Date: December 17, 2019

Total 13 Posts

ରାଜ୍ୟରେ ସିଏଏ ଲାଗୁ କରେଇ ଦେବିନି- ମମତା

ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ବିରୋଧରେ ତୃଣମୂଳ କଂଗ୍ରେସ ପକ୍ଷରୁ କୋଲକାତାରେ ବିଶାଳ ରାଲି ଅନୁଷ୍ଠିତ ହୋଇଯାଇଛି। ବଞ୍ଚିଥିବା ଯାଏ ପଶ୍ଚିମବଙ୍ଗରେ ସିଏଏ ଏବଂ ଏନ୍‌ଆର୍‌ସି ଲାଗୁ କରାଇଦେବେନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା

ବେଶି ଧାତୁ ନଷ୍ଟ କଲେ କଣ ହୁଏ ?

ଆଜିର ଦିନରେ ଯୁବ ପୀଢି ଏମିତି ଅବସ୍ଥାରେ ରହିଛନ୍ତି  ଯେଉଁ ମାନେ ସବୁ ସମୟରେ କମନା ଏବଂ ବସନା ବିଷୟରେ ହିଁ ଭାବନ୍ତି । ସେମାନେ ସୃଙ୍ଗାର ବହି ଏବଂ ସିନେମା ର କୁପ୍ରଭାହ ର ଶୀକାର ହୋଇ ବିଭିନ୍ନ ଖରାପ

ମୋ ସରକାରରେ ସାମିଲ ହେଲା ମିଶନ ଶକ୍ତି

ମହିଳା, ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗ ମୋ ସରକାରରେ ସାମିଲ ହୋଇଛି। ଫଳରେ ସରକାର ଏହି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ କଥା ହେବେ। ମଙ୍ଗଳବାର ଲୋକସେବା ଭବନରୁ ଭିଡିଓ କନଫରେନସିଂ

ଘରକୁ ଆଣନ୍ତୁ ଏହି ୫ଟି ଜିନିଷ | ଧନର ବର୍ଷା ହେବ…

ଆମେ ଆଜି ଆପଣ ମାନଙ୍କୁ କିଛି ଜନିଷ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଯେଉଁ ଜିନିଷକୁ ନୂତନ ବର୍ଷ ଘରେ ରଖିବା ଦ୍ୱାରା ଆପଣ ମାନଙ୍କ ଘରେ ସୁଖ ଏବଂ ସମୃଦ୍ଧି ପ୍ରବେଶ କରିଥାଏ । ତେବେ

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ : ପ୍ରଦିପ୍ତ ନାଏକ

ରାଜ୍ୟରେ ଯେଉଁଭଳି ଭାବେ ମହିଳାଙ୍କ ଉପରେ ଦୁଷ୍କର୍ମ  ବଢିବାରେ ଲାଗିଛି ଦେଖିଲେ ଲାଗୁଛି ଯେ ରାଜ୍ୟରେ ଗୃହ ବିଭାଗ ନାହିଁ । ରାଜ୍ୟରେ ପୋଲିସ ବିଭାଗ କାମ କରୁନି ।  ଅପରାଧୀମାନଙ୍କର ଆଉ ପୋଲିସ ପ୍ରତି ଭୟ ନାହିଁ ।  ମହିଳା

ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

ଦେଶଦ୍ରୋହ ମାମଲାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ପାକିସ୍ତାନ ପେଶାୱାର କୋର୍ଟ ।   ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁସାରଫ । ଦେଶଦ୍ରୋହ, ଦେଶ ବିରୋଧରେ ଷଡ଼ଯନ୍ତ୍ର ମାମଲାରେ ଆଜି ପରଭେଜ ମୁସାରଫଙ୍କ ନାଁରେ ଶୁଣାଣୀ

ଟିକେ ଅସନ୍ତୁଷ୍ଟ ଅଛନ୍ତି ଜୟନାରାୟଣ

ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ମୁଁ ସଭାପତି ରେଶରେ ନାହିଁ I ମତେ ଏମାନେ ବିରୋଧୀ ଦଳ ନେତା କରି ଦେଲେଣି, ସଭାପତି କଣ କରିବେ ? । ଯଦି ପ୍ରସ୍ତାବ ଆସେ,

ରାତିରେ ଅଧିକ ସମୟ ଶୋଉଛନ୍ତି କି ଆପଣ?

  ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହେଲ୍‌ଦି ଖାଦ୍ୟପେୟ ସହ ଭଲ ନିଦ ମଧ୍ୟ ବହୁତ ଜରୁରୀ ହୋଇଥାଏ। ମଣିଷର ଅନେକ ରୋଗର ଚିକିତ୍ସା ପାଇଁ ନିଦକୁ ହିଁ ସବୁଠାରୁ ଭଲ ମହୋଷୌଧି ଭାବେ ଗଣାଯାଇଥାଏ। ଆଜିକା ଦିନରେ ଲୋକଙ୍କ ମଧ୍ୟରେ କମ୍‌

ଆଜି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ

ଆଜି ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର ପାୱାର ହାଉସ୍‌ ଛକରେ ଥିବା ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଉତ୍କଳ ସମ୍ମିଳନୀର କର୍ମକର୍ତ୍ତା

“ବ୍ରହ୍ମୋସ’ ମିସାଇଲର ସଫଳ ବ୍ୟବହାରିକ ପରୀକ୍ଷଣ

“ବ୍ରହ୍ମୋସ’ ମିସାଇଲର ସଫଳ ପରୀକ୍ଷଣ ହୋଇଛି । ଭାରତ ଓ ଋଷର ମିଳିତ ସହଯୋଗରେ ନିର୍ମିତ “ବ୍ରହ୍ମୋସ’କୁ କ୍ଷେପଣାସ୍ତ୍ର ବିଧ୍ୱଂସକାରୀଭାବେ ବ୍ୟବହାର କରାଯିବ । ଆଜି ସକାଳ 8.45 ମିନିଟରେ ଚାନ୍ଦିପୁର 3 ନମ୍ବର ଲଞ୍ଚପ୍ୟାଡ଼ରୁ “ବ୍ରହ୍ମୋସ’ ମିସାଇଲର ବ୍ୟବହାରିକ ପରୀକ୍ଷଣ

ହାଇସ୍କୁଲ ପିଲାଙ୍କୁ ଗଣିତ ପଢାଇଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା

 ସ୍କୁଲ ପିଲାଙ୍କୁ ଜିଲ୍ଲାପଳ ପାଠ ପଢାଇବା ଅନେକ ଥରେ ଦେଖୁଛୁ ହେଲେ ମନ୍ତ୍ରୀ ମାନେ ପିଲାଙ୍କୁ ପାଠପଢାଇବେ ବହୁତ କମ ଦେଖିବାକୁ ମିଳେ । ଏହାର ଏକ ଉଦାହରଣ ସୃଷ୍ଟି କରିଛନ୍ତି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା