Date: November 24, 2019

Total 11 Posts

ବିଶ୍ୱନାଥ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ ମାତୃ ସମିଳନୀ

ସୋର ବ୍ଲକ ମହୁ ମୁହାଁ ମହୁମୁହାଁଣ ପଂଚାୟତ ବିଶ୍ୱନାଥ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ରେ ମାତୃ ସମିଳନୀ ପାଳିତ ହୁଈ ଯାଇଛି |ଏହି ଉତ୍ସବରେ ବହୁ ସଂଖ୍ୟାରେ ମା ମାନେ ଯୋଗ ଦେଇଥିଲେ, ବିଦ୍ୟାଳୟ ର ପରିଚାଳନା ନିର୍ଦେଶକ  ଭାସ୍କର ଚନ୍ଦ୍ର ରାଉତ

ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତଦେହ

ଭୁବନେଶ୍ବରର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଇସ୍କନ ମନ୍ଦିରର ଗାଧୁଆ ଘରୁ ମିଳିଲା ମୃତଦେହ । ମୃତକ ଇସ୍କନ ମନ୍ଦିରର ହୋଟେଲରେ ୱେଟର ଭାବେ ଦୀର୍ଘ ୨୦ ବର୍ଷ ଧରି କାମ କରୁଥିଲେ ବୋଲି ସୂଚନା ହସ୍ତଗତ ହୋଇଛି । ତାଙ୍କ

କିନ୍ନରଙ୍କ ଅନ୍ତିମ ସଂସ୍କାର କେବଳ ରାତିରେ କାହିଁକି କରାଯାଇଥାଏ

କିନ୍ନରମାନଙ୍କ ଚାଲି ଚଳଣି ସାଧାରଣ ପୁରୁଷ ଓ ନାରୀମାନଙ୍କଠାରୁ ଭିନ୍ନ ହୋଇଥାଏ। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସେମାନଙ୍କ ପରମ୍ପରା ମଧ୍ୟ କେତେକାଂଶରେ ଅଲଗା ହୋଇଥାଏ। କିନ୍ନରମାନଙ୍କ ଶବଯାତ୍ରା ଦିନବେଳା ହୋଇ ନ ଥାଏ। ମଣିଷଙ୍କ ନଜରରୁ ଲୁଚାଇବା ପାଇଁ ରାତିରେ ଗୋପନରେ

ନିଜର ପରିସ୍ରା ପିଅନ୍ତି ଦୁନିଆର ଏହି 3 ଜଣ ପ୍ରସିଦ୍ଧ କଳାକାର

ମାହାଙ୍ଗା ଚିକିତ୍ସା କରିବା ପାଇଁ ଆମ ଦେଶର ବହୁତ ଗୁଡ଼ାଏ ଲୋକ ଘରୋଇ ଚିକିତ୍ସା କୁ ଆପଣେଇ ଥାନ୍ତି, ଯେଉଁଥିରେ ଜଡିବୁଟି କୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯାଇଥାଏ | କିନ୍ତୁ ଅମା ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେକି

ବିପତ୍ତି ଓ ସମସ୍ୟା ଆସିବାକୁ ଥିଲେ ତୁଳସୀଗଛ ଦେଇଥାଏ ଏମିତି ସଂକେତ

ତୁଳସୀ ଗଛକୁ ମାଆ ଲକ୍ଷ୍ମୀଙ୍କ ରୂପରେ ସମସ୍ତେ ମାନନ୍ତି। ଯେଉଁ ଘର ଅଗଣାରେ ତୁଳସୀ ଗଛ ରହିଥାଏ ସେହି ଘରେ ଯଦି କୌଣସି ପାରିବାରିକ ଓ ଅର୍ଥିକ ସମସ୍ୟା ଦେଖାଦେବାକୁ ଯାଉଥାଏ ତାହେଲେ ତୁଳସୀ ଗଛ କେତେକ ସଂକେତ ଦେଇଥାଏ ।

