Date: December 14, 2019

Total 20 Posts

ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଲେ

ଯେତେ ସଚେତନ ପରେ ମଧ୍ୟ ଥମୁନି ହିଂସା ।  ଦୁଷ୍କର୍ମକାରୀଙ୍କ ପାଇଁ  ଓଡିଶାରେ ସେମିତି କିଛି ଦଣ୍ଡ ବିଧାନ ନାହିଁ ବୋଲି ପ୍ରତିଦିନ ଦୁଷ୍କର୍ମ ଓ ହତ୍ୟା ଜାରି ରହିଛି । ଏଭଳି ଘଟଣା ପୁଣି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡାରେ ଘଟିଛି। 

ଆସାମରେ ଥମିଲା, ପଶ୍ଚିମବଙ୍ଗରେ ବଢୁଛି ହିଂସା

 ନାଗରିକତା ସଂଶୋଧନ ବିଲ ବିରୋଧରେ ଚାଲିଥିବା ବିରୋଧ ପ୍ରଦର୍ଶନ ଆସାମରେ ଥମିଥିବା ବେଳେ ପଶ୍ଚିମବଙ୍ଗରେ  ଉଗ୍ରରୂପ ଧାରଣ କରିଛି। ଶୁକ୍ରବାର କିଛି ମାତ୍ରାରେ ଶାନ୍ତି ଦେଖାଯାଇଛି । ପଶ୍ଚିମବଙ୍ଗରେ ପ୍ରଦର୍ଶନକାରୀମାନେ ହିଂସାତ୍ମକ କାମରେ ଲିପ୍ତ ଅଛନ୍ତି ।ଅନେକ ସ୍ଥାନରେ ସାଧାରଣ ସଂପତ୍ତି

ଗୁଡ଼ ଦୋସା

ଆପଣ ମାନେ ତ ବଜାରରେ ପିଆଜ ଦୋସା, ମିକ୍ସଡ଼ ଦୋସା, ପ୍ଲେନ ଦୋସା ପରି ବିଭିନ୍ନ ଦୋସା ମାନ ଖାଇଥିବେ ନିଶ୍ଚୟ । କିନ୍ତୁ ଆଜି ସନ୍ଧ୍ୟାରେ ଘରେ ଏକ ଭିନ୍ନ ଧରଣର ଦୋସା ପ୍ରସ୍ତୁତ କରି ଖାଆନ୍ତୁ । ଦେଖିବେ

ପେଟ ଭୋକ ଠୁ ଦେହ ଭୋକ ଅଧିକା, ମନୋରଞ୍ଜନ ପାଇଁ ଭଡାରେ ଆସୁଛନ୍ତି ବଙ୍ଗୀୟ ଯୁବତୀ

ପେଟ ନପୁରୁ ପଛେ ଦେହର ଭୋକ ଆଗ ମେଣ୍ଟୁ । ଯୌନଆକାଂକ୍ଷାରେ ମସଗୁଲ ଏବେ ଅଧିକାଂଶ ଯୁବକ। ହୋଟେଲରେ ରହିବା ଖାଇବା ଓ ରହିବା ନାଁରେ ଦେହ ଭୋକ ବି ମେଣ୍ଟୁଛି ।  ସହର ଶୋଇଗଲା ପରେ ଚେଇଁଉଠନ୍ତି ଦେହଜୀବୀମାନେ ।

ଆଇନ ଆଖିରେ ପଟିବାନ୍ଧି ହତ୍ୟାକାରୀଙ୍କ ପାଇଁ ଓକିଲ କେଶ ଲଢୁଛି, ନ୍ୟାୟ ଅପେକ୍ଷାରେ ପୀଡିତା ଜୀବନ ହାରୁଛି

ଧନ୍ୟ ଆମ ଭାରତର ଆଇନ ବ୍ୟବସ୍ଥା। ବେଳେବେଳେ ଲାଗେ ଆଇନ ଅର୍ଥ ହାତରେ ବିକ୍ରି ହୋଇଯାଇଛି । ଏଠି  ଜୋର ଯାହାର ମୁଲକ ତାର । ଅର୍ଥ ବଳରେ ଭୁଲ ଟା ଠିକ ହୋଇଯାଉଛି ଏବଂ ଠିକ୍ ଭୁଲ ହୋଇଯାଉଛି ।

ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେବ ଆଉ ଏକ ବୃହତ୍ ଉତ୍ସବ। ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟବର୍ତୀ ରାମଚଣ୍ଡୀ ବେଳାଭୂମିରେ ଦୀର୍ଘ ୪୯ ଦିନ ଧରି ଅନୁଷ୍ଠିତ ହେବ ‘ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍’ ଉତ୍ସବ। ଆଜି ମୁଖ୍ୟମନ୍ତ୍ରୀ ନବୀନ

ପୃଥିବୀର ଏମିତି ଜଣେ ମଣିଷ ଯାହାଙ୍କ ଶରୀରର ଗନ୍ଧରେ ମରିଯାନ୍ତି ମଶା

ହୁଏତ ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ କଥାଟି ବାସ୍ତବରେ ସତ । ପୃଥିବୀରେ ଏମିତି ଜଣେ ମଣିଷ ଅଛନ୍ତି ଯାହାଙ୍କ ଶରୀରରୁ ବାହାରୁଥିବା ଗନ୍ଧରେ ୬ ମିଟର ଦୂରରୁ ମଶା ମରିଯାଉଛନ୍ତି । ଏହି ବ୍ୟକ୍ତି ଜଣକର ଶରୀରର

3 ଦିନ ବର୍ଷା ସମ୍ଭାବନା

 ଡିସେମ୍ବର ଅଧା ହେଲାଣି। ତଥାପି ଶୀତର ଦେଖା ନାହିଁ। ତାପମାତ୍ରା ଖସୁନି କି ଥଣ୍ଡା ହେଉନି। ମଝିରେ ଦୁଇ ତିନି ଦିନ ପାଗରେ ସାମାନ୍ୟ ପରିବର୍ତନ ଆସିଥିଲେ ମଧ୍ୟ ଏବେ ପୁଣିଥରେ ଶୀତ ଗାଏବ ହୋଇଯାଇଛି। ରାତିର ସର୍ବନିମ୍ନ ତାପମାତ୍ରା ଯେତିକି

ଆୟ ବୃଦ୍ଧି ଲାଗି ସୁଯୋଗ

ମେଷ: ଆପଣଙ୍କ ତର୍କ ଜ୍ଞାନକୁ ଅନ୍ୟମା‌େନ ପସନ୍ଦ କରିବେ। ବ୍ୟବସାୟିକ କାର୍ଯ୍ୟରେ ସଫଳତା। ଛାତ୍ରଙ୍କୁ ଭଲ ଫଳ ମିଳିବ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ଦିନଟି ଆପଣଙ୍କୁ କମ୍‌ ଲାଭ ଦେବ। ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତାର ମାର୍ଗ