Date: December 7, 2019

Total 16 Posts

ଶ୍ରୀହରି ସୁଦର୍ଶନ ଚକ୍ର କେଉଁଠୁ ପାଇଲେ 

ଶ୍ରୀହରି ନିଜ ସୁଦର୍ଶନ ଚକ୍ର ସହାୟତାରେ ଭକ୍ତମାନଙ୍କ ରକ୍ଷା କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଶ୍ରୀହରି ଏହି ସୁଦର୍ଶନ ଚକ୍ର କେଉଁଠୁ ପାଇଲେ ? ଭଗବାନ ବିଷ୍ଣୁ ଶିବଙ୍କ ଉପାସନା କରନ୍ତି ଏବଂ ଶିବ ଶ୍ରୀହରିଙ୍କ ଉପାସନା କରିଥାନ୍ତି

କଂଗ୍ରେସ କର୍ମୀଙ୍କ ଆଙ୍ଗୁଠି କାମୁଡି ଦେଲା ବିଜେପି କର୍ମୀ

ଡେରାଡୁନରେ ଜଣେ ବିଜେପି କର୍ମୀ ବିଜେପି କର୍ମୀଙ୍କ ଆଙ୍ଗୁଠି କାମୁଡିଦେବା ଘଟଣା ଚର୍ଚ୍ଚାହେଉଛି ।  ନୈନିତାଲରେ ପିଆଜ ଦର ବୃଦ୍ଧି  ପ୍ରତିବାଦରେ ଶୁକ୍ରବାର ଶସ୍ତାରେ ପିଆଜ ବିକୁଥିବା ଜଣେ କଂଗ୍ରେସ ନେତାଙ୍କର ଆଙ୍ଗୁଠି ଟିପକୁ ଜଣେ ବିଜେପି ସମର୍ଥକ କାମୁଡ଼ି ପକାଇଛନ୍ତି

ଦୁଇଗୁଣିତ ହୋଇଛି ବିଜେଡ଼ର ସଭ୍ୟ ସଂଗ୍ରହ ଅଭିଯାନ- ଦେବୀ ପ୍ରସାଦ ମିଶ୍ର

ବିଜେଡି ର ସଭ୍ୟ ସଂଗ୍ରହ ଅଭିଯାନ ଗତକାଲି ଶେଷ ହୋଇଛି I ଦୁଇଦିନ ମଧ୍ୟରେ ସଭ୍ୟ ସଂଖ୍ୟା କେତେ ପହଞ୍ଚିଛି ତାହା ସାଧାରଣରେ ଜଣାପଡ଼ିବ ବୋଲି ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି I ତେବେ  ଚଳିତବର୍ଷ

ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନିତୀ କରାନଯାଉ- ବିଜେଡି

ଦୁଷ୍କର୍ମ ଭଳି ସମ୍ବେଦନଶୀଳ  ଘଟଣାକୁ ନେଇ ବିଜେପି ନେତାମାନେ ରାଜନୀତି କରିବା ଅନୁଚିତ । ଏଭଳି ଘୃଣ୍ୟ କାର୍ଯ୍ୟ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଘଟୁଥିବା ଆମ ସମସ୍ତଙ୍କ ନଜରକୁ ଆସୁଛି । ତେଣୁ ଏଭଳି ଘଟଣାରେ ରାଜନୀତି କରିବା ଅପେକ୍ଷା

ଦୋଷୀଙ୍କୁ ଗୁଳିକରି ମାର- ଓନ୍ନାଉ ପୀଡିତାଙ୍କ ବାପା

44 ଘଣ୍ଟା ଜୀବନ ସହ ସଙ୍ଘର୍ଷ କରିବା ପରେ ପୀଡିତା ଆଖି ବୁଜିଛନ୍ତି। ଝିଅର ମୃତ୍ୟୁ ପରେ ତାଙ୍କ ପିତା ଗଣମାଧ୍ୟମ ଆଗରେ ନିତ ମତ ରଖିଛନ୍ତି।  ଅଭିଯୁକ୍ତକାରୀଙ୍କୁ ଗୁଳିକରି ମାରିବାକୁ ଯୋଗୀ ସରକାରଙ୍କ ପାଖରେ ଅପିଲ କରିଛନ୍ତି।  ଉନ୍ନାଓ ପୀଡିତାଙ୍କ

ଗ୍ରାଇଣ୍ଡରକୁ ଅଧିକ ଦିନ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରଖିବାକୁ ଚାହୁଁଥିଲେ, ଆପଣାନ୍ତୁ ଏହି ଟିପ୍ସ

