Date: November 26, 2019

Total 15 Posts

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଫଡ଼ନାଭିସ୍‌, ଉଦ୍ଧବ ହେବେ ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନାଭିସ। ଆସନ୍ତାକାଲି ସୁପ୍ରିମକୋର୍ଟ ଫଡ଼ନାଭିସ ସରକାରଙ୍କୁ ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ 170 ବିଧାୟକ ନିଜ ପାଖରେ ରଖିଥିବା ନେଇ ଦମ୍ଭୋକ୍ତି କରୁଥିବା ଫଡ଼ନାଭିସ ଅପରାହ୍ଣ ସମୟରେ ସାମ୍ବାଦିକ

ଖାଇଗଲେ ରତ୍ନ ଭଣ୍ଡାର- ସୁର ରାଉତରାୟ

ରତ୍ନଭଣ୍ଡାର ଏବେ ଖୋଲିବନି । ଏହା ଆଜି ବିଧାନସଭାରେ କହିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା ।  ଶେଷଥର ପାଇଁ ଏହା 1985ରେ ଖୋଲାଯାଇଥିଲା, ଏବେ ଏହାକୁ ଖୋଲାଯିବା ନେଇ ସରକାର କୌଣସୀ ଯୋଜନା କରିନଥିବା ମନ୍ତ୍ରୀ ଆଜି କଂଗ୍ରେସ ବିଧାୟକ

ଆର୍ଶୀବାଦ ବେହେରାଙ୍କୁ ଜାମିନ

 ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ଆଜି ଜାମିନ ମିଳିଛି। ହାଇକୋର୍ଟ ଆଶୀର୍ବାଦଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଅର୍ଥତତ୍ଵ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ବନ୍ଦୀଥିଲେ ।  ପୂର୍ବରୁ ଆଶୀର୍ବାଦ ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କୁ

ମହାରାଷ୍ଟ୍ର ମହାନାଟକ- ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅଜିତ ପାଓ୍ବରା

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ୱାର ଆଜି ଉପମୁଖ୍ୟପଦରୁ ଇସ୍ତଫା ଦେଇଥିବା ଜଣାପଡିଛି । ସୁପ୍ରିମକୋର୍ଟ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ଣବିସଙ୍କୁ ବୁଧବାର ସନ୍ଧ୍ୟା 5 ଟା ଭିତରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ସମୟ ନିର୍ଦ୍ଧାରିତ  କରିଥିଲେ ।   ଯେଉଁ ଅଜିତ୍

ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ କେଉଁ 4ଟି ଜିନିଷ ମିଶ୍ରଣ ହୋଇଥାଏ

କୁହାଯାଏ ଦୁର୍ଗାଙ୍କ ମୂର୍ତ୍ତି ନିର୍ମାଣରେ ମୁଖ୍ୟତଃ ୪ଟି ବସ୍ତୁ ବ୍ୟବହାର କରାଯାଇଥାଏ। ଗୋଟିଏ ହେଲା ଗଙ୍ଗା କୂଳର ମାଟି, ଗୋମୟ, ଗୋମୂତ୍ର ଓ ବେଶ୍ୟାଳୟର ମାଟି। ହେଲେ ଏହି ବେଶ୍ୟାଳୟର ମାଟି କାହିଁକି ବ୍ୟବହାର କରାଯାଏ ତାହା ହୁଏତ ଅନେକଙ୍କୁ ଜଣା

ପୁରୁଷଙ୍କ ପାଇଁ ଆସିଗଲା ଗର୍ଭନିରୋଧକ ଇଞ୍ଜେକସନ୍, 13 ବର୍ଷ ପର୍ଯ୍ୟନ୍ତ ଚିନ୍ତାରୁ ମୁକ୍ତି

ଦୁନିଆରେ ପ୍ରଥମ ପୁରୁଷ ଗର୍ଭନିରୋଧକ ଇଞ୍ଜେକସନ ଆସିଗଲା । ଭାରତରେ ଏହା ମଧ୍ୟ କ୍ଲିନିକାଲି ପ୍ରମାଣିତ ହୋଇସାରିଛି। ଆସନ୍ତା 6 ମାସ ମଧ୍ୟରେ ଏହା ସମସ୍ତ ଔଷଧ ଦୋକାନରେ ଉପଲବ୍ଧ ହେବ । ପ୍ରକାଶ ଥାଉକି, ପୃଥିବୀରେ ଭାରତ ଓ ଚୀନ

