Date: December 2, 2019

Total 13 Posts

ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଲେ ଅମିତ ଶାହା

View: 614 ଝାରଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ମାଧ୍ୟମରେ ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଦେଇଛନ୍ତି ଅମିତ ଶାହା।  କଂଗ୍ରେସର  55 ବର୍ଷର ଶାସନ ଏବଂ ଏବଂ ଆମର 5 ବର୍ଷର ଶାସନର ହିସାବ ଧରି ମଇଦାନକୁ ଓହ୍ଲାଅ ବୋଲି ଶାହା କହିଛନ୍ତି। 

7ରେ ଓଡଶା ଆସିବେ ରାଷ୍ଟ୍ରପତି

View: 1,063 ଆସନ୍ତା 7 ରେ ଓଡ଼ିଶା ଆସିବେ ରାଷ୍ଟପତି ରାମନାଥ କୋବିନ୍ଦ ।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଓଡ଼ିଶା ଗସ୍ତ ପାଇଁ ପୋଲିସ ବିଭାଗର ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଆଜି ଡିଜିପି ସତ୍ୟଜିତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ବୈଠକ

ବଳାତ୍କାରୀଙ୍କୁ ଲୋକଙ୍କ ହାତରେ ଟେକିଦିଅ – ଜୟା

View: 1,039 ହାଇଦ୍ରାବାଦର ମହିଳା ପଶୁ ଡାକ୍ତରାଣୀଙ୍କ ଗଣବଳାତ୍କାର ଏବଂ ହତ୍ୟା ମାମଲାରେ ଆଜି ସରଗରମ ରହିଛି ସଂସଦ ଭବନ। ଏହି ମାମଲାରେ ରାଜ୍ୟସଭାରେ 2 ଜଣ ସାଂସଦ କଡା ଟିପ୍ପଣୀ ରଖିଛନ୍ତି। ଏପରିକି ଏସପି ସାଂସଦ ଜୟା ବଚ୍ଚନ ଦୋଷୀଙ୍କୁ

କଂଗ୍ରେସର ପିଆଜ ରାଜନୀତି, କିଲୋ 40 ଟଙ୍କାରେ ବିକିଲା

View: 388 ରାଜ୍ୟରେ ପିଆଜ ଦର ଏବେ ଆକାଶ ଛୁଆଁ। ଏହାକୁ ନେଇ ଭୁବନେଶ୍ଵର ଜିଲ୍ଲା କଂଗ୍ରେସ ଅଭିନବ ଉପାୟରେ ପ୍ରତିବାଦ କରୁଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ଅଢେଇଶ ଗ୍ରାମ ପିଆଜକୁ 10 ଟଙ୍କାରେ ବିକ୍ରି କରୁଛି।  ପିଆଜର ଚଡା ଦରକୁ

କୁଆଡେ ଗଲେ ମନ୍ଦିର, ମସଜିଦ ବାଲା- ପ୍ରିୟଙ୍କାକୁ ନ୍ୟାୟ ଦେବେ ତ ?

View: 1,043 ମରିଗଲାଣି ମଣିଷ ପଣିଆ କିନ୍ତୁ ମଣିଷ ବଞ୍ଚିଛି । ମରି ଗଲେଣି କେତେ ନାରୀ ହେଲେ ନାରୀର ଦେହକୁ ଝୁଣିଝୁଣି ଖାଉଥିବା ସେଇ ରାକ୍ଷସ ବଞ୍ଚିଛନ୍ତି । ପ୍ରତିଦିନ ଦ୍ରୌପଦୀକୁ ନିବସ୍ତ୍ର କରାଯାଉଛି ,କିନ୍ତୁ  ଦୁଃଶାସନ ଆଜି ବଞ୍ଚିଛି

ପ୍ରିୟଙ୍କା ଙ୍କ ପାଇଁ ନିର୍ଭୟାଙ୍କ ମା କହିଲେ ଏମିତି

View: 625 ହାଇଦ୍ରାବଦର ପ୍ରିୟଙ୍କାଙ୍କ ପାଇଁ ସାରା ଭାରତ ଦୁଃଖ ପ୍ରକାଶ କରୁଛି। ସେହିପରି ନିର୍ଭୟା ଗଣବଳାତ୍କାର ମାମଲାରେ ଦିଲ୍ଲୀ ସରକାର ଦୋଷୀଙ୍କ ଦୟା ଯାଚିକା ଖାରଜ କରିବା ପାଇଁ ସୁପାରିଶ କରିଛନ୍ତି। କେଜରିୱାଲ ସରକାରଙ୍କ ଏହି ସୁପାରିଶ ପରେ ନିର୍ଭୟା

