Date: December 3, 2019

Total 11 Posts

ଦୁଷ୍କର୍ମକାରୀଙ୍କୁ କେଉଁ ଦେଶର କେଉଁ ଦଣ୍ଡ…

ଦିନ ଦ୍ବିପହରେ ନାବାଳିକା, ଯୁବତୀ ଏବଂ ମହିଳାମାନେ ଦୁଷ୍କର୍ମ ଆଉ ଗଣଦୁଷ୍କର୍ମର ଶିକାର ହେଉଛନ୍ତି। ପୀଡିତାଙ୍କୁ ନ୍ୟାୟ ଦେବାରେ ସରକାର ଓ ପ୍ରଶାସନ ବିଫଳ ହେଉଛନ୍ତି। ବିଗତ ଦିନରେ ଏଭଳି ବହୁ  ଉଦାହରଣ ରହିଛି। କିନ୍ତୁ ନିକଟରେ ମହିଳା ଡାକ୍ତର ପ୍ରିୟଙ୍କା

ମଧୁ ଆପ୍’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସ୍କୁଲ ଛାତ୍ରଛାତ୍ରୀଙ୍କ ଲାଗି ଶୁଭାରମ୍ଭ ହେଲା ‘ମଧୁ’ ଆପ୍ । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମରେ ଆରମ୍ଭ ହୋଇଛି ‘ମଧୁ’ ଆପ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମଧୁ ଆପକୁ ଶୁଭାରମ୍ଭ କରିଛନ୍ତି । ଛାତ୍ରଛାତ୍ରୀମାନେ ‘ମଧୁ ଆପ’କୁ

ଝିଅଙ୍କୁ ପାଗଳ କରି ଦେଇଥାଏ ପୁଅଙ୍କ ଏହି ୫ଟି ଅଜବ ଗୁଣ

ପୁଅଙ୍କ କିଛି ଗୁଣ ରହିଛି, ଯାହାକୁ ଝିଅମାନେ ବହୁତ ପସନ୍ଦ କରିଥାଏ । ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ । ପୁଅଙ୍କ ବହୁତ ଅଜବ ଗୁଣକୁ ଝିଅମାନେ ବହୁତ ପସନ୍ଦ କରିଥାଏ । ଏହି କଥାକୁ ନେଇ ସମସ୍ତ

ଖଣି ନିଲାମ ବାତିଲ୍

ରାଜ୍ୟ ସରକାର ଡାକିଥିବା ଖଣି ନିଲାମ ଟେଣ୍ଡରକୁ ଅଚାନକ ବାତିଲ୍ କରିଦେଇଛନ୍ତି। ଏସବୁ ଖଣିର ସାନି ନିଲାମ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ନୂଆ ନିଲାମ ପ୍ରକ୍ରିୟାରେ ଆଉ କିଛି ଅତିରିକ୍ତ ସର୍ତ୍ତାବଳୀ ଯୋଡ଼ିବାକୁ ସରକାର ଇତିମଧ୍ୟରେ ଖଣି ନିର୍ଦ୍ଦେଶକଙ୍କୁ

ଗର୍ଭାବସ୍ଥାର ସେକ୍ସ କରିବା ଉଚିତ୍ କି ? ଯଦି ହଁ ତେବେ କେତେମାସ ଯାଏ କରିବା ଉଚିତ୍

ବୈବାହିକ ଜୀବନରେ ସୁଖ ଦୁଃଖ, ପ୍ରମ, ଝଗଡା ଏସବୁ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱଭଳି । ପତି ପତ୍ନୀ ପାଖରେ ଥିଲେ କିଛି ନା କିଛି ବାହାନାରେ ଝଗଡା ହୁଏ । ଏହି ଝଗଡା ସେମାନଙ୍କ ଭଲପାଇବାକୁ ଆହୁରି ମଜଭୁତ କରେ

