latest

Date: December 4, 2019

Total 14 Posts

ମନ୍ତ୍ରୀଙ୍କ ଇସ୍ତଫା ଦାବି, ଘର ଉପରକୁ ଟମାଟୋ ମାଡ

ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ  ଛାତ୍ର କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇ ବିରୋଧ କରିବା ସହ ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼ କରିଛି । ଏହାସହ ଗୃହରାଜ୍ୟ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦାବି କରିଛି ଯୁବ କଂଗ୍ରେସ । ଆଜି

ଏସସି ଓ ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ‘ସୁବିଦ୍ୟା’ ଯୋଜନାର ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ

ଏସସି, ଏସଟି ଛାତ୍ରଛାତ୍ରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁବିଦ୍ୟା ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ହଷ୍ଟେଲର ଉନ୍ନତି ଯଥା, ଶୌଚାଳୟ, ପାନୀୟ ଜଳର ବ୍ୟବସ୍ଥା, ରୋଷେଇ ଘର, ଡାଇନିଂ ଟେବୁଲ, ସୁରକ୍ଷିତ ନିବାସ 

ଭୋର 3.30ରେ ଲିଙ୍ଗରାଜମନ୍ଦିର ପରିଦର୍ଶନ କଲେ 5-T ସଚିବ

ବୁଧବାର ଭୋର 3.30ରେ 5ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଲିଙ୍ଗରାଜ ମନ୍ଦିରକୁ ଅଚାନକ ପରିଦର୍ଶନ କରିଥିଲେ ।  ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାରର ବିକାଶମୂଳକ କାର୍ଯ୍ୟ ନେଇ ତଦାରଖ କରିଥିଲେ । ମନ୍ଦିରର ଚାରିପାଖ ବୁଲି ଦେଖିବା ସହ

ନାରୀ ଆଖିରେ ନିଆଁ : ନୁାରୀ ସୁରକ୍ଷା ଦାବିକରି ନବୀନ ନିବାସ ଘେରାଉ କଲା ବିଜେପି ମହିଳା ମୋର୍ଚ୍ଚା

 ନାରୀ ସୁରକ୍ଷା ନେଇ ସାରା ଦେଶରେ ପ୍ରତିବାଦ ତେଜିବାରେ ଲାଗିଛି । ଦୋଷୀକୁ ଦଣ୍ଡ ମିଳିବାରେ ବିଳମ୍ବ ହେବାରୁ ରାଜନୀତି ସହ ସାଧାରଣ ଲୋକେ ମଧ୍ୟ ସ୍ୱର ଉଟାଉଛନ୍ତି । ଏହି ଅବସରରେ ବିଜେପି ମହିଳା ମୋର୍ଚ୍ଚା  ନବୀନ ନିବାସ ଘେରାଉ

ସିଏମ ହେବତ ଏମିତି, ହାଇଦ୍ରାବାଦ ଘଟଣାପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କହିଲେ ଏମିତି କଥା, ସମସ୍ତେ କହୁଛନ୍ତି ବାହାଃ ବାହାଃ

ହାଇଦ୍ରାବାଦ ମହିଳା ଡାକ୍ଟରଙ୍କୁ ଗଣଦୁଷ୍କର୍ମ ଓ ହତ୍ୟାପରେ ସାରା ଦେଶରେ ଏହାକୁ ନିନ୍ଦା କରାଯାଉଛି।  ଦେଶର କାନୁନ ବ୍ୟବସ୍ଥାକୁ ନେଇ  କେଉଁଠି କ୍ୟାଣ୍ଡଲ ଶୋଭାଯାତ୍ରା ହେଉଛି ତେ କେଉଁଠି ବୟାନବାଜି ଲାଗିରହିଛି । ଏହି ଘଟଣାପରେ ସାରା ଦେଶରେ କାନୁନ ଓ

ଜେଲରୁ ମୁକୁଳିବେ ଦୁର୍ନୀତିଗ୍ରସ୍ଥ ନେତା ପି. ଚିଦାମ୍ୱରମ୍, ସୁପ୍ରିମକୋର୍ଟ ଦେଲେ ଜାମିନ୍

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ୱରମ ଜେଲରୁ ମୁକୁଳିବେ । ସୁପ୍ରିମକୋର୍ଟରୁ ତାଙ୍କୁ ଜାମିନ ମିଳିଛି।  ଜାମିନ ଦେବା ବେଳେ ସର୍ବୋଚ୍ଚ କୋର୍ଟ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ସାକ୍ଷୀମାନଙ୍କୁ ପ୍ରଭାବିତ

