latest

ସକାଳୁ ଉଠିବା ମାତ୍ରେ ହାତରେ ଲେଖି ଦିଅନ୍ତୁ ଏହି ଗୋଟିଏ ନାମ, ତୁରନ୍ତ ହେବ ଚମତ୍କାର

Spread the love

ପ୍ରାୟଲୋକ ଏହା କହିଥାନ୍ତି କି ସେମାନଙ୍କ ଭାଗ୍ୟ ଖରାପ । ବହୁତ ପରିଶ୍ରମ କରିବା ପରେ ସେମାନଙ୍କୁ କିଛି ଶୁଭ ଫଳ ମିଳୁ ନାହିଁ । ଏମିତିରେ ଜ୍ୟୋତିଷ ଶାସ୍ତ୍ର ମାଧ୍ୟମରେ ଆପଣଙ୍କୁ ସବୁ ସମସ୍ୟାର ସମାଧାନ କରା ଯାଇପାରିବ । ଯେଉଁ ଲୋକମାନେ ଏହି କଥାର ଧ୍ୟାନ ରଖନ୍ତି ନାହିଁ । ସେମାନଙ୍କୁ ଉପାୟ କରିବା ମଧ୍ୟ ଭଲ ଫଳ ମିଳିପାରେ ନାହିଁ । ଆଜି ଆମେ ଆପଣଙ୍କୁ ଭାଗ୍ୟ ଉଦୟ କରିବାର ଗୋଟିଏ ସହଜ ଉପାୟ କହିବି । ଯେଉଁଥିରେ ନା କିଛି ନିୟମ ଅଛି ନା କଠିନ ବିଧି । ଯାହାର ଆପଣଙ୍କୁ ପାଳନ କରିବାକୁ ପଡିବ । ଏହି ଉପାୟ ଆପଣଙ୍କୁ ସକାଳୁ ସକାଳୁ ନିଦରୁ ଉଠିବା ପରେ କରିବାକୁ ପଡିବ । ଏହି ଗୋଟି ସହଜ ଉପାୟ ଦ୍ଵାରା ଆପଣ ନିଜ ଜୀବନ ବଦଳାଇ ପାରିବେ। ଆଉ ଭାଗ୍ୟଶାଳୀ ବନି ପାରିବେ l

ବନ୍ଧୁଗଣ ଆପଣ ଯେତେବେକେ ମଧ୍ୟ ସକାଳୁ ଉଠୁଛନ୍ତି ତାହା ପୂର୍ବରୁ ଆପଣ ନିଜ ବାମ ହାତରେ ଡାହାଣ ହାତ ଦ୍ଵାରା ନିଜ ଇଷ୍ଠ ଦେବତାଙ୍କ ନାମ ଲେଖନ୍ତୁ । ଯଦି ଆପଣ ଶ୍ରୀକୃଷ୍ଣଙ୍କୁ ନିଜ ଇଷ୍ଠ ମାନୁଛନ୍ତି ତେବେ ଶ୍ରୀକୃଷ୍ଣଙ୍କ ନାମ ହାତରେ ଲେଖନ୍ତୁ । ଯଦି ଭଗବାନ ଶିବଙ୍କୁ ନିଜ ଇଷ୍ଠ ଦେବତା ମାନୁଛନ୍ତି ତାହେଲେ ଭଗବାନ ଶିବଙ୍କ ନାମ ନିଜ ହାତରେ ଲେଖନ୍ତୁ । ଏହି ପ୍ରକାରରେ ଆପଣ ଯେଉଁ ଭଗବାନଙ୍କୁ ନିଜ ଇଷ୍ଠ ମାନୁଛନ୍ତି ତାଙ୍କ ନାମ ଲେଖିବେ । ଏମିତି କରିବା ସମୟରେ ଆପଣଙ୍କୁ କେଉଁ ପେନ କିମ୍ବା ପେନ୍ସିଲର ବ୍ୟବହାର କରିବାର ନାହିଁ । ନିଜ ହାତର ଆଙ୍ଗୁଠି ଦ୍ଵାରା ହିଁ କେବଳ ପ୍ରତିକକାରତ୍ମକ ଦ୍ଵାରା ନିଜ ଅନ୍ୟ ହାତରେ ଭଗବାନଙ୍କ ନାମ ଲେଖିବାର ଅଛି । ଏବେ ଆପଣ ଭାବୁଥିବେ ଏହି ଉପାୟ କରିବା ଦ୍ଵାରା କଣ ଲାଭ ହେବ । ଏହାର ପଛରେ କଣ କାରଣ ରହିଛି । ତେବେ ଆସନ୍ତୁ ଏଆହାର ଉତ୍ତର ଜାଣିବା ।

ଶସ୍ତ୍ର ଅନୁସାରେ ଆମେମାନେ ହାତ ରେଖାରୁ ହିଁ ନିଜ ଭାଗ୍ୟକୁ ପାଇଥାଉ । ଏହି ରେଖା ଆମ ଭାଗ୍ୟର ଯୋଗ ହୋଇଥାଏ । ଅପ୍ନା କଣ ପାଇବେ ଆପଣଙ୍କ ଜୀବନ କେମିତି ରହିବ ଏହି ସବୁ ଏହି ରେଖାରେ ଲେଖା ଥାଏ । ସେଥିପାଇଁ ସକାଳୁ ସକାଳୁ ପବିତ୍ର ସମୟରେ ଯଦି ଆପଣ ଭଗବାନଏନଙ୍କ ନାମ ନିଜ ରେଖାରେ ଲେଖିଦେବେ ତେବେ ଆପଣଙ୍କ ଭାଗ୍ୟ ସେହି ପରମେଶ୍ଵରଙ୍କ ସହିତ ଯୋଡି ଯିବ । ଯେବେ ନିଜ ଭଗବାନ ଆପଣଙ୍କ ଭାଗ୍ୟର ଭାଗ ବନି ଯାଇଥିବେ ତେବେ ଆମ ଜୀବନର ଆସୁଥିବା ସବୁ ସଙ୍କଟ ଦୂର ହୋଇଯିବ । ଏହି କାମ କରିବା ସମୟରେ ଆପଣଙ୍କୁ ଈଶ୍ଵରଙ୍କୁ ପ୍ରାଥନା କରିବାକୁ ପଡିବ । ତେବେ ଆପଣଙ୍କ ଦିନ ଭଲରେ କଟିବ ।

Tags: