍ଲିଟସର ଟିମରେ ଜଣେ ଏଭଳି ବୋଲର ଅଛନ୍ତି, ଯିଏକି ଉଭୟ ହାତରେ ବୋଲିଂ କରିପାରନ୍ତି । ଉଭୟ ହାତରେ ବୋଲିଂ କରିବାରେ ଧୂରନ୍ଧର ବୋଲରଙ୍କ ନାମ

ଚେକିଂ ବେଳେ ଧକ୍କାଦେଲା ବାଇକ୍, ଏସଆଇ ମୃତ

ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଗାଡି ଚେକିଂ ବେଳେ ଏକ ଅଘଟଣ ଘଟିଯାଇଛି। ଚେକିଂ ବେଳେ ଏକ ବାଇକ୍ ଧକ୍କା ଦେବାରୁ ଏସଆଇଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରରେ ବାରିପଦା ୟୁନିଭର୍ସିଟି ରୋଡରେ ଗାଡି ଚେକିଂ ଚାଲିଥିଲା ।

ଋଷିକେଶରେ ଖସିପଡି ଆହତ ହେଲେ ଉମାଭାରତୀ

 ବରିଷ୍ଠ ବିଜେପି ନେତ୍ରୀ ଉମାଭାରତୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ଉତ୍ତରାଖଣ୍ଡର ଋଷିକେଶରେ ଗୋଡ଼ ଖସିଯିବାରୁ ସେ ପଡିଯାଇଥିଲେ । ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି । ଜୋଲିଗ୍ରାଣ୍ଟସ୍ଥିତ ହିମାଳୟନ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି

କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢଉ

 ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ସମ୍ବଲପୁରର ଏକ ଯୁକ୍ତ 2 ଜୁନିଅର କଲେଜ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସର ଚଢଉ ହୋଇଛି ।  ସୂଚନା ଅନୁସାରେ, ସମ୍ବଲପୁର ଜିଲ୍ଲା ମହୁଲିପାଲି କେଶାବାହାଲ ଯୁକ୍ତ 2 ଜୁନିଅର କଲେଜ ଅଧ୍ୟକ୍ଷ ଜୟପ୍ରକାଶ