latest

Date: December 9, 2019

Total 19 Posts

ପିଆଜକୁ ନେଇ ଆସିଲା ବଡ ଖବର, ନୂଆ ବର୍ଷରୁ କମିପାରେ ଦର

ନୂଆ ବର୍ଷରୁ କମିପାରେ ପିଆଜ ଦର । ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ଆଶ୍ୱାସନା ଦେଇଛନ୍ତି । ଲୋକସେବା ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ମନ୍ତ୍ରୀ କହିଛନ୍ତି, ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି । 12

ନ୍ୟୁଜ ବ୍ରଡକ୍ରାଷ୍ଟର୍ସ ଫେଡେରେସନର ଉପ-ସଭାପତି ହେଲେ ଜଗି ମଙ୍ଗତ ପଣ୍ଡା

 ନ୍ୟୁଜ ବ୍ରଡକ୍ରାଷ୍ଟର୍ସ ଫେଡେରେସନର (ଏନବିଏଫ) ସଭାପତି ରିପବ୍ଲିକ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀ ହୋଇଥତବା ବେଳେ  ଉପସ୍ଭାପତି ହୋଇଛନ୍ତି ଓଟିଭିର ସହ ସଂସ୍ଥାପକ ଜଗି ମଙ୍ଗତ ପଣ୍ଡା ଏବଂ ଅନ୍ୟ ତିନିଜଣ। ଦେଶର 78 ଟି ଜାତୀୟ ଓ ଆଞ୍ଚଳିକ ଟିଭି

ଦକ୍ଷିଣ ଆଫ୍ରିକା ସୁନ୍ଦରୀ ଜୋଜିବିନି ତୁଞ୍ଜି ମିସ ୟୁନିଭର୍ସ

 ଦକ୍ଷିଣ ଆଫ୍ରିକାର ଜୋଜିବିନି ତୁଞ୍ଜି 2019 ମିସ ୟୁନିଭର୍ସ ଟାଇଟଲ ଜିତିଛନ୍ତି । ଜୋଜିବିନି  90ଜଣ ସୁନ୍ଦରୀଙ୍କୁ ପରାସ୍ତ କରି ପ୍ରଥମସ୍ଥାନ ଅଧିକାର କରିଛନ୍ତି। ଆମେରିକାର ଅଟଲାଣ୍ଟା ସହରରେ ଆୟୋଜିତ 68ତମ ମିସ ୟୁନିଭର୍ସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଟଲାଣ୍ଟା

ଜୀବନରେ ନାରୀ ଥରେ ମାତ୍ର ଗୋଟିଏ ପୁରୁଷଙ୍କୁ ହୃଦୟରେ ବସାଏ

ଜୀବନରେ ନାରୀ ଥରେ ମାତ୍ର ଗୋଟିଏ ପୁରୁଷଙ୍କୁ ହୃଦୟରେ ବସାଏ । ତେଣୁ ମୋ ହୃଦୟରେ ଜଣେ ଆଗରୁ ଥିବା ଯୋଗୁ ଆଉ ଜଣକୁ ବିବାହ କଲେ ମୋତେ ଦୋଚାରୁଣୀ ଦୋଷ ଲାଗିବ । ଏହି କାରଣରୁ ମୋତେ କ୍ଷମା କରିଦିଅନ୍ତୁ । 

ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଲୋକସଭାରେ ନାଗରିକତା ସଂଶୋଧନ ବିଲ ଆଗତ କରିଛନ୍ତି । ଏହି ବିଲକୁ ଗତ ଡିସେମ୍ୱର 4 ତାରିଖରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ମିଳିଥିଲା । ଏହି ବିଲ ପାରିତ ହେବା ପରେ ନାଗରିକତା ଆଇନ-1955ରେ ପରିବର୍ତ୍ତନ

ଉନ୍ନାଓ ପୀୟିତାଙ୍କୁ ମିଳିବ ନ୍ୟାୟ- ଯୋଗୀ

ଉତ୍ତର ପ୍ରଦେଶରେ ହୋଇଥିବା ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଯୋଗୀ ସରକାର ଗୁରୁତର ସହ ନେଇଛନ୍ତି । ଦୋଷୀଙ୍କୁ ଉଚିତ ଦଣ୍ଡ ପାଇଁ ସରକାର ପୁରୁ ବ୍ୟବସ୍ଥା କରୁଛନ୍ତି । ଉନ୍ନାଓ ଗଣଦୁଷ୍କର୍ମ-ହତ୍ୟା ବଳି ଭୟାନକ ଘଟଣା ପରେ ପୀଡିତାଙ୍କୁ ଖୁବ୍