ଆଜିକାଲି ସମସ୍ତଙ୍କ ଘରେ ମିକଶ୍ଚର ଗ୍ରାଇଣ୍ଡର ଥିବା ଦେଖିବାକୁ ମିଳୁଛି। କହିବାକୁ ଗଲେ ଏହା ଲୋକଙ୍କର ଏକ ଆବଶ୍ୟକତା ପାଲଟିଯାଇଛି। ରୋଷେଇ ଘରେ କିଛି ଥାଉ କି ନଥାଉ କିନ୍ତୁ ମସଲା ବଟାବଟି କରିବାକୁ ମିକଶ୍ଚର ଗ୍ରାଇଣ୍ଡର ନିହାତି ଥିବ। ଆଗରୁ

ମାଛ ର ଅନେକ ଉପକରିତା

  ମାଛ ହେଉଛି ଏକ ପୁଷ୍ଟିକର ଖାଦ୍ୟ। ଆପଣ ଶୁଣିଥିବେ ନିଶ୍ଚୟ, ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା

ଏଗ୍ ଫ୍ରାଏଡ୍ ରାଇସ୍

ଆଜିର ପିଲାମାନେ ଫାଷ୍ଟଫୁଡ୍ ଖାଇବା ଲୋଭରେ ପୋଷଣଯୁକ୍ତ ଖାଦ୍ୟ ଖାଇବା ଭୂଲିଗଲେଣି। ଏହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ ତାଙ୍କୁ ଘରେ ହିଁ କିଛି ବାହାରର ସ୍ବାଦ ଦିଅନ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାର୍ଇ

ଏହି ୩ଟି ରୋଗ ହୋଇଥିଲେ ଆଦୌ ଖାଆନ୍ତୁନି ଫୁଲକୋବି, ବଢ଼ିପାରେ ସମସ୍ୟା

ଶୀତଋତୁରେ ବଜାରରେ ବିଭିନ୍ନ ପ୍ରକାରର ପନିପରିବା ଦେଖିବାକୁ ମିଳେ। କିନ୍ତୁ ଏହି ଦିନେ ଲୋକମାନେ ଫୁଲକୋବିକୁ ସବୁଠାରୁ ଅଧିକ ପସନ୍ଦ କରିଥାନ୍ତି। ଅନ୍ୟଦିନମାନଙ୍କ ଅପେକ୍ଷା ଶୀତଦିନେ ଫୁଲକୋବିର ସ୍ୱାଦ ମଧ୍ୟ ନିଆରା ଥାଏ। ଶୀତୁଆ ସନ୍ଧ୍ୟାରେ ଫୁଲକୋବି ପକୋଡ଼ା, ଚିଲି ଫୁଲକୋବି

ଦୁନିଆର ଏକମାତ୍ର ଘଣ୍ଟା, ଯେଉଁଥିରେ କେବେ ବି ବାଜି ନ ଥାଏ ୧୨ଟା

 ଆମ ଦେଶ ଭାରତରେ ୧୨ ସଂଖ୍ୟାକୁ ଅଶୁଭ ବୋଲି ବିଶ୍ୱାସ କରାଯାଏ। ସେଥିପାଇଁ ଅନେକ ସମୟରେ ଆପଣ ଶୁଣିବାକୁ ପାଇଥିବେ, ଆପଣଙ୍କ ଚେହେରାରେ ୧୨ କାହିଁକି ବାଜିଛି? କିନ୍ତୁ ଆପଣଙ୍କୁ ଏହା ଜାଣି ଆଶ୍ଚଯ୍ୟର୍ ଲାଗିବ ଯେ ଦୁନିଆରେ ଏମିତି ଏକ

ଜୟପୁର, ଉତକେଲା ଓ ରାଉରକେଲାରେ ହେବ ବିମାନବନ୍ଦର

ରାଜ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ବିମାନସେବା ଯୋଗାଇବା ପାଇଁ କୋରାପୁଟର ଜୟପୁର, କଳାହାଣ୍ଡିର ଉତକେଲା ଓ ସୁନ୍ଦରଗଡ଼ର ରାଉରକେଲାରେ ଆଉ ୩ଟି ବିମାନବନ୍ଦର ପ୍ରତିଷ୍ଠା ହେବ। ଆଜି ଏ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସଚିବ ପ୍ରଦୀପ ସିଂହ