ଗ୍ୟାସ୍‌ ସମସ୍ୟାରୁ ମୁକ୍ତି ପାଇଁ ଧନିଆର ପତ୍ର

୧.କିଛି ଲୋକଙ୍କର ପାଚନ ପ୍ରକ୍ରିୟାରେ ସମସ୍ୟା ଦେଖା ଯାଇଥାଏ । ଯାହା ଦ୍ୱାରା ଗ୍ୟାସ୍‌ର ସମସ୍ୟା ଦେଖା ଯାଇଥାଏ । ଯଦି ପ୍ରତିଦିନ ଏଭଳି ସମସ୍ୟା ଦେଖା ଦେଉଛି ତେବେ ଖାଇବାରେ ଧନିଆ ପତ୍ରକୁ ସାମିଲ କରନ୍ତୁ । ଧନିଆର ପତ୍ର

କ୍ଷୀର ରାଇସ୍

ସାମଗ୍ରୀ : ୫୦୦ ଗ୍ରାମ ଉଷୁନା ଚାଉଳ, ୧ଲିଟର କ୍ଷୀର ଓ ଆବଶ୍ୟକ ମୁତାବକ ଜଳ । ପ୍ରସ୍ତୁତି: ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇ ନିଅନ୍ତୁ । ଆବଶ୍ୟକ ଜଳ ଦ୍ୱାରା ଭାତକୁ ପ୍ରସ୍ତୁତ କରିନ୍ତୁ । ଭାତ ହେବାକୁ

ଆଜିଠୁ ବ୍ରହ୍ମପୁରରୁ ଗଡ଼ିବନି ବସ୍

ଆଜିଠୁ ବ୍ରହ୍ମପୁର ବସ୍‌ଷ୍ଟାଣ୍ଡରୁ ରାଜ୍ୟର ଅନ୍ୟ ସ୍ଥାନକୁ ଗଡ଼ିବନି ଘରୋଇ ବସ୍। ହଳଦିଆ ପଦର ବସଷ୍ଟାଣ୍ଡରୁ ବସ୍ ଚଳାଚଳ ନେଇ ଘରୋଇ ବସ୍ ମାଲିକ ସଂଘ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ସଂଘ ଏହି

ଶରୀରର ଏହି ଅଙ୍ଗକୁ ଛୁଇଁବା ପୂର୍ବରୁ 10 ଥର ଭାବନ୍ତୁ , ନହେଲେ ପସ୍ତାଇବେ

ଶରୀରର କିଛି ଅଙ୍ଗଅଛି ବହୁତ ସମ୍ବେଦନଶୀଳ ଅଟେ । ଆଉ କିଛି ଅଙ୍ଗ ବହୁତ ଅପରିସ୍କାର । ଯାହାକୁ ଛୁଁଇଲେ ଆମେ ରୋଗରେ ପଡିବା ଥୟ ।  ବହୁତ ଲୋକ ବସିବସି ନିଜ ଆଖି, କାନ, ନାକ ଓ ଶରୀରର ଅନ୍ୟ

ଏହି ଜୁସ୍ ପିଇଲେ ଆପଣଙ୍କ ଧଳା ବାଳ ହୋଇଯିବ କଳା

ଲାଉ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଫାଇଦାଦାୟକ ଅଟେ । ଏହାର ଅଲଗା ନାଁ କାଶୀଫଳ ବୋଲି କୁହାଯାଇଥାଏ । ଏହାର ବ୍ୟବହାର ବହୁତଥର ପରିବାରେ କିମ୍ବା ରାଇତା ବନାଇବାରେ କରାଯାଇଥାଏ । ଆୟୁର୍ବେଦ ସୁଚନା ମୁତାବିକ ଲାଉର ବହୁତ ସାରା