ଜାଣନ୍ତୁ କେଉଁ ଦେବାଦେବୀଙ୍କୁ କେଉଁ ଭୋଗ ଚଢ଼ାଇଲେ ଜଲଦି ହୁଅନ୍ତି ପ୍ରସନ୍ନ

ଭକ୍ତମାନେ ନିଜ ଇଷ୍ଟ ଦେବାତାଙ୍କୁ ପୂଜା କରନ୍ତି ଏବଂ ପ୍ରସାଦ ଭୋଗ ଚଢାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କେଉଁ ଦେବାଦେବୀଙ୍କୁ କେଉଁ ପ୍ରକାର ପ୍ରସାଦ ଭୋଗ ଲଗାଇବା ଉଚିତ ଯେଉଁଥିରେ ସେମାନେ ପ୍ରସନ୍ନ ହୋଇଥାନ୍ତି । ଯେଉଁଭଳି ସବୁ

ରାଇସ୍‌ ପକୋଡି

ଆବଶ୍ୟକ ସମାଗ୍ରୀ:  ବଳକା ଭାତ ଦୁଇ କପ୍‌ – ୨ କପ୍‌, ଲୁଣ – ସ୍ୱାଦାନୁସାରେ (ଅଧା ଛୋଟ କପ୍‌), କଞ୍ଚା ଲଙ୍କା – ୨ଟି ଛୋଟୂ କଟା ହୋଇଥିବା, ଅଦା – ଛୋଟ ଖଣ୍ଡ ଆମଚୁର ପାଉଠର – ୧/୪ ଛୋଟ

ଜାଣନ୍ତିକି ଡରିବା କ୍ଷଣି ଆମ ଶରୀର କାହିଁକି ଥଣ୍ଡା ପଡିଥାଏ

କୌଣସି ଏକ ଭୟଙ୍କର ଦୃଶ୍ୟ କିମ୍ବା ଭୟଙ୍କର ଘଟଣା ଦେଖିଲେ ଆମେ ସାଧାରଣତଃ ଡରିଯାଇଥାଉ । ହଟାତ ଡରିବା ଦ୍ୱାରା ଆମ ଶରୀରରେ ଏକ ପ୍ରକାର ଶିହରଣ ସୃଷ୍ଟି ହେବା ସହ ଶରୀର ଥଣ୍ଡା ମଧ୍ୟ ପଡ଼ିଯାଏ । ଏହା ସହ

ସୁଦାନ ଚୀନାମାଟି କାରଖାନାରେ ଅଗ୍ନିକାଣ୍ଡ, ୨୩ ମୃତ

ମଙ୍ଗଳବାର ଦିନ ସୁଦାନର ରାଜଧାନୀ ଖାର୍‌ତୌମ୍‌ ଠାରେ ଥିବା ଗୋଟାଏ ଚୀନାମାଟି କାରଖାନାରେ (ସେରାମିକ୍‌ ଫ୍ୟାକ୍‌ଟ୍ରି) ଅନ୍‌ଲୋଡ୍‌ କରାଯାଉଥିବା ବେଳେ ଗ୍ୟାସ୍‌ ଟ୍ୟାଙ୍କର୍‌ଟାଏ ବିସ୍ଫୋରିତ ହୋଇ ନିଆଁ ଲାଗିଯିବାରୁ ୨୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୧୩୦ରୁ ଅଧିକ ବ୍ୟକ୍ତି

ତୁଷାର ସ୍ଖଳନ ଯୋଗୁଁ ତିନି ଯବାନ ନିଖୋଜ, ତଲାସ ଓ ଉଦ୍ଧାର କାର୍ଯ୍ୟ ଜାରି

ଜମ୍ମୁ ଓ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାସ୍ଥିତ ସେନା ପୋଷ୍ଟ୍‍ ଉପରେ ତୁଷାର ସ୍ଖଳନ ଘଟିବାରୁ ଭାରତୀୟ ସେନାବାହିନୀର ଅନ୍ୟୂନ ତିନି ଜଣ ଯବାନ ନିଖୋଜ ହୋଇଯାଇଥିବା କଥା ସେନାବାହିନୀ ସୂତ୍ରରୁ ପ୍ରକାଶ। ଡିସେମ୍ବର ୩ ତାରିଖ ରାତି ପ୍ରାୟ ୨ଟା ବେଳେ