latest

Date: November 23, 2019

Total 17 Posts

ଭିଡ ନିୟନ୍ତ୍ରଣ ଆଳରେ ମହିଳା ଯାତ୍ରୀଙ୍କୁ ଅସଦାଚରଣର ଭିଡିଓ ଭାଇରାଲ

ପୁରୀ ସିଂହଦ୍ୱାର ସମ୍ମୁଖରେ ମହିଳା ଭକ୍ତଙ୍କୁ ଅସଦାଚରଣ। ଭିଡ଼ ନିୟନ୍ତ୍ରଣ ଆଳରେ କିଛି ମହିଳା ଭକ୍ତଙ୍କୁ ପୁଲିସ୍‌ ଅସଦାଚରଣ କରୁଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ପୁଲିସ୍‌ ଜଣେ ମହିଳାଙ୍କୁ ସର୍ବସମ୍ମୁଖରେ ମାଡ଼ ମାରିବା ସହ ଠେଲି

ଦଳରୁ ତଡାଖାଇଲେ ଅଜିତ ପାୱାର

ଅଜିତ ପାୱାରଙ୍କୁ ଦଳରୁ ବହିଷ୍କୃତ କଲେ ଏନସିପି ମୁଖ୍ୟ ଶରଦ ପାୱାର । ସେହିପରି ବିଧାୟକ ଦଳ ନେତା ପଦରୁ ମଧ୍ୟ ହଟିଛନ୍ତି ସେ। ଏନସିପିର ନିଷ୍ପତ୍ତି ନନେଇ ବିଜେପି ସହ ଅଜିତ ହାତ ମିଳାଇଥିବା କହିଛନ୍ତି ଦଳ ପ୍ରମୁଖ ଶରଦ

350 ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କଲେ ଭାରତୀୟ ସେନା

ଶ୍ରୀନଗର-ଲେହ ଜାତୀୟ ରାଜପଥ ସଂଲଗ୍ନ  ଜୋଜିଲା ଗିରିପଥରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା 350 ଜଣ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ସେନା ଉଦ୍ଧାର କରିଥିବା ପ୍ରତିରକ୍ଷା ମୁଖପାତ୍ର ସୂଚନା ଦେଇଛନ୍ତି। କ୍ରମାଗତ ତୁଷାରପାତ ସତ୍ତ୍ୱେ ସେନା ଯବାନମାନେ ସାରାରାତି ଉଦ୍ଧାର

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୁବିଲି ଉତ୍ସବକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳ ବିଶ୍ୱବିଦ୍ୟାଳୟର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ପ୍ଲାଟିନମ୍‌ ଜୁବିଲି ଉତ୍ସବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ଇ-ଲାଇବ୍ରେରୀର ଉଦ୍‌ଘାଟନ କରିବା ସହ ରୁଷା ଭବନର ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମ 5 ଦିନ

ବଦଳିଲା ରାଜନୈତିକ ସମୀକରଣ, ଭାଙ୍ଗିଲା ଶରଦ ପାଓ୍ୱାରଙ୍କ ଦଳ

ମହାରାଷ୍ଟ୍ର ମହାନାଟକର ଅନ୍ତ ପରେ ବଦଳିଛି ରାଜନୈତିକ ସମୀକରଣ ପରିବର୍ତ୍ତନ ହୋଇଛି। ବିଜେପି ଏବଂ ଏନସିପି ମହାମେଣ୍ଟରେ ରାଜ୍ୟରେ ସରକାର ଗଠନ କରିଛନ୍ତି। ବିଜେପିରୁ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ୍ ଆଜି ଶପଥଗ୍ରହଣ କରିଥିବା ବେଳେ ଏନସିପିରୁ ଅଜିତ ପାୱାର ଶପଥ ଗ୍ରହଣ

ଓବାମାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଲେ ଟ୍ରମ୍ପ

 ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସେ ଓବାମାଙ୍କୁ ଷଡ଼ଯନ୍ତ୍ରକାରୀ ବୋଲି ଅଭିଯୋଗ କରିଛନ୍ତି।  ଟ୍ରମ୍ପ ଅଭିଯୋଗରେ କହିଛନ୍ତି, ଓବାମା 2016 ନିର୍ବାଚନ ପ୍ରଚାର ସମୟରେ ତାଙ୍କର ଅଭିଯାନରେ ଗୁପ୍ତଚର ଭାବେ କାମ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଫଡନବିସ୍

