latest

Date: December 5, 2019

Total 18 Posts

ଶୀତ ଦିନରେ ମାତ୍ର 5 ମିନିଟ କରନ୍ତୁ ଏପରି ଶରୀର ରହିବ ସତେଜ

କଥାରେ ଅଛି ଧନସମ୍ପତ୍ତି ଠାରୁ ଅଧିକ ମୂଲ୍ୟବାନ ସ୍ୱାସ୍ଥ୍ୟ। ଶରୀର ସୁସ୍ଥ ଥିଲେ ଦୁନିଆର ସବୁ ଭଲଲାଗେ । ବର୍ତ୍ତମାନ ସୁନ୍ଦର ଚେହେରା ପାଇଁ  ଯୁବକ ଯୁବତୀ ମାନଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗୀତା ଦେଖାଦେଇଛି । କେହି ସକାଳେ ସୂର୍ଯ୍ୟ

+୩ ପରୀକ୍ଷା ଘୁଞ୍ଚାଇବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଫିସ ଘେରାଉ କଲେ ଛାତ୍ରଛାତ୍ରୀ

 +୩ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ପାଇଁ  ଉତ୍କଳ ବିଶ୍ବବିଦ୍ୟାଳୟକୁ ଆସି କୁଳପତିଙ୍କ ଅଫିସ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ। ବିଶ୍ବବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜରୁ ଛାତ୍ର-ଛାତ୍ରୀମ‌ାନେ ଆସି ଆଜି ଦିନ ୧୨ଟାରେ ପ୍ରଥମେ ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ପରେ  କୁଳପତିଙ୍କ ଅଫିସ ଘେରାଉ

ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ଘଟଣା: ନୀଳଗିରି ମହିଳା କଲେଜ ଛାତ୍ରୀଙ୍କ ପ୍ରତିବାଦ- ଛାତ୍ରୀ କଣ କହୁଛନ୍ତି, ଦେଖନ୍ତୁ ଭିଡିଓ

ହାଇଦ୍ରାବାଦରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘାଟଣାକୁ ସାରା ଦେଶରେ ନିନ୍ଦା  କରାଯାଉଥିବା ବେଳେ ନୀଳଗିରି ମହିଳା କଲେଜ ଛାତ୍ରୀମାନେ ମଧ୍ୟ ପ୍ରତିବାଦର ସ୍ୱର ଉଠାଇଛନ୍ତି । ମୁହଁରେ କଳାପଟି ବାନ୍ଧି ଦୋଷୀଙ୍କୁ ଉଚିତ୍ ଦଣ୍ଡପାଇଁ  ନିରବ ଶୋଭାଯାତ୍ରା

ପ୍ରଥାର ନାମରେ ବଳିପଡିଲେ 30 ହଜାର ପଶୁ

ଏ ପୃଥୀରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି । କିନ୍ତୁ ମଣିଷ ନିଜ ସ୍ୱାର୍ଥ ପାଇଁ ଏସବୁ ଭୁଲି ଯାଉଛି । ଆଉ ଦୁର୍ବଳ ଉପରେ ସବୁବେଳେ ଅତ୍ୟାଚାର କରୁଛନ୍ତି । ଖାଦ୍ୟ ଭାବରେ ହେଉ କିମ୍ବା ପ୍ରଥା ପାଇଁ ହେଉ

କେନ୍ଦ୍ର ରାଜ୍ୟ କୋଳାକୋଳି, ମିଶିଲା କାଳିଆ ଓ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା

କେନ୍ଦ୍ରସହ ରାଜ୍ୟସରକାରଙ୍କ ହେଲା ଡିଲ୍ । କେନ୍ଦ୍ର ସହ ହାତ ମିଳାଇଲେ ରାଜ୍ୟ ସରକାର । ଏବେ  ପ୍ରଧାନମନ୍ତ୍ରୀ କିଷାନ୍ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମିଶିଯାଇଛି । ଆସନ୍ତା ଆର୍ଥିକ ବର୍ଷରୁ ଏହା ଲାଗୁ ହେବ  । ଏନେଇ

ଧର୍ମ ଗ୍ରନ୍ଥ ଅନୁସାରେ ଏହି ସବୁ ସ୍ଥାନରେ କରନ୍ତୁ ନାହିଁ ସେକ୍ସ, ନହେଲେ ଦରିଦ୍ରତା ପାଖ ଛାଡିବନି

ଧର୍ମ ଗ୍ରନ୍ଥରେ ଥିବା କିଛି ଏପରି ନିୟମ ବିଷୟରେ କହିବୁ ତାହା ଶାରୀରିକ ସଂପର୍କକୁ ନେଇ ଜଡିତ ।ଗ୍ରନ୍ଥରେ ଏପରି ୮ ଟି ଜାଗା ବିଷୟରେ କୁହାଯାଇଛି ଯାହା ପାଖା ପାଖି ଶାରୀରିକ ସମ୍ପର୍କ ବନାଇବା ବହୁତ ଅଶୁଭ ହୋଇଥାଏ ।

ହାଇଦ୍ରାବାଦ ପରେ ଉତ୍ତରପ୍ରଦେଶେରେ ଯୁବତୀଙ୍କୁ ଗଣଦୁଷ୍କର୍ମ କରି ପୋଡିଦେଲେ

ଉତ୍ତରପ୍ରଦେଶର ଉନ୍ନାଓ ଜିଲ୍ଲାରେ ପୁଣି ଘଟିଛି ହାଇଦ୍ରାବାଦ ଭଳି ଘଟଣା। ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ତାଙ୍କୁ ପେଟ୍ରୋଲ ଢାଳି ନିଆଁ  ଲଗାଇ ଦିଆଯାଇଥିଲା । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଲକ୍ଷ୍ନୌ ଟ୍ରୋମା ସେଣ୍ଟରରେ ଭର୍ତ୍ତି କରାଯାଇଛି । ଗାଁ ନିକଟସ୍ଥ

ଶୋଇବା ପୂର୍ବରୁ ପିଅନ୍ତୁ ଏହି ଜୁସ୍‌, ମୋଟାପଣ ହୋଇଯିବ ଛୁମନ୍ତର

ମୋଟାପଣ ହ୍ରାସ କରିବା ପାଇଁ ଆପଣ ଅନେକ ଉପାୟ ଆପଣାଇ ଥାଆନ୍ତି। ଡାଇଟିଙ୍ଗ୍‌ରୁ ଆରମ୍ଭ କରି ବ୍ୟାୟାମ ପଯ୍ୟର୍ନ୍ତ ଏବଂ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ଯଦି ମୋଟାପଣ ହ୍ରାସ ହେଉନି, ତା’ହେଲେ ଏବେ ଆପଣାନ୍ତୁ ଏହି ସହଜ ଉପାୟ।

ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ପଦ୍ମ ଫୁଲ, ପୂରଣ ହେବ ସନ୍ତାନପ୍ରାପ୍ତି ଅଭିଳାଷା

ପଦ୍ମ ଫୁଲ ଦେଖିବାକୁ ବହୁତ ସୁନ୍ଦର। ସାଧାରଣତଃ ଆମେ ଏହାକୁ ଗୁରୁବାର ଦିନ ଲକ୍ଷ୍ମୀ ପୂଜା ପାଇଁ ବ୍ୟବହାର କରିଥାଉ। କିନ୍ତୁ ପଦ୍ମଫୁଲକୁ ନେଇ ଶାସ୍ତ୍ରରେ ଅନେକ ମହତ୍ୱ ରହିଛି। ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରି ଭକ୍ତ ନିଜର

ଆପଣଙ୍କ ସ୍ତ୍ରୀଙ୍କଠାରେ ଅଛି କି ଏ ସବୁ ଗୁଣ, ତା’ହେଲେ ଆପଣ ପୂରା ଭାଗ୍ୟଶାଳୀ

ହିନ୍ଦୁ ଧର୍ମରେ ସ୍ତ୍ରୀକୁ ସ୍ୱାମୀର ଅର୍ଦ୍ଧାଗିନୀ ବୋଲି କୁହାଯାଇଥାଏ, ଯାହାର ଅର୍ଥ ସ୍ତ୍ରୀ ହେଉଛି ସ୍ୱାମୀ ଶରୀରର ଅଧା ଅଙ୍ଗ। ମହାଭାରତରେ ଭୀଷ୍ମ ପିତାମହ କହିଥିଲେ, ସ୍ତ୍ରୀକୁ ସବୁବେଳେ ପ୍ରସନ୍ନ ରଖିବା ଉଚିତ। କାରଣ, ତାଙ୍କଠାରୁ ହିଁ ବଂଶର ବୃଦ୍ଧି ହୋଇଥାଏ।

ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଘରର ଲକ୍ଷ୍ମୀଙ୍କୁ ଦିଅନ୍ତୁ ଏହି ୪ଟି ଜିନିଷ

ସବୁ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଉ ଏବଂ କେବେବି ଧନର ଅଭାବ ନ ରହୁ। ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ଉପାୟକୁ ଅବଲମ୍ବନ କରନ୍ତି। ଏହାସହିତ ଯଦି ଆପଣ ନିଜ