ଟାଟା ରାଲିସ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ଚାଷ ସମ୍ପର୍କରେଆଲୋଚନା

Spread the News

ସୋର,( ରଞ୍ଜିତ ମହାକୁଡ):ସୋରବ୍ଲକ ଗୋପୀନାଥପୁର ପଂଚାୟତ ଏକ ସ୍କୁଲରେ ଟାଟା ରାଲିସ ଇଣ୍ଡିଆ ଲିମିଟେଡ଼ ପକ୍ଷରୁ ପଂଚାୟତ ର କୃଷକ ମାନଙ୍କୁ ନେଇ  ପନିପରିବା ଚାଷ ଉପରେ କୃଷକ ମାନଙ୍କୁ ବୁଝାଇଥିଲେ | ଟାଟା ରାଲିସ ଇଣ୍ଡିଆ ର ସାମଗ୍ରୀ ର ପନିପରିବା ର ବିଷ ରେ କେମିତି କୀଟ ନାଶକ ପୋକ, ବିଷ ପକାଇବା ଦ୍ୱାରା କେମିତି ପନିପରିବା ଗଛ ଭଲ ହୁଈ ଅମଳ ହେବ ତାହା ଆଲୋକପାତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଳମ୍ବୁଧର ମହାନ୍ତି ଙ୍କ ନେତୃତ୍ୱ ରେ ଏକ କୃଷକ ସଚେତନ କାର୍ଯ୍ୟକ୍ରମ ହୁଇଛି, ସୁଶାନ୍ତ କୁମାର ପଣ୍ଡା ଓ ସୌରଭ କୁମାର ଶତପଥି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ କୃଷକ ମାନେ ହେଲେ ଘନଶ୍ୟାମ ନାୟକ, ପ୍ରଦୀପ ନାୟକ, ତ୍ରଇଲୋକ୍ୟ ମୁଦୁଲି, ଶରତ ବାରିକ, ଦେବେନ୍ଦ୍ର ବାରିକ, ଗୌରାଙ୍ଗ ବେହେରା, ମୁରଲୀ ଦାସ, ଦିଲୀପ ନାୟକ, ରମେଶ ମହାରଣା ଏବଂ ନବକିଶୋର ମଲିକ  ଉପସ୍ଥିତ ଥିଲେ l

Tags: