Date: November 27, 2019

Total 19 Posts

ସେଇଟା କେଉଁ ଜିନିଷ ଯାହାର ନାମ ନେଲେ ସେ ଭାଙ୍ଗି ଯାଏ ?

ସବୁ ପରୀକ୍ଷା ମଧ୍ୟରୁ IAS କୁ ସବୁଠୁ କଠିନ  । ଏହାର ଖାସ କାରଣ ଏହି ପାଠରେ ମହାରଥୀ ହେଇକି ଏହାକୁ ହାସିଲ କରିବା । ଯଦି ଆପଣ ଏହାର ଲିଖିତ ପରୀକ୍ଷାରେ ପାସ ହେଇଗଲେ ତେବେ ଲିଖିତ ଠାରୁ କଠିନ

ମନ୍ତ୍ରୀପଦ ବଣ୍ଟାନେଇ ଅସନ୍ତୋଷ ବଢୁଛି, ଆଜି ଉଦ୍ଧବ-ପାଓ୍ଵାର-ଅହମ୍ମଦ ପଟେଲ ଆଲୋଚନା

ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା କାଲି ମୁମ୍ବଇର ଶିବାଜୀ ପାର୍କରେ ଶିବସେନାର ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ଏନସିପିର ଜୟନ୍ତ ପାଟିଲ ଓ କଂଗ୍ରେସର ବାଲାସାହେବ

୨,୩୦୦ ମହିଳାଙ୍କୁ ନିଯୁକ୍ତି ମିଳିବ ଆରପିଏଫ୍‌ରେ

ଟ୍ରେନ୍‌ ଯାତ୍ରା କାଳରେ ଚଳନ୍ତା ଟ୍ରେନ୍‌ରେ ମହିଳା ଯାତ୍ରୀମାନଙ୍କର ସୁରକ୍ଷାକୁ ନିଶ୍ଚିତ କରିବା ଉଦ୍ଦେଶ୍ୟରେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌)ରେ ନୂତନ ଭାବେ ଆଉ ୨,୩୦୦ ମହିଳାଙ୍କୁ ନିଯୁକ୍ତି ଦେବାପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ଯୋଜନା ପ୍ରସ୍ତୁତ ହୋଇଛି। ଏ

ବଜରଙ୍ଗବଲୀ ଙ୍କ କୃପାରୁ 5ଟି ଭାଗ୍ୟଶାଳୀ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ ହେବ ଧନ ପ୍ରାପ୍ତି

 ଯାହାର କୁଣ୍ଡଳୀରେ ବଜରଙ୍ଗବଲୀ ଙ୍କ କୃପାରୁ 60 ବର୍ଷ ପରେ ଧନ ପ୍ରାପ୍ତିର ଯୋଗ ହୋଇଛି । ଏହି ରାଶିକୁ ବଜରଙ୍ଗବଲୀ ଙ୍କ କୃପାରୁ ଧନୀ ହେବାର ବର ମିଳିଛି, ତେବେ ଆସନ୍ତୁ ଜାଣିବା ଏହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ

ଶୀତଋତୁରେ ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ଟ୍ରେନ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ପୂର୍ବତଟ ରେଳପଥ ପରିସୀମା କ୍ଷେତ୍ରର ବିଭିନ୍ନ ରେଳ ସେକ୍ସନରେ ରାତ୍ରି ସମୟ ଠାରୁ ପ୍ରାତଃ କାଳ ସମୟରେ ଘନ କୁହୁଡ଼ିକୁ ସାମ୍ନା କରି ରେଳ ଚଳାଚଳ କରାଇବାକୁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତ ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନ ଅବଲମ୍ବନ

ମୋଦୀଙ୍କ ସହ କଥା ହେଲେ ନବୀନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ନୂତନ ପୁଲିସ ଡିଜି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ଆଇପିଏସ୍‌ ଅଧିକାରୀ ଅଭୟଙ୍କ ଯଥାଶୀଘ୍ର ଯୋଗଦାନ ନେଇ ପ୍ରଧାନମନ୍ତ୍ରୀଙ୍କ ସହ

