latest

Date: December 15, 2019

Total 12 Posts

ରାଜ୍ୟସ୍ତରୀୟ ସୂଚନା ଅଧିକାର କର୍ମଶାଳା

ସୋର,( ରଞ୍ଜିତ ମାହାକୁଡ) : ରାଜ୍ୟସ୍ତରୀୟ ସୂଚନା ଅଧିକାର (RTI)ର କର୍ମଶାଳା ଓଡିଶା ରାଜ୍ୟ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ଭବନ ସୋର ଠାରେ ଅନୁଷ୍ଠିତ ହୁଇଯାଇଛି, ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ପ୍ରଦୀପ ପ୍ରଧାନ ଉଦଘାଟନ ସହ ପ୍ରଦୀପ

ଜନାର୍ଦନ ଉଚ୍ଚ ବିଦ୍ୟାପୀଠରେ ବାର୍ଷିକ କ୍ରୀଡା ଉତ୍ସବ

ସୋର,( ରଞ୍ଜିତ ମାହାକୁଡ) : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଗୋପୀନାଥପୁର ପଂଚାୟତ ଅଧୀନ ଜନାର୍ଦନ ଉଚ୍ଚ ବିଦ୍ୟାପୀଠ ମଙ୍ଗଳପୁର ହାଇସ୍କୁଲ ରେ ବାର୍ଷିକ କ୍ରୀଡା ଉତ୍ସବ ପାଳିତ ହୁଇଯାଇଛି | ଏହି ଉତ୍ସବ ରେ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର

ନାଗରିକତା ଆଇନ ବିରୋଧରେ ପ୍ରତିବାଦ ଯୋଗୁଁ ଟ୍ରେନ୍‌ ଚଳାଚଳ ବାତିଲ

ନାଗରିକତା (ସଂଶୋଧନ) ଆଇନକୁ ବିରୋଧ କରି ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ହାଓଡ଼ା-ଖଡ଼ଗପୁର ରେଳବାଇ ସେକ୍ସନ୍‌ର ବିଭିନ୍ନ ରେଳବାଇ ଷ୍ଟେସନ୍‌ରେ ବିକ୍ଷୋଭ ଚାଲିଥିବା କାରଣରୁ କେତେଗୁଡ଼ିଏ ଟ୍ରେନ୍‌ ବାତିଲ କରାଯାଇଛି।ସିଆଲଦାରୁ ୧୬. ୧୨ ୨୦୧୯ରେ ଆସିବାକୁ ଥିବା ୨୨୨୦୧ ସିଆଲଦା-ପୁରୀ ଏକ୍ସ୍‍ପ୍ରେସ୍‌ ବାତିଲ

ମହିଳାମାନେ ଏଭଳି ଭାବେ ନିଅନ୍ତୁ ସ୍ତନର ଯତ୍ନ, ନଚେତ୍‌ ଭୋଗିପାରନ୍ତି ଭୟଙ୍କର ସମସ୍ୟା

ମହିଳାମାନେ ଏଭଳି ଭାବେ ନିଅନ୍ତୁ ସ୍ତନର ଯତ୍ନ, ନଚେତ୍‌ ଭୋଗିପାରନ୍ତି ଭୟଙ୍କର ସମସ୍ୟ ମହିଳା ନିଜ ଫିଗର ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ସେମାନେ ବିଭିନ୍ନ ରାସାୟନିକ ଜିନିଷ ବ୍ୟବହାର କରିଥାନ୍ତି। ବେଳେବେଳେ ମହିଳାମାନେ ସୁନ୍ଦର

ଫ୍ରାଇଡ ଫିସ୍‌

ଭାରତର ଲୋକମାନଙ୍କୁ ଉଭୟ ଭେଜ୍‌ ଏବଂ ନନଭେଜ୍‌ ଖାଦ୍ୟ ବହୁତ ପସନ୍ଦ। ଆମିଶ ଖାଉଥିବା ଲୋକଙ୍କୁ ଅଧିକାଂଶ ଚିକେନ ସହିତ ମାଛ ଖାଇବାକୁ ଭଲ ପାଇଥାନ୍ତି। ମାଛ ପ୍ରେମୀଙ୍କ ପାଇଁ ଆଜି ଆମେ ବହୁତ ଖାସ୍‌ ରେସିପି ନେଇ ଆସିଛୁ। ତେବେ

ପିଲାଙ୍କ ନାମକରଣ କରିବା ବେଳେ କରନ୍ତୁନି ଏସବୁ ଭୁଲ

ଘରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବମାନେ ମଧ୍ୟ ନାମକରଣକୁ ନେଇ ଖୁବ୍‌ ଉତ୍ସାହିତ ଥାଆନ୍ତି। ଏଣୁ ସମସ୍ତେ ନିଜ ମନପସନ୍ଦର କିଛି କିଛି ନାଁ କହିଥାନ୍ତି। ସେଥିମଧ୍ୟରୁ ବାଛି ବାଛି ସବୁଠାରୁ ଭଲ ନାଁଟିକୁ ଶିଶୁର ନାମକରଣ

ଭାରତୀୟ ସେନାରେ କାହିଁକି ଅବସରପ୍ରାପ୍ତ କୁକୁରକୁ ଗୁଳି କରି କରାଯାଇଥାଏ ହତ୍ୟା?

ବିଶ୍ବାସନୀୟ ବିଷୟରେ କହିବା ଗଲେ ସମସ୍ତେ ମନରେ ସାଧାରଣତଃ କୁକୁରର କଥା ହିଁ ଅସିଥାଏ। କାରଣ ଦୁନିଆରେ କୁକୁର ଏମିତି ଏକ ପ୍ରାଣୀ ଯିଏକି କିଛି କଥା ନକହି ମଧ୍ୟ ତାଙ୍କ ମାଲିକର ସମସ୍ତ ଭାବନାକୁ ବୁଝିପାରେ। ଯଦି ସେହି ବିଶ୍ବାସନୀୟ

କାହିଁକି ଦିନରେ ଦେଖିପାରିନାହିଁ ପେଚା ?

ପିଲାଦିନୁ ଆମେ ଶୁଣି ଆସିଛୁ ପେଚା ଏକ ଅଭିଶପ୍ତ ପକ୍ଷୀ। ଯେଉଁ କାରଣରୁ ସେ ରାତିରେ ଶୋଇପାରେ ନାହିଁ । ଅନେକ ଏହାକୁ ଦୀନକଣା ପକ୍ଷୀ ବୋଲି କହିଥାନ୍ତି । ଯାହାକୁ କି ଦିନ ବେଳେ କିଛି ଦେଖାଯାଏ ନାହିଁ ।

ତଳକୁ ଖସିଲା ବସ୍, ୧୩ ମୃତ

ନେପାଳର ସିନ୍ଧୁପଲଚୋକ ଜିଲ୍ଲାରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାର ଶିକାର ହୋଇଛି। ଆଜି ସକାଳେ ଏହି ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ୧୮ ଜଣ ଆହତ ହୋଇଥିବା ସୂଚନା ରହିଛି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ

ଏକ ତରଫା ପ୍ରେମରେ ବିଫଳ, ଗଳା କାଟି ହତ୍ୟା କଲେ ଯୁବକ

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ଚାଞ୍ଚଲ୍ୟ। ଗତକାଲି ରାତିରେ ଗଙ୍ଗନଗରରେ ଏକ ତରଫା ପ୍ରେମରେ ବିଫଳ ପରେ ଘରେ ପଶି କଲେଜ ଛାତ୍ରୀଙ୍କ ଗଳା କାଟି ହତ୍ୟା କଲେ ଯୁବକ । ମୃତ ଯୁବତୀ ହେଲେ ଯୁକ୍ତ ଦୁଇ ଛାତ୍ରୀ ଶିବାନୀ ବେହେରା

ବିଦେଶୀ ପକ୍ଷୀଙ୍କ ମୃତଦେହ ଜବତ, ଦୁଇ ଶିକାରୀ ଗିରଫ

 ଚିଲିକାରେ ଜାରି ରହିଛି ଅବାଧ ପକ୍ଷୀ ଶିକାର। ଯାହାର ପ୍ରମାଣ ଗତକାଲି ଦେଖିବାକୁ ମିଳିଛି। ଚିଲିକାରୁ ପକ୍ଷୀ ଶିକାର ହେଉଥିବା ଅଭିଯୋଗ ପାଇ ବନ ବିଭାଗ ପକ୍ଷରୁ ଗତକାଲି ଚିଲିକା ଓ ଏହାର ଆଖପାଖ ଅଞ୍ଚଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