ଓଟିଇଟି ଫଳ ପ୍ରକାଶନର 2ଦିନ ପରେ ବି ମିଳୁନି ପରିସଂଖ୍ୟାନ

ବ‌ର୍ଷ ଆରମ୍ଭରୁ ଓଟିଇଟିକୁ ନେଇ ଲାଗି ରହିଛି ବିବାଦ। ବର୍ଷ ସରିବାକୁ ବସିଲାଣି, ହେଲେ ସମାଧାନ ସୂତ୍ର ପାଉନାହାନ୍ତି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ। ଏ ପ୍ରକାର ତ୍ରୁଟି ପାଇଁ ବୋର୍ଡର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠୁଛି। ଚଳିତ ମାସ ୨୦

ସ୍ୱିଟ୍ ବ୍ରେଡ୍‌ ଚପ୍

ସାମଗ୍ରୀ: ବ୍ରେଡ୍‌, ବେସନ, କ୍ଷୀର କିମ୍ବା ମିଲ୍କ ପାଉଡର, ପାନମଧୁରୀ, ସ୍ୱାଦ ଅନୁସାରେ ଲୁଣ, ଚିନି ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବ୍ରେଡ୍‌ର କଡ଼ ଗୁଡ଼ିକୁ କାଢ଼ି ବାହାର କରି ଦିଅନ୍ତୁ। ଏବେ ବ୍ରେଡ୍‌ର ମଝି ଅଂଶକୁ ଛୋଟ ଛୋଟ କରି ଦିଅନ୍ତୁ।

ସେଞ୍ଚୁରୀ ମାରିଲା ପିଆଜ

ସେଞ୍ଚୁରୀ ମାରିଲା ପିଆଜ ଦର। ଗଲା କିଛି ଦିନ ଧରି ପିଆଜର ଉତ୍କଟ୍‌ ଅଭାବ ସୃଷ୍ଟି ହୋଇଥିବା ବେଳେ ଆଜି ଦର ରେକର୍ଡ ଭାଙ୍ଗିଛି। ସପ୍ତାହକ ତଳେ ପିଆଜ କିଲୋପ୍ରତି ୫୦ରୁ ୬୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ଶହେ ଟପିଛି।

ବିଜେଡିରେ ମିଶିଲେ ସିକ୍ତା

ବିଜେଡିର ପୂର୍ବତନ ସାଂସଦ ତଥା ଚାଣକ୍ୟ ଦିବଂଗତ ପ୍ୟାରୀମୋହନ ମହାପାତ୍ରଙ୍କ ବଡ଼ ଝିଅ ସିକ୍ତା ପତି ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କୁ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରେ ସ୍ୱାଗତ

ସ୍ୱାଦିଷ୍ଟ ଖାଦ୍ୟ ଖାଇବେ

ମେଷ: ଦିନଟି ଭଲରେ କଟିବ। ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି। ଘରକୁ ଅତିଥି ଆସି ପାରନ୍ତି। ବୃଷ:  ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ମିଥୁନ: ଘରେ ହସଖୁସିର ପରିବେଶ ରହିବ। ବନ୍ଧୁଙ୍କ ସହ ମତାନ୍ତର

ନାରୀ ଗର୍ଭବତୀ ନ ହେବାର କାରଣ ! କଣ କହୁଛି ଗବେଷଣା

ଆମେ ଆପଣଙ୍କୁ କହିବୁ ନାରୀ ଗର୍ଭବତୀ ନ ହେବାର କିଛି କାରଣ । ବିବାହର କିଛି ଦିନ ବିତିଗଲେ ଯଦି ନାରୀ ଗର୍ଭବତୀ ନ ହୁଏ ତେବେ ସମସ୍ତେ ନାରୀର ଡୋସା ହିଁ ଦେଇ ଥାନ୍ତି କି ତାର କୌଣସି ଶାରୀରିକ