ଏଣିକି ପିଲା ଯିବେନି ଟ୍ୟୁସନ, ଆପ୍ ମାଧ୍ୟମରେ ପାଠ ପଢିବେ

ଶିକ୍ଷାର ଉନ୍ନତି ପାଇଁ  କେନ୍ଦ୍ର ଠାରୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ପିଲାଙ୍କୁ ସ୍କୁଲ ଆସିବାକୁ ଆକୃଷ୍ଟ କରିବାଠୁ ଆରମ୍ଭ କରି କିଭଳି ପିଲାମାନଙ୍କର ପାସ୍ ହାର ବୃଦ୍ଧି ପାଇବ ସେ ଦିଗରେ ମଧ୍ୟ ପଦକ୍ଷେପ ନେଉଛନ୍ତି ରାଜ୍ୟ

ଘରେ ଶୋଇଥିଲେ ଜଳିଗଲେ

ବାଲେଶ୍ୱର ଜିଲ୍ଲା ସଦର ଥାନା ଅଞ୍ଚଳରେ ଗତକାଲି ଜଣେଲୋକ ନିଜ ଘରେ ଶୋଇଥିବା ବେଳେ ନିଆଁରେ ଜଳିଯାଇଛନ୍ତି। ସୂଚନା ଅନୁଯାୟୀ ବାଲେଶ୍ବର ସଦର ଥାନାର ପାରିକୁଦ ଗାଁର ଶୁକ ଭାରତୀ(45) ଗତ କିଛି ବର୍ଷ ହେବ ସୁନ୍ଦରୀ ଗାଁରେ ଘର କରି

ବିକ୍ରମ ଲ୍ୟାଣ୍ଡର ଠାବକଲା ନାସା

 ଚନ୍ଦ୍ରଯାନ-୨ ବିକ୍ରମ ଲ୍ୟାଣ୍ଡରକୁ ଆମେରିକୀୟ ଅନ୍ତରୀକ୍ଷ ସଂସ୍ଥା ନାସା ଖୋଜି ବାହାର କରିଛି । ନାସା ଆଜି ସକାଳେ ଲୁନାର ରିକନ୍ସେନ୍ସ ଅର୍ବିଟରରୁ ଏକ ଫଟୋ ଉତ୍ତୋଳନ କରିଛି। ଯେଉଁ ଫଟୋରେ ଲ୍ୟାଣ୍ଡର ବିକ୍ରମ ପ୍ରଭାବିତ ସ୍ଥାନ ଦେଖାଯାଉଛି । ବିକ୍ରମର

ଶ୍ରୀମନ୍ଦିର ପାଇଁ ଜମି ପ୍ରଦାନକାରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ

ଶ୍ରୀମନ୍ଦିର ସୁରକ୍ଷାକୁ ପାଇଁ ରାଜ୍ୟ ସରକାର ଶ୍ରୀମନ୍ଦିରର 75 ମିଟର ପରିଧିକୁ ଖାଲି କରୁଛନ୍ତି । ଯାହାକୁ ନେଇ ଅନେକ ବାଦ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ।  ବିବାଦ ସତ୍ତ୍ୱେ  ଶ୍ରୀମନ୍ଦିର ପାଇଁ 40 ଦିନରେ 75 ଘରୋଇ ଜମି

ଜଣେ ବିଡିଓ ଏବଂ ଦୁଇ ଜଣ ସରପଞ୍ଚ ନିଲମ୍ବିତ

ଜଣେ ବିଡିଓ ଏବଂ ଦୁଇ ଜଣ ସରପଂଚଙ୍କୁ ରାଜ୍ୟ ସରକାର ଆଜି ନିଲମ୍ବନ କରିଛନ୍ତି । ଏ ନେଇ ଗଣ ମାଧ୍ୟମକୁ ସୂଚନା ଦେଇ ପଞ୍ଚାୟତିିରାଜ , ପାନୀୟଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ସେ 

ଧାର୍ମିକ କାର୍ଯ୍ୟରେ ଖର୍ଚ୍ଚାନ୍ତ ହୋଇପାରନ୍ତି

ମେଷ: ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ। ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରିପାରନ୍ତି। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ବୃଷ: ଦିନଟି ଭଲରେ କଟିବ। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ମିଥୁନ: ଅଟକି