Date: December 16, 2019

Total 18 Posts

ପ୍ଲାଷ୍ଟିକ୍ ଦେଲେ ମିଳିବ ଆହାର

ପ୍ଲାଷ୍ଟିକ ମୁକ୍ତ ଓଡିଶା ଗଠନ ପାଇଁ ବିଏମସି ଆଣ୍ଟା ଭିଡିଛି। ଏଣିକି ଅଧା କିଲୋ ବର୍ଜ୍ୟ ପ୍ଲାଷ୍ଟିକ ଦେଲେ  ଆହାର କେନ୍ଦ୍ରରେ ମିଳିବ ମିଲ । ଭୁବନେଶ୍ୱରକୁ ପ୍ଲାଷ୍ଟିକମୁକ୍ତ କରିବା ସହ ଗରୀବ ଲୋକଙ୍କ ଖାଦ୍ୟ ଯୋଗାଇବାକୁ ଏକ ଅଭନବ ଉପାୟ

ନିଷିଦ୍ଧାଞ୍ଚଳରେ ଭିଡିଓ କରି ଅଡୁଆରେ ଅଭିନେତ୍ରୀ

ହୀରାକୁଦ ଡ୍ୟାମର ନିଷିଦ୍ଧାଞ୍ଚଳରେ ଭିଡିଓ କରି  ଅଡୁଆରେ ପଡିଛନ୍ତି ଅଭିନେତ୍ରୀ । ଡ୍ୟାମର ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ଫଟୋ ନ ଉଠାଇବା କିମ୍ବା ଭିଡିଓ ରେକର୍ଡିଂ କରିବା ଉପରେ କଟକଣା ଜାରି କରାଯାଇଛି । କିନ୍ତୁ ମୁଖ୍ୟ ବନ୍ଧ ଉପରେ ନିଜର

ବିନା ଅନୁମତିରେ କଲେଜ ଭିତରେ ପ୍ରବେଶ କରିଥିବାରୁ ପୁଲିସ ବିରୋଧରେ ଏଫଆଇଆର ହେବ- ଜାମିଆ ପ୍ରଶାସନ

ନାଗରିକତା ସଂଶୋଧନ ଆଇନ ବିରୋଧରେ ରବିବାର ଦିନ ଜାମିୟା ନଗରେ ହୋଇଥିବା ହିଂସା ଉପରେ ଦିଲ୍ଲୀ ପୁଲିସ ଏବଂ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ପ୍ରଶାସନ ମୁହାଁମୁହିଁ ହୋଇଛନ୍ତି। ଦିଲ୍ଲୀ ପୁଲିସ ଗୋଟିଏ ପଟେ ଅଜ୍ଞାତ ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରି

ବିକାଶ କ୍ଷେତ୍ରରେ ଆନ୍ଧ୍ର ପଛକୁ ଯାଉଛି, ମୁଁ ବି ପଛୁଆ ଚାଲିବି- ଚନ୍ଦ୍ରବାବୁ ନାଇଡୁଙ୍କ ଭିଡିଓ ହେଲା ଭାଇରାଲ

ସାଧାରଣ ନିର୍ବାଚନରେ ପରାଜୟବରଣ କଲା ପରେ ଏବେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇୟୁ  ଶାସକ ଦଳକୁ ଟାର୍ଗେଟ କରୁଛନ୍ତି। ଓ୍ଵାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ସରକାର ରାଜ୍ୟର ଅବସ୍ଥା କ’ଣ କରୁଛନ୍ତି ଦର୍ଶାଇବାକୁ ଦଳର ବିଧାୟକମାନଙ୍କ ସହ ସୋମବାର ଦିନ ତେଲୁଗୁ

କୈଳାସ ଚନ୍ଦ୍ର ହାଇସ୍କୁଲରେ ଶିଶୁ ଉତ୍ସବ

  ସୋର, (ରଞ୍ଜିତ ମହାକୁଡ) : କୈଳାସ ଚନ୍ଦ୍ର ଗୁଜଡିହା ହାଇସ୍କୁଲରେ 38 ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ସୋର ମଣ୍ଡଳ ସଭାପତି  ଜୟକୃଷ୍ଣ ବାରିକ  ଏହି ଉତ୍ସବକୁ ଉଦଘାଟନ କରିଥିଲେ।  ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ

ବିଶ୍ୱଭାରତୀ କଟକକୁ ହରାଇ ଆରଏନ ସୋର ବିଜୟୀ

ସୋର, ( ରଞ୍ଜିତ ମହାକୁଡ) : ବାବା ମୁକ୍ତେଶ୍ଵର ଅନ୍ତରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚରେ ବିଶ୍ଵଭାରତୀ କଟକ ଏବଂ  RN ସୋର ମଧ୍ୟରେ ହୋଇଥିଲା ।  ପ୍ରଥମେ ଟଚ୍ ଜିତି Rn ସୋର ଫିଲଡ଼ିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା

“ଯେବେ ପାକିସ୍ତାନର 93000 ସୈନିକ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲେ”

 ଡିସେମ୍ବର 16 ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ । 1971 ମସିହା 16 ଡିସେମ୍ବର ଦିନ ପାକିସ୍ତାନ ଭାରତ ନିକଟରେ 93000 ସୈନକଙ୍କ ସହ  ଆତ୍ମସପର୍ମଣ କରିଥିଲା । 1971 ଯୁଦ୍ଧରେ କେବଳ ଭାରତ ଯୁଦ୍ଧ ଜିତିନଥିଲା  ବରଂ

ଭାରତରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଫେରାଇ ନେବାକୁ ବାଂଲାଦେଶ ଇଚ୍ଛୁକ

ବେଆଇନ ଭାବେ ଭାରତରେ ରହୁଥିବା ବାଂଲାଦେଶୀ ନାଗରିକଙ୍କୁ ଫେରାଇ ନେବାବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ. କେ. ଅବଦୁଲ୍‌ ମୋମେନ୍‌ ଗଣମାଧ୍ୟମକୁ କହିଛନ୍ତି ଯେ ବେଆଇନ ଭାବେ ଭାରତରେ ବସବାସ କରୁଥିବା ବାଂଲାଦେଶୀ ନାଗରିକମାନଙ୍କର ତାଲିକା ଦେବାକୁ ଭାରତକୁ ଅନୁରୋଧ କରାଯାଇଛି। ଉକ୍ତ

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି

ଆଜି ସକାଳ ୭ଟାରୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଚତୁର୍ଥ ପର୍ଯ୍ୟାୟରେ ମୋଟ ୧୫ଟି ବିଧାନସଭା ଆସନରେ ମତଦାନ ଆରମ୍ଭ ହୋଇଛି । ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୫ଟା ଯାଏଁ ଜାରି ରହିବ । ଏଥିଲାଗି ମତଦାନ କେନ୍ଦ୍ରଗୁଡ଼ିକରେ ବ୍ୟାପକ

ଆଜି ଧନୁ ସଂକ୍ରାନ୍ତି

ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଆଜିଠାରୁ ପୌଷମାସ । ଶ୍ରୀଜଗନ୍ନାଥଙ୍କୁ ପହିଲି ଭୋଗଲାଗି ପରମ୍ପରା ଆଜିଠାରୁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ମାସେ ଧରି ଏହି ନୀତି ଚାଲିବ। ପୌଷମାସ ସାରା ଏ ପରମ୍ପରା ଦେଖିବାକୁ ମିଳିବ । ମକର

ମା’ ଅନ୍ୟ ଘରେ ବାସନ ମାଜୁଥିଲେ କିନ୍ତୁ ପୁଅ ଆଜି IPS ଅଫିସର

ମନରେ ଦୃଢ ଇଚ୍ଛା ଶକ୍ତି ଥାଏ ତେବେ ବୟସ ମଧ୍ୟ ତା’ ସାମ୍ନାରେ ହାର ମାନିଯାଏ । କୌଣସି ଅସମ୍ଭବକୁ ସମ୍ଭବ କରି ଦେଖାଇ ପାରନ୍ତି ଏହି ବ୍ୟକ୍ତି ମାନେ । ଏମିତି ହିଁ ଏକ ଅସମ୍ଭବ କାମ କରି ଅନ୍ୟ