ତାମିଲନାଡୁରେ ପ୍ରବଳ ବର୍ଷା, 15 ମୃତ, ସ୍କୁଲ କଲେଜ ଛୁଟି

View: 659 ତାମିଲନାଡୁ ଓ ପଣ୍ଡିଚେରୀରେ ପ୍ରବଳ ବର୍ଷା ହୋଇଛି। ତାମିଲନାଡୁରେ ପ୍ରବଳ ବର୍ଷା ଯୋଗୁଁ 15 ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍କୁଲ କଲେଜ ସବୁ ବନ୍ଦ ରହିଛି । ସ୍ଥାନୀୟ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏନ ପୁଭିରାଶନ କହିଛନ୍ତି,

ବିଶ୍ୱର କେଉଁଦେଶରେ ଲୋକେ ଖାଆନ୍ତି ସବୁଠୁ ଅଧିକ ଓ କମ୍ ଚିନି

View: 216 ମେଡିକାଲ ଜର୍ଣ୍ଣାଲ ‘ଲେସେଣ୍ଟ’ରେ ଗ୍ଲୋବାଲ ବର୍ଡନ ଅଫ ଡିଜିଜ୍-୨୦୧୯ ଏକ ଅଧ୍ୟାୟନ ପ୍ରକାଶିତ ହୋଇଛି। ମେଡିକାଲ ଜର୍ଣ୍ଣାଲରେ  ପ୍ରକାଶିତ ରିପୋର୍ଟକୁ ଏବେ ଇସ୍ରାଏଲ ମିଡିଆ ଉଚ୍ଚ ପ୍ରଶଂସା କରୁଛି।  ବିଶ୍ୱର ୧୯୫ଟି ଦେଶକୁ ଏହି ସ୍ୱାସ୍ଥ୍ୟ ଅନୁଧ୍ୟାନରେ ସାମିଲ

ଶକ୍ତିବର୍ଦ୍ଧକ ଔଷଧର କାମ ଦେଇଥାଏ ଏହି ଫଳ

View: 219 ବର୍ତ୍ତମାନ ସମୟରେ ଲୋକେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ଯାହା ଫଳରେ ତାଙ୍କ ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏହା ଫଳରେ ଶରୀରରେ ଦୁର୍ବଳତା ସମସ୍ୟା ମଧ୍ୟ ଦେଖା ଦେଲାଣି। ଆଜି ଆମେ

ପୁଅ ବାହାଘରରେ ୯୦ ଲକ୍ଷଟଙ୍କା ଉଡାଇଲେ ପରିବାର ବର୍ଗ

View: 689 ଗୁଜୁରାଟ ଜାମ୍‍ନଗରରେ ହୋଇଥିବା ଏକ ବାହାଘର ଏବେ ବେଶ୍‍ ଚର୍ଚ୍ଚାର କେନ୍ଦ୍ରବିନ୍ଦୁପାଲଟିଛି । କାରଣ ପୁଅ ବାହାଘରରେ ପରିବାର ବର୍ଗ ଏକ ଲକ୍ଷ ନୁହେଁ କି ଦୁଇ ଲକ୍ଷନୁହେଁ ବରଂ ୯୦ ଲକ୍ଷ ଟଙ୍କା ଉଡାଇଛନ୍ତି । ଏହି

ଆଜିଠୁ ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହ

View: 149 ସୋମବାରଠାରୁ ଆରମ୍ଭ ହେଉଛି ମାଓବାଦୀଙ୍କ ପିଏଲଜିଏ ସପ୍ତାହ। ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଏହି ସପ୍ତାହ ପାଳନ କରିବାକୁ ନକ୍ସଲ ଆହ୍ବାନ ଦେଇଛନ୍ତି। ଏଥିପାଇଁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପୋଷ୍ଟର ତଥା ବ୍ୟାନର ମାରି ପିଏଲଜିଏ ସପ୍ତାହ