ପୂର୍ବତନ ନୌସେନା ମୁଖ୍ୟ ସୁଶୀଲ କୁମାରଙ୍କ ଦେହାନ୍ତ

ସ୍ୱଳ୍ପକାଳୀନ ଅସୁସ୍ଥତା ପରେ ବୁଧବାର ସକାଳେ ନୂଆଦିଲ୍ଲୀସ୍ଥିତ ଏକ ସାମରିକ ହସ୍‌ପିଟାଲ୍‌ରେ ପୂର୍ବତନ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ ସୁଶୀଲ କୁମାର ପରଲୋକ ଗମନ କରିଥିବା କଥା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି। ମୃତ୍ୟୁ ବେଳକୁ ପୂର୍ବତନ ନୌସେନା ମୁଖ୍ୟଙ୍କୁ ୭୯ ବର୍ଷ

୩ ଦିନ ଯାଏ ଘନ କୁହୁଡ଼ି

ଆସନ୍ତା ୨୯ ତାରିଖ ଯାଏ ପଶ୍ଚିମ ଓଡ଼ିଶା ବ୍ୟତୀତ ଅନ୍ୟ ସମସ୍ତ ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୨୭ ତାରିଖରେ ଅନୁଗୁଳ, ଢେଙ୍କାନାଳ, ଜଗତସିଂହପୁର,

ବେକ ଯନ୍ତ୍ରଣାର ଘରୋଇ ଉପଚାର

ଚଟାଣ କି˚ବା ଚୌକିରେ ତ୍ରୁଟିପୂର୍ଣ୍ଣ ବସିବା ଭଙ୍ଗୀ, ଦୀର୍ଘସମୟ ଧରି ମୋଟର‌୍‌ସାଇକେଲ ଚାଳନା, କ˚ପ୍ୟୁଟର‌୍‌ ଚାଳନା ବେକ ଯନ୍ତ୍ରଣାର କାରଣ ହୋଇପାରେ। ବେଳେବେଳେ ବେକ ଯନ୍ତ୍ରଣା ହୃଦ୍‌ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। ଗଣ୍ଠି ସମସ୍ୟା ଥିଲେ ବେକ ଫୁଲିବା, ଯନ୍ତ୍ରଣା ଭଳି

ଓଟ୍‌ସ କଟ୍‌ଲେଟ୍‌

ଆବଶ୍ୟକ ସାମଗ୍ରୀ: ରୋଷ୍ଟେଡ୍‌ ଓଟ୍‌ସ, ତେଲ, ପନିର, ଲୁଣ,  ଗ୍ରେଟେଡ୍‌ ଗାଜର, ଗରମ ମସଲା, ସିଝା ଆଳୁ, ଲଙ୍କା ଗୁଣ୍ଡ, ୧ ବଟା ଅଦା, କଞ୍ଚାଲଙ୍କା ବଟା। ପ୍ରଣାଳୀ: ପ୍ରଥମେ ସିଝା ଆଳୁରୁ ଚୋପା ଛଡ଼ାଇ ଚକଟି ଦିଅନ୍ତୁ। ଏକ ବଡ଼

ବଦଳିବ ଦଶମ ଓ ଦ୍ବାଦଶ ଶ୍ରେଣୀ ପ୍ରଶ୍ନପତ୍ରର ଶୈଳୀ

ଛାତ୍ର-ଛାତ୍ରୀମାନଙ୍କର ବିଶ୍ଲେଷଣ କରିବାର କ୍ଷମତା ଓ ସୃଜନଶୀଳତାକୁ ବଢ଼ାଇବା ପାଇଁ ସିବିଏସ୍ଇ ବୋର୍ଡ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। ୨୦୨୩ ପରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଶୈଳୀ ବଦଳିଯିବ। ଏବେ ଯେଉଁ ଶୈଳୀରେ ଛାତ୍ର-ଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି,