latest

Date: November 21, 2019

Total 20 Posts

ଅଗ୍ନିଶମ ନିର୍ଦ୍ଦେଶାଳୟରେ ଅଦଳବଦଳ

ଅଗ୍ନି ସୁରକ୍ଷା ପ୍ରମାଣପତ୍ର ବା ଫାୟାର ସେଫଟି ସାର୍ଟିଫିକେଟ ଦେବାରେ ଅହେତୁକ ବିଳମ୍ବ ନେଇ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ରାଜ୍ୟ ସରକାର | ଗତକାଲି ଅଗ୍ନିଶମ ନିର୍ଦ୍ଦେଶାଳୟ ଡିଜି ଦାୟିତ୍ବ ସହ ପୁଲିସ ଡିଜି ଥିବା ବିଜୟ ଶର୍ମାଙ୍କୁ ପଦରୁ ହଟାଇବା

ମୁସଲିମ ପ୍ରଫେସରଙ୍କ ପାଇଁ ବିଏଚ୍‌ୟୁରେ ବିବାଦ

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ(ବିଏଚ୍‌ୟୁ)ରେ ସଂସ୍କୃତ ବିଷୟରେ ଶିକ୍ଷାଦାନ ଦେବାକୁ ଜଣେ ମୁସଲିମ ପ୍ରଫେସର ଫିରୋଜ ଖାନଙ୍କୁ ନିଯୁକ୍ତି ଦିଆଯାଇଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହାକୁ ବିରୋଧ କରି ୧୪ ଦିନ ହେଲା ବିଏଚ୍‌ୟୁରେ କିଛି ତଥାକଥିତ ଛାତ୍ର ଗୋଷ୍ଠୀ

ପିଆଜ ୮୦ ଛୁଇଁଲା

ଆଳୁ ଯାହା ଯେମିତି କିଣୁଛନ୍ତି ଲୋକେ। ହେଲେ ପିଆଜକୁ ଆଡ଼ ଆଖିରେ ଚାହୁଁ ନାହାନ୍ତି। କାରଣ ପିଆଜ ଦର ଯେମିତି ବେଲଗାମ୍ ହୋଇ ଦୌଡୁଛି, ଆଉ ସାଧାରଣ ଲୋକଙ୍କ କିଣିବା କବ୍ଜାରେ ନାହିଁ। ଆଶା କରାଯାଉଥିଲା, ଧର୍ମ ମାସ କାର୍ତ୍ତିକ ପରେ

ବିବାହ କରୁଥିବା କନ୍ୟାଙ୍କୁ ସରକାର ଦେବେ ସୁନା

ରାଜ୍ୟରେ ବିବାହ ପଞ୍ଜିକରଣକୁ ଉତ୍ସାହିତ କରିବା ତଥା  ଚାଇଲ୍ଡ ମ୍ୟାରେଜ ପ୍ରଥାର ବିଲୋପ ଲାଗି ଆସାମ ସରକାର ଖୁବ୍ ଶୀଘ୍ର  ରାଜ୍ୟରେ ‘ଅରୁନ୍ଧତୀ ସ୍ୱର୍ଣ୍ଣ ଯୋଜନା’  ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ଝିଅଙ୍କୁ ସରକାର

ସିଆଇଏସଏଫରେ ଭର୍ତ୍ତି ହେବେ ୧.୨ ଲକ୍ଷ ନୂଆ ଯବାନ

କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷା ବଳ ବା ସିଆଇଏସଏଫରେ ଖୁବ ଶୀଘ୍ର ୧.୨ ଲକ୍ଷ ଯବାନଙ୍କୁ ନିଯୁକ୍ତି ମିଳିପାରେ | ଗୃହ ମନ୍ତ୍ରାଳୟ ପକ୍ଷରୁ ସିଆଇଏସଏଫରେ ପ୍ରଥମ ଥର ପାଇଁ ପାଖାପାଖି ୧.୨ ଲକ୍ଷ ସେବା ନିବୃତ୍ତ ଯବାନଙ୍କୁ ପୁଣି ନିଯୁକ୍ତି ଦେବାକୁ

ପାକିସ୍ତାନରେ ଟମାଟୋ କିଲୋ ୪୦୦ ଛୁଇଁଲା

 ପାକିସ୍ତାନରେ ମହଙ୍ଗା ରେକର୍ଡ ଲଗାତାର ଭାଙ୍ଗିବାରେ ଲାଗିଛି | ପାକିସ୍ତାନରେ ଏକ କିଲୋ ଟମାଟୋର ମୂଲ୍ୟ ୪୦୦ ଟଙ୍କାରେ ପହଁଚିଯାଇଛି | ପାକିସ୍ତାନରେ ବଢୁଥିବା ପରିବା ର ଦାମ ଲୋକଙ୍କୁ କନ୍ଦାଇବାରେ ଲାଗିଛି | ସ୍ଥିତି ସମ୍ଭାଳିବାକୁ ପାକିସ୍ତାନ ସରକାର ଇରାନରୁ

ଭଗବାନଙ୍କୁ ଦେଖିଲା ଓ ସାଥିରେ ବସି ରୁଟି ଖାଇଲା 8 ବର୍ଷର ପିଲା

ଛୋଟ ପିଲାମାନେ ନିଜ ମାତା ପିତାଙ୍କ ନିକଟରେ ଖେଳନା  କିମ୍ବା ଖାଇବା ଜିନିଷ ପାଇଁ ଜିଦ୍ କରନ୍ତି । ଯେ କୌଣସି ବାହାନାରେ ସେମାନେ ତାହା ହାସଲ କରନ୍ତି । କିନ୍ତୁ ଏକ 8 ବର୍ଷର ବାଳକ ନିଜ ମାତା- ପିତାଙ୍କ

ବିକ୍ରି ହୋଇଯିବ ଭାରତ ପେଟ୍ରୋଲିୟିମ !

ବିକ୍ରି ହେବ ଭାରତ ପେଟ୍ରୋଲିୟମ । ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍‌ (ବିପିସିଏଲ୍‌)ରେ ଥିବା ସରକାରୀ ଅଂଶଧନ ବିକ୍ରି କରିବା ପ୍ରସ୍ତାବକୁ କ୍ୟାବିନେଟ୍‌ର ନୀତିଗତ ମଞ୍ଜୁରି ମିଳିଛି। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି  ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି

ଟାର୍ଗେଟ ଥିଲା 761 ରନ୍, ଶୂନ ରେ ଆଉଟ୍ ହୋଇଗଲେ ସବୁ ବ୍ୟାଟ୍ସମ୍ୟାନ୍

କ୍ରିକେଟରେ ସବୁବେଳେ ନୂଆନୂଆ ରେକର୍ଡ ସୃଷ୍ଟି ହେଉଛି । ମୁମ୍ବାଇର ସ୍କୁଲରେ ଖେଳାଯାଉଥିବା ସାଧାରଣ ମ୍ୟାଚରେ ଦେଖିବାକୁନ ମିଳିଛି ଅସାଧାରଣ ରେକର୍ଡ। ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଥିବା ଦୁଇଟି ସ୍କୁଲ ମଧ୍ୟରେ ହୋଇଥିବା ହ୍ୟାରିସ ସିଲ୍ଡ ସ୍କୁଲ ଟୁର୍ଣ୍ଣାମେଣ୍ଟର କ୍ରିକେଟ୍‌ ମ୍ୟାଚ

ଜୀବନ ହେଲାଣି ବିଷ, ଭାରତରେ ଗୋଟେ ଘଣ୍ଟାରେ 15 ଜଣ କରୁଛନ୍ତି ଆତ୍ମହତ୍ୟା

ଜୀବନରେ ଯେତେବେଳେ ଦୁଃଖର ମାତ୍ରା ବଢିଯାଏ ଦୁନିଆରୁ ବିଦାୟ ନେବାପାଇଁ ଇଚ୍ଛାହୁଏ । ପାଠ ପଢି ଘରେ ବସିବା କିମ୍ବା ଦରମାରେ ଖୁସି ନହେବା ଦ୍ୱାରା ଭାରତରେ ଅଧିକାଂଶ ଲୋକେ ଆତ୍ମହତ୍ୟାର ବାଟ ବାଛନ୍ତି । ଏକ ରିପୋର୍ଟ ମୁତାବକ ଭାରତରେ 

ଅଣ୍ଡାପାଇଁ ଗ୍ରାହକଙ୍କୁ ପିଟିପିଟି ମାରିଦେଲେ ଦୋକାନୀ

ସାମାନ୍ୟ ଅଣ୍ଡାପାଇଁ ହୋଇଛି ହତ୍ୟାକାଣ୍ଡ। ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ଗୁରୁବାର ସକାଳେ ବାଟିଜଙ୍ଗା ରେଳଧାରଣା ପାଖରୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି।  ମୃତ ଯୁବକ ହେଉଛନ୍ତି ଜାରକା ଗ୍ରାମପଞ୍ଚାୟତର ଜାଲସୁଖା ଗ୍ରାମ ଅନ୍ତର୍ଗତ ଟିକରସାହିର ଗୁନା ବେହେରାଙ୍କ