ମାର୍ଚ୍ଚରେ ସରିବ ସବୁ ଖଣି ନିଲାମ

ଆସନ୍ତା ମାର୍ଚ୍ଚ 31ରେ ରାଜ୍ୟର ଖଣି ନିଲାମ କାର୍ଯ୍ୟ ଶେଷ ହେବ । ଏନେଇ ରାଜ୍ୟ ଖଣି ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୂଚନା ଦେଇଛନ୍ତି ।  ଖଣିର ଲିଜ ଅବଧି ଶେଷ ହେବାକୁ ଯାଉଛି । ତେଣୁ ଖଣି ନିଲାମ

ମୃତ୍ୟୁ ପୂର୍ବରୁ ଶେଷ କଲ୍, ମୋ ପରିବାର ତୁମକୁ ଲାଗିଲା…

ଦିଲ୍ଲୀ ପାଇଁ ଗତ ରବିବାର ଥିବା ଅଭିଶପ୍ତ। ରାଣୀ ଝାନ୍ସୀ ରୋଡ଼ରେ ଘଟିଥିବା ଅଗ୍ନିକାଣ୍ଡରେ 43 ଜଣଙ୍କର ଜୀବନ ଯାଇଛି। ଏହି ଘଟଣାରେ ସାରା ଦେଶରେ ଭାବାତ୍ମକ ପରିବେଶ ସୃଷ୍ଟି ହୋଇଥିଲା । ସେହି ଦୁଃଖଦ ଘଟଣା ମଧ୍ୟରୁ ଗୋଟିଏ ଫୋନ

ଶରଣାର୍ଥୀଙ୍କୁ ଭୋଟଦାନ ଅଧିକାର ନମିଳୁ- ଶିସେନା

ଆଜି ନାଗରିକତା ସଂଶୋଧନ ବିଲ୍‌ର ଶୁଣାଣି ହେବ । ଏହି ଅବସରରେ ଶିବସେନା ପୁଣି ଥରେ ମନ୍ତବ୍ୟ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଏହି ପ୍ରସ୍ତାବକୁ ଶିବସେନା ସମର୍ଥନ କରି କହିଛି ଯେ, ପାକିସ୍ତାନ, ଆଫଗାନୀସ୍ତାନ, ବାଂଲାଦେଶ ଆଦି ଦେଶରୁ

ବୈଜ୍ଞାନିକଙ୍କ ଚମତ୍କାର, ଘୁଷୁରୀ ଓ ମାଙ୍କଡକୁ ମିଶାଇ ତିଆରି କଲେ ନୂଆ ଜୀବ

ଚୀନର ବୈଜ୍ଞାନିକମାନେ ପୁଣିଥରେ ନିଜର ଟେକନିକ ଦ୍ୱାରା ସାରା ବିଶ୍ଵର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଏଥର ଚୀନର ବୈଜ୍ଞାନିକମାନେ ମାଙ୍କଡ଼ ଓ ଘୁସୁରୀଙ୍କର ଜିନରୁ ଏକ ନୂଆ ପ୍ରଜାତିର ପଶୁ ସୃଷ୍ଟି କରିଛନ୍ତି । ଏହାକୁ ମାଙ୍କଡ-ଘୁଷୁରୀ ପ୍ରଜାତି ବୋଲି

ରଣବୀର ସିଂହଙ୍କ ଡ୍ରେସ ଆଉ ଲୁକକୁ ନେଇ ଟ୍ରୋଲ କଲେ ୟୁଜର୍ସ

ବଲିଉଡ୍‌ ଅଭିନେତା ରଣବୀର ସିଂହ ନିଜର ଦମଦାର ଅଭିନୟ ସାଙ୍ଗକୁ ଅଜବ ଡ୍ରେସିଂ ପାଇଁ ମଧ୍ୟ ବେଶ୍‌ ଜଣାଶୁଣା। ତାଙ୍କୁ ପ୍ରାୟ ସମୟରେ ବିଭିନ୍ନ ଡିଜାଇନ ଏବଂ ଭେରାଇଟିର ଡ୍ରେସ ପିନ୍ଧି ଥିବାର ଦେଖିବାକୁ ମିଳିଥାଏ। ଏହି କାରଣରୁୁ ସେ ଅନେକ