Date: November 28, 2019

Total 17 Posts

ପଶ୍ଚିମବଙ୍ଗରେ କ୍ଲିନ୍ ସୁଇପ କଲା ଟିଏମସି, ବିଜେପି ନିରାଶ

ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜେପିକୁ ଟ୍ରେଲର ଦେଖାଇଛି।  3ଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ ନିର୍ବାଚନରେ  ଟିଏମସି କ୍ଲିନ ସୁଇପ କରିଛି।  ଉପ ନିର୍ବାଚନ ହେଉଥିବା 3 ଟି ଆସନ ମଧ୍ୟରୁ ଟିଏମସି ପାଖରେ କେବଳ କରିମପୁର ସିଟ୍‌

ଡିସେମ୍ବର ୧ରୁ ମୋବାଇଲ କଲ ଦର ବଢିବା ନିଶ୍ଚିତ

ମୋବାଇଲ କଲ ତାରିଫର ଫ୍ଲୋର ପ୍ରାଇସ ବା ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣକୁ ନେଇ ଟେଲିକମ ବିଭାଗ ଓ ଟେଲିକମ ନିୟାମକ ଟ୍ରାଇ ମଧ୍ୟରେ କୌଣସି ସହମତି ହୋଇପାରିନାହିଁ । ଏହା ଫଳରେ ଆସନ୍ତା ଡିସେମ୍ବର ୧ରୁ ଦେଶରେ ମୋବାଇଲ କମ ମହଙ୍ଗା

ନୋଟିସ ବିନା ୨୦ଜଣ କର୍ମଚାରୀଙ୍କୁ ଛଟେଇ କଲା ତେଜସ୍‌ ଏକ୍ସ୍‍ପ୍ରେସ୍‌

ଚଳାଚଳ ଆରମ୍ଭ କରିବାର ପ୍ରାୟ ଦୁଇ ମାସ ପରେ ଘରୋଇ ଟ୍ରେନ୍‌ ‘ତେଜସ୍‌ ଏକ୍ସ୍‍ପ୍ରେସ୍‌’ ବୁଧବାର ଦିନ ନୋଟି ନ ଦେଇ ୨୦ ଜଣ କର୍ମଚାରୀଙ୍କୁ ଛଟେଇ କରିଛି। କ୍ୟାବିନ୍‌ କ୍ରୁ, ଆଟେଣ୍ଡାଣ୍ଟ୍‌ଙ୍କ ଓ ଅନ୍ୟମାନଙ୍କ ସମେତ ବିଭିନ୍ନ ସ୍ତରରେ ଛଟେଇ

କୃଷି ଯନ୍ତ୍ରପାତିକୁ ସରକାର ଦେବେ ପୁରସ୍କାର

ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ଉନ୍ନତ ଓ ଅଭିନବ କୃଷି ଯନ୍ତ୍ରପାତି ପ୍ରସ୍ତୁତ କରିଥିବା ଚାଷୀଙ୍କୁ ଏଣିକି ରାଜ୍ୟ ସରକାର ପୁରସ୍କୃତ କରିବେ | ଉଭୟ ଜିଲ୍ଲା ଓ ରାଜ୍ୟସ୍ତରରେ ପ୍ରତିଭାବାନ ଚାଷୀଙ୍କୁ ଏହି ପୁରସ୍କାର ଦିଆଯିବ | ରାଜ୍ୟ ସରକାରଙ୍କ

ନୂଆ ମୋଟର ଯାନ ଆଇନ୍ : ଘୁଞ୍ଚିବ ଡେଡଲାଇନ୍, ବିଧାନସଭାରେ ପ୍ରସଙ୍ଗ ଉଠାଇଲେ ମନ୍ତ୍ରୀ

 ଦୁଇଦିନ ପରେ ଆଉତ୍ରାହି ନାହିଁ । ଏଣିକି ମୋଟା ଅଙ୍କର ଜୋରିମାନା ଆଦାୟ ହେବ। ଏଥିରୁ ମୁକ୍ତି ପାଇବା ପାଇଁ ଆରଟିଓ ଅଫିସରେ ଅସମ୍ଭାଳ ଭିଡ। କିନ୍ତୁ ହୋଇପରୁନି କାଗଜପତ୍ର । ଏପରି ପରିସ୍ଥିତିକୁ ଲକ୍ଷକରି ଆଜି ବିଧାନସଭା ଶୂନ୍ୟକାଳରେ ପ୍ରସଙ୍ଗ

ଗଡସେଙ୍କୁ ଦେଶଭକ୍ତ କହି ଫସିଲେ ପ୍ରଜ୍ଞା, ପ୍ରତିରକ୍ଷା କମିଟିରୁ ଆଉଟ୍, ବୈଠକରେ ବି ବସି ପାରିବେନି

 ଲୋକସଭା ବୈଠକରେ  ନାଥୁରାମ ଗଡ଼ସେଙ୍କୁ ଦେଶ ଭକ୍ତକହି  ବିବାଦରେ ଛନ୍ଦିହୋଇଯାଇଛନ୍ତି  ବିଜେପି ସାଂସଦ ସାଧ୍ଵୀ ପ୍ରଜ୍ଞା ସିଂହ ଠାକୁର। ତାଙ୍କ ବିରୋଧରେ ଦଳ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ରଜ୍ଞାଙ୍କୁ ପ୍ରତିରକ୍ଷା ମାମଲାର ପରାମର୍ଶଦାତା କମିଟିରୁ ହଟାଇ ଦିଆଯାଇଛି। ଏହା ସହିତ ଏବେ

“ଅଳପ ରାତିକୁ ସପନ ବେଶୀ” …

ପ୍ରେମ ଏକ ମିଠା ପାପ ଟେ । ହଉ ପଛେ କଣ୍ଟକିତ ପଥ ଚାଲିବାକୁ ଭଲ ଲାଗେ । ହଜିଯିବାକୁ ଇଚ୍ଛା ସେଇ ସପନରେ । ଯେଉଁ ସପନ ଦେଖୁଦେଖୁ ରାତିପାହିଯାଏ ସିନା ସପନ ସରେନି । ପ୍ରେମରେ ଧୂଆଁଳିଆ ରାସ୍ତାରେ

ବାହାଘରର ପର ରାତିରେ କନ୍ୟା ଜଣକ ସ୍ଵାମୀକୁ କହିଲା ନପୁଂସକ, ପୁଣି ବର ଏହିଭଳି ପ୍ରମାଣିତ

କୁହନ୍ତି କି ବାହାଘର କେବଳ ଦୁଇ ଜଣଙ୍କର ମିଲନ ନୁହେଁ ଏହା ଦୁଇ ପରିବାରମାନଙ୍କ ମଧ୍ୟରେ ବିଶ୍ଵାସର ମିଳନ ବି ଅଟେ । ଆପଣମାନେ ପ୍ରାୟତଃ ଦେଖିଥିବେ କି କେତେକ ବାହାଘର କେବଳ ଏମିତି ହୋଇଥାଏ କି ସେମାନେ ପରସ୍ପରଙ୍କ ଉପରେ

ନୂଆ ମୋଟର ଯାନ ଆଇନ ନେଇ ପୁଣି ମିଳିପାରେ ତିନିମାସ ଆଶ୍ୱସ୍ତି

ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ନେଇ ଗୃହରେ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଲେ । ଡିସେମ୍ବର ପହିଲାରୁ ଏହାକୁ କଡାକଡି କରିବାକୁ ନିଷ୍ପତ୍ତି ହୋଇଛି। ଲୋକମାନେ ନାହିଁ ନଥିବା ସମସ୍ୟା

ରେଡ୍‌ ଓ୍ଵାଇନ୍‌ ପିଇବା ଶରୀର ପାଇଁ କେତେ ଲାଭକାରୀ?

ମଦକୁ ନେଇ ସାରା ବିଶ୍ୱ ଚିନ୍ତିତ। ପ୍ରତିବର୍ଷ ମଦ ପିଇବା କାରଣରୁ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟୁଛି। ତଥାପି ଲୋକେ ଚେତୁନାହାନ୍ତି। ଗତ କିଛି ବର୍ଷ ମଧ୍ୟରେ ରେଡ୍‌ ଓ୍ଵାଇନ୍‌କୁ ନେଇ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟିଛି। ବର୍ତ୍ତମାନ ଲୋକମାନେ ରେଡ୍‌

କଣ୍ଟ ପୂରୁଛି, ଭିଡ ଜମୁଛି, ଆଉ ରହିଲା 2 ଦିନ, ଏବେ କଟିବ ମୋଟା ଅଙ୍କର ଚାଲାଣ

ଆଉ ତ୍ରାହିନାହିଁ । ଏଥର ଜୋରଜବରଦସ୍ତ କଟିବ ଚାଲାଣ । ଡିସେମ୍ବର ପହିଲାରୁ ରାଜ୍ୟରେ ପୁଣି କଡ଼ାକଡ଼ି ହେବ ନୂଆ ଟ୍ରାଫିକ ନିୟମ । ପୁଣି ଥରେ ଆଦାୟ ହେବ ମୋଟା ଅଙ୍କର ତଣ୍ଡ। ତେଣୁ ଛାନିଆ ଗାଡ଼ି ଚାଳକ। ମୋଟା