latest

ନିଜ ଅଫିସ ରେ ଝାଡୁ ମାରନ୍ତି ଆଇଏଏସ୍ ଅଧିକାରୀ

Spread the love

ଆମେ ଆପଣଙ୍କୁ ଏକ ଆଇଏଏସ୍ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଯାଉଛୁ , ଯିଏ ନିଜ କ୍ୟାବିନ୍ ରେ ଝାଡୁ ମାରୁଥିବାର ନଜର ଆସିଥିଲେ , ଓ ଏହା କରିବାପାଇଁ ସେ ଅଫିସ୍ ରେ ୧୦ ମି ପୁର୍ବରୁ ପହଞ୍ଚିଯାଆନ୍ତି ।

ସାକ୍ଷାତ କରନ୍ତୁ ଡାକ୍ତର ଅଜୟ ଶଙ୍କର ପାଣ୍ତେ l ଉତ୍ତର ପ୍ରଦେଶରେ ରହୁଥିବା ଅଜୟ ସବୁଦିନ ନିଜ ଅଫିସ୍ ରେ ୧୦ ମିନିଟ୍ ପୁର୍ବରୁ ଆସି ପହଞ୍ଚିଯାଆନ୍ତି l ଯାହାଦ୍ୱାରା ସେ ନିଜ କ୍ୟାବିନ୍ ର ସଫାସଫି କରିପାରିବେ , ଯେଉଁଥିରେ ଝାଡୁ ମାରିବା ସହ ପୋଛା ମାରିବା ବି ସାମିଲ୍ ଅଛି l ଅଜୟ କହନ୍ତି କି ଏହାର ଆରମ୍ଭ ୧୯୯୩ ରେ ହୋଇଥିଲା l ଯେବେ ସେ ଆଗରାର ଏତ୍ମାଦପୁର ରେ ଏସ୍ ଡିଏମ୍ ଥିଲେ l ତେବେ ସେଠାରେ ସଫାଇ କର୍ମଚାରୀ ହଡତାଲରେ ଚାଲିଯାଇଥିଲେ,  ଏମିତିରେ ଅଜୟ ନିଜେ ଝାଡୁ ହାତରେ ନେଇଥିଲେ, ଓ ସଫାସଫି କରିବାକୁ ଲାଗିଲେ l ଷ୍ଟାର୍ଟିଙ୍ଗ୍ ଯେବେ ତାଙ୍କୁ ସମସ୍ତଙ୍କୁ ଝାଡୁ ପୋଛା କରିବାକୁ କୁହାଗଲା ତେବେ ସମସ୍ତେ ହସିବାକୁ ଲାଗିଲେ l ଏମିତିରେ ସମସ୍ତଙ୍କ ପାଇଁ ସେ ଏକ ଉଦାହରଣ ହୋଇ ସଫାସଫି କାମ ଆରମ୍ଭ କରିଦେଲେ, ଏତେ ବଡ ଅଫିସର ହୋଇ ଝାଡୁ ଲଗାଉଥିବାର ଦେଖି ସମସ୍ତେ କାମ କରିବାକୁ ଲାଗିଲେ l

Tags: