Date: December 14, 2019

Total 20 Posts

ଔପଦା ମଣ୍ଡଳ 38ତମ ବ୍ଲକ୍ ସ୍ତରୀୟ ଶିଶୁ ଉତ୍ସବ

ସୋର,( ରଞ୍ଜିତ ମାହାକୁଡ) : ଔପଦା ମଣ୍ଡଳ 38 ତମ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଜଗବନ୍ଧୁ ଉଚ୍ଚ ବିଦ୍ୟାପୀଠ ଅଘିରାପଦା ସ୍କୁଲ ରେ ଅନୁଷ୍ଠିତ ହୁଇଯାଇଛି, ଏହି ଉତ୍ସବ ରେ ଓଷ୍ଟା ର ସଭାପତି ବୈକୁଣ୍ଠନାଥ ମିଶ୍ର ସଭାପତିତ୍ୱ କରିଥିଲେ,

ପିଆଜ, ରସୁଣରେ ବାହାଘର ଶେଷ

ଦେଶ ସାରା ଏବେ  ପିଆଜର ଦାମକୁ ନେଇ ଚର୍ଚ୍ଚା । ଦରଦାମକୁ ବିରୋଧ କରିବାକୁ ଯାଇ ଉତ୍ତର ପ୍ରଦେଶର ଏକ ବାହାଘରରୁ ନିଆରା ବାର୍ତ୍ତା ଦେଖିବାକୁ ମିଳିଛି। ବରକନ୍ୟା ଫୁଲମାଳ ସହିତ ପିଆଜରସୁଣ ମାଳ ପକାଇଥିବା ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ପଶ୍ଚିମବଙ୍ଗରେ ହିଂସା, ଓଡିଶା ଆସିପାରୁ ନାହାଁନ୍ତି ଯାତ୍ରୀ , ବିଭିନ୍ନ ଟ୍ରେନ୍ ବାତିଲ

ନାଗରିକତା ସଂଶୋଧନ ଆଇନକୁ ନେଇ ପଶ୍ଚିମବଙ୍ଗରେ ହିଂସା ଜାରି ରହିଛି।  ଫଳରେ ରେଳ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଛି । ବିଶେଷ କରି ପଶ୍ଚିମବଙ୍ଗରେ ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଓ ହାଓଡ଼ା ରେଳ ସେକ୍ସନ ମଧ୍ୟରେ ସଂକ୍ରାଏଲ, ମୋରୀଗ୍ରାମ, ବଙ୍କ୍ରା

କ୍ରିସ୍ମସ୍ ଟ୍ରି ବା କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ…

କ୍ରିସ୍ମସ୍ ଗଛ ବା ବଡ଼ଦିନ ଗଛ  ଏକ କୋନାକାର ଗଛ ଯାହାକୁ ବଡ଼ଦିନ ଉପଲକ୍ଷେ ଖ୍ରୀଷ୍ଟ ଧର୍ମାବଲମ୍ୱୀମାନେ ସୁସଜ୍ଜିତ କରିଥାନ୍ତି । ପାଇନ୍ ଜାତୀୟ କୌଣସି ଗଛର ଅଂଶ ବା କୃତ୍ରିମ ଗଛକୁ ବଡ଼ଦିନ ଉପଲକ୍ଷେ ସଜାଇବାର ପ୍ରଥା ଉତ୍ତର ୟୁରୋପରୁ

ନୁଡୁଲସ କଟଲେଟ

ଚା ସହିତ କିଛି ସ୍ନାକ୍ସ ଖାଇଲେ ତାର ମଜା ଅଲଗା ଥାଏ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ନୁଡୁଲସ କଟଲେଟ। ଯାହା ସ୍ୱାଦ ସହିତ ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଉପଯୋଗୀ। ଏହାକୁ ବନାଇ ଆପଣ

ଆପଣଙ୍କ ଫୋନରୁ ଅଜଣା ନମ୍ଵରରେ ମେସେଜ୍ ପଠାଉଛି ଗୁଗୁଲ୍, ଜାଣନ୍ତୁ କାରଣ

ଟେକ୍ନୋଲୋଜିର ବ୍ୟବହାର କାରଣରୁ କାମ କରିବା ସହଜ ହୋଇଥିବା ବେଳେ ଏହା ଏବେ ୟୁଜରଙ୍କର ସୁରକ୍ଷା ପାଇଁ ବିପଦର କାରଣ ପାଲଟିଲାଣି। ପ୍ରାୟତଃ ଡାଟା ଲିକ୍ ଏବଂ ହ୍ୟାକିଂ ଘଟଣା ବାରମ୍ଵାର ସାମ୍ନାକୁ ଆସୁଛି। ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ବଡ

ମରିଯିବି, ଭୁଲ ମାଗିବିନି, ମୋ ନାଁ ରାହୁଲ ସାବରକର ନୁହେଁ”-ରାହୁଲ ଗାନ୍ଧୀ

କଂଗ୍ରେସର ଦେଶ ବଚାଓ ରାଲିକୁ ସମ୍ୱୋଧିତ କରି ରାହୁଲ ଗାନ୍ଧୀ ବିଜେପି ଏବଂ ମୋଦୀ ସରକାର ଉପରେ ଜୋରଦାର ବର୍ଷିଛନ୍ତି । ସେ କହିଛନ୍ତି ବିଜେପି ମୋର ଭାଷଣକୁ ନେଇ କ୍ଷମା ଦାବି କରୁଛି, କିନ୍ତୁ ମୁଁ କ୍ଷମା ମାଗିବିନି ।

ଜାଣନ୍ତୁ କାହିଁକି ବିବାହ ସମୟରେ ବର-କନିଆଙ୍କୁ ଲଗାଯାଏ ହଳଦୀ

ଭାରତୀୟ ବିବାହରେ ବର କନିଆଙ୍କୁ ସ୍ବତନ୍ତ୍ର ଭାବରେ ପ୍ରସ୍ତୁତ କରାଯାଏ। ଭାରତୀୟ ବିବାହରେ ବର ଏବଂ କନିଆଙ୍କୁ ହଳଦୀ ଲଗାଇବାର ବିଶେଷ ପରାମ୍ପରା ରହିଛି ଯାହାକୁ ସମଗ୍ର ଦେଶ ମାନିଥାଏ। କୁହାଯାଏ ଯେ ଏହି ହଳଦୀ ଖରାପ ଶକ୍ତି ଠାରୁ ରକ୍ଷା

ଯେଉଁଠି ହୋଇଥିଲା ପ୍ରଭୁ ଶିବ ଏବଂ ଅର୍ଜୁନଙ୍କ ମଧ୍ୟରେ ଯୁଦ୍ଧ

ଭାରତ ଏଭଳି ଏକ ଦେଶ ଯାହା ଅନେକ ପ୍ରାକୃତିକ ସୁନ୍ଦରତା ମଧ୍ୟରେ ପରିପୂର୍ଣ୍ଣ। ଭାରତର ଉତ୍ତର ସ୍ଥିତ ହିମାଳୟ ପର୍ବତମାଳାରେ ଅନେକ ଆଧ୍ୟାତ୍ମିକ ସ୍ଥଳର କେନ୍ଦ୍ରସ୍ଥଳୀ ରହିଛି। ଯେଉଁଠି ଗଙ୍ଗୋତ୍ରୀ, ୟମୁନେତ୍ରୀ, କେଦାରନାଥ ଭଳି ପବିତ୍ର ଏବଂ ଦୁର୍ଗମ ତୀର୍ଥସ୍ଥଳ ରହିଛି,

ମହାନଦୀ ଜଳ ବିବାଦର ଶୁଣାଣି ଜାନୁଆରୀ 16କୁ ଘୁଞ୍ଚିଲା

ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଏହାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି 1 ରେ ହେବ ବୋଲି ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଜାନୁଆରିରେ ଦ୍ବିତୀୟ ଥର ପ୍ରକଳ୍ପ ଅଞ୍ଚଳ ଗସ୍ତ କରିବାକୁ ଉଭୟ

ପଶ୍ଚିମବଙ୍ଗରେ ଲାଗୁହେବ ସିଏବି- ଦିଲ୍ଲୀପ ଘୋଷ

ନାଗରିକତା ସଂଶୋଧନ ଆଇନ(ସିଏବି)କୁ ପଶ୍ଚମବଙ୍ଗ ସରକାର ଦୃଢ ବିରୋଧ କରୁଛି । ଏହାକୁ ନେଇ ପସ୍ଚିମ ବଙ୍ଗ ଅସାନ୍ତ ହୋଇପଡିଛି ।  ଦେଶର ବିଭିନ୍ନ ଭାଗରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏହାକୁ ନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜାରି ରହିଛି। ସିଏବି ଆଇନକୁ