ମହାରାଷ୍ଟ୍ରରେ  ବିଜେପି ପୁଣି ଥରେ ମାଷ୍ଟରଷ୍ଟ୍ରୋକ ମାରିଛି। ଫଳରେ  ରାତାରାତି ରାଜନୈତିକ ସମୀକରଣ ବଦଳିଛି। ପୁଣି ଥରେ ଦେବେନ୍ଦ୍ର ଫଡନବିସ୍ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏବଂ ଏନସିପିର ବରିଷ୍ଠ ନେତା ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ଭଗତ ସିଂହ

ମହାରାଷ୍ଟ୍ରର ସୁନ୍ଦର ଭିବିଷ୍ୟତ କାମନା କଲେ ମୋଦି

ସରକାର ଗଢିବାର ମହାନାଟକରେ ପୂର୍ଣ୍ଣଚ୍ଛେଦ ପଡି ବିଜେପି ବାଜି ମାରିଛି । ସରକାର ଗଢିଛି ଭାରତୀୟ ଜନତା ପାର୍ଟି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେତ୍ସା ଜଣାଇ କହିଛନ୍ତି ମହାରାଷ୍ଟ୍ରର ଉତ୍ତମ ଭବିଷ୍ୟତ ପାଇଁ କାମ କାରିବୁ । Congratulations

ଜଳକା ସାଜିଲା ଶିବସେନା-କଂଗ୍ରେସ, ଫଡ୍‌ନାଭିସ୍‌ ମୁଖ୍ୟମନ୍ତ୍ରୀ, ଅଜିତ୍‌ ପାୱାର୍‌ ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରରେ ଶିବସେନା-ଏନସିପି-କଂଗ୍ରେସ ନେତୃତ୍ୱରେ ସରକାର ଗଢ଼ିବାର ଥିଲା। ଆଜି ରାଜ୍ୟପାଳଙ୍କୁ ଭେଟି ସରକାର ଗଢ଼ିବା ପାଇଁ ପ୍ରସ୍ତାବ ଦେଇଥାନ୍ତେ ତିନି ଦଳ। ଏହା ପୂର୍ବରୁ ସଞ୍ଜୟ ଟୁଇଟ୍ କରି ବିଜେପିକୁ ଟାର୍ଗେଟ କରିଥିଲେ। ବିଜେପିର ନା ନନେଇ କହିଥିଲେ, ‘ସରକାର ଗଢ଼ିବା

ମୁଁ ମଧୁ କହୁଛି…

ଶୁଣି ପାରୁଛନ୍ତି, ମୁଁ ମଧୁ କହୁଛି । ମଧୁ କିଏ…?? ମଧୁ ଏକ ଛେଳି l ସେ ମା ହେବାକୁ ଯାଉଥିଲା l ଗର୍ଭବତୀ ଥିବା ସମୟରେ ସେ ଭଗବାନଙ୍କୁ ପ୍ରତିଦିନ ଆଶିର୍ବାଦ ମାଗୁଥିଲା,ହେ ଭଗବାନ ମୋତେ ଝିଅଟିଏ ଦିଅନ୍ତୁ ।

ବାଇକ୍‍ କିଣିବା ଚକ୍କରରେ ବାପା-ମାଆଙ୍କ ଅସ୍ଥି ବିକିବାକୁ ବାହାରିଥିଲା ପୁଅ

ଦୁନିଆରେ ଏପରି ଲୋକ ଅଛନ୍ତି ଯେଉଁମାନେ ପଇସା ଏବଂ ସଉକ ପାଇଁ ଅତିତଳସ୍ତରକୁ ମଧ୍ୟ ଚାଲିଯାଆନ୍ତି । ଏପରି ଏକ ଘଟଣା ଦକ୍ଷିଣ ଆଫ୍ରିକାରେ ଦେଖିବାକୁମିଳିଛି । ଏଠାକାର ଜଣେ ଯୁବକ ନୂଆ ବାଇକ୍‍ ପାଇବା ଆଶାରେ ମୃତ ବାପା-ମାଆଙ୍କ ହାଡ଼