Date: December 18, 2019

Total 18 Posts

ସାହିତ୍ୟ ଏକାଡେମୀ ପୁରସ୍କାରର ଘୋଷଣା, ଓଡିଶାରୁ ତରୁଣକାନ୍ତି ସାମିଲ

କେନ୍ଦ୍ରସାହିତ୍ୟ ଏକାଡେମୀ ବୁଧବାର ଦିନ 23 ଭାଷାରେ ନିଜର ବାର୍ଷିକ ସାହିତ୍ୟ ଏକାଡେମୀ ପୁରସ୍କାରର ଘୋଷଣା କରିଛି । ସାତଟି କବିତା ସଂଗ୍ରହ, ଚାରି ଉପନ୍ୟାସ, ଛଅ କାହାଣୀ ସଂଗ୍ରହ, ତିନି ନିବନ୍ଧ ସଂଗ୍ରହ, ଆତ୍ମକଥା ଏବଂ ଜୀବନୀକୁ ନେଇ ଏହି

ନିର୍ଭୟା ମାଆ କହିଲେ ସାତ ବର୍ଷ ହୋଇଗଲା, ଆଉ କେତେଦିନ

ନିର୍ଭୟା ଘଟଣାରେ 4 ଦୋଷୀ ଅକ୍ଷୟ, ବିନୟ, ମୁକେଶ ଏବଂ ପବନଙ୍କ ଡେଥ ଓ୍ୱେରେଣ୍ଟ ଶୁଣାଣି  ଦିଲ୍ଲୀ ପଟିଆଲା କୋର୍ଟରେ ଘୁଞ୍ଚିଯାଇଛି। ନିର୍ଭୟା ପାଇଁ କେସ ଲଢୁଥିବା ଓକିଲ ୟାଚିକାର ଶୀଘ୍ର ଶୁଣାଣି କରିବାକୁ କୋର୍ଟରେ ଦାବି କରିଛନ୍ତି। ଭିଡିଓ କନଫ୍ରେନ୍ସ

ନାଗରିକତା ସଂଶୋଧନ ଆଇନ ଦ୍ୱାରା ଦେଶର ମୁସଲମାନଙ୍କର କୌଣସି କ୍ଷତି ହେବନି- ଜାମା ମସଜିଦର ସାହି ଇମାମ

ଦେଶରେ ଲାଗୁ ହୋଇଥିବା ନାଗରିକତା (ସଂଶୋଧନ) ଆଇନ ମୁସଲମାନଙ୍କର କୌଣସି କ୍ଷତି ହେବନି। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଦିଲ୍ଲୀ ଜାମା ମସଜିଦର ସାହି ଇମାମ ସୟଦ ଅହମଦ ବୁଖାରୀ । ସେ କହିଛନ୍ତି ଯେ ନାଗରିକତା (ସଂଶୋଧନ) ଆଇନ ଦ୍ୱାରା ଦେଶର

ନିର୍ବାଚନୀ ଫାଇଦା ଉଠାଇବା ପାଇଁ ହିଂସା କରାଉଛନ୍ତି ବିରୋଧୀ- କେଜ୍ରିଓ୍ୱାଲ

ନାଗରିକତା ସଂଶୋଧନ ଆଇନ ବିରୋଧରେ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବିରୋଧ କରିବା ସହ  ନିଆଁ ଜଳୁଛି। ପ୍ରଦର୍ଶନକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଭଙ୍ଗାରୁଜା କରି ଜାତୀୟ ସମ୍ପତ୍ତି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ବୁଧବାର ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ନିର୍ଭୟା ମାମଲା, ଅକ୍ଷୟ ସିଂହର ରିଭ୍ୟୁ ପିଟିସନ ଖାରଜ, ଫାଶୀ ଦଣ୍ଡାଦେଶ କାୟମ

ଏବେ ଫାଶୀ ପାଇବା ସୁନିଷ୍ଚିତ ହୋଇଛି ନିର୍ଭୟା ମାମଲାର ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ସିଂହର। ରିଭ୍ୟୁ ପିଟିସନ ଖାରଜ ହୋଇଛି । ସୁପ୍ରିମକୋର୍ଟ ନିଜର ନିଷ୍ପତ୍ତିରେ କହିଛନ୍ତି ଯେ ଏହି ମାମଲାରେ ଦୋଷୀର ଓକିଲଙ୍କୁ ସମ୍ପୂର୍ଣ୍ଣ ସୁଯୋଗ ଦିଆଗଲା କିନ୍ତୁ ଦୋଷୀର

ଏନଆରସିକୁ ସମର୍ଥନ ନୁହେଁ- ମୁଖ୍ୟମନ୍ତ୍ରୀ

ନାଗରିକତା ସଂଶୋଧନ ବିଲ ପାରିତ ହେବାବେଳେ ବିଜେଡି ସରକାର କେନ୍ଦ୍ରକୁ ସମର୍ଥନ କରିଥିଲା। ଏବେ ଏହା ଆଇନରେ ପରିଣତ ହେବାପରେ ଏହାକୁ ନେଇ ଦେଶର ଅନେକସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏନଆରସି ଉପରେ ମତ ରଖିଛନ୍ତି।

ଭିଜିଲାନ୍ସ ଜାଲରେ ବିଡିଏ ଅଫିସର

ଭିଜିଲାନ୍ସ ଜାଲରେ (ବିଡିଏ) ଭୁବନେଶ୍ୱର ଡେଭଲପମେଣ୍ଟ ଅଥୋରିଟିର ସ୍କେସନ ଅଫିସରଙ୍କ ଘରେ ଭିଜିଲାନ୍ସ ଚଢଉ ହୋଇଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଆଜି ଭୁବନେଶ୍ୱର ବିଡିଏ ସେକ୍ସନ ଅଫିସର  ବିଭୂତିଭୂଷଣ ରାୟଙ୍କ ଘରେ ଭିଜିଲାନ୍ସର ଏକ ଟିମ ଆଜି

ଆଜିଠୁ ୫ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ରାଷ୍ଟ୍ରପତି ଭବନରେ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜନ୍ମଜୟନ୍ତୀ ପାଳନ ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଯୋଗଦେବେ। ଶୁକ୍ରବାର ଏବଂ ଶନିବାର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ବକେୟା ଥିବା

ବିଶ୍ୱର ଅଦ୍ଭୁତ ମ୍ୟୁଜିୟମ୍‌, ଯେଉଁଠି ରହିଛି ୩୦୦ ଗୁପ୍ତାଙ୍ଗ

ବିଶ୍ୱରେ ଅନେକ ଅଦ୍ଭୁତ ମ୍ୟୁଜିୟମ୍‌ ରହିଛି, ଯେଉଁଠି ଅଜବ ପ୍ରକାର ଜିନିଷକୁ ସାଇତି ରଖାଯାଇଛି। ଆଇସ୍‌ଲ୍ୟାଣ୍ଡରେ ଏମିତି ହିଁ ଏକ ମ୍ୟୁଜିୟମ୍‌ ଦେଖିବାକୁ ମିଳିଥାଏ। ମ୍ୟୁଜିୟମ୍‌ର ଖାସ୍‌ କଥା ହେଉଛି, ଏଠାରେ ସାରା ଦୁନିଆର ୩୦୦ ପଶୁଙ୍କର ଲିଙ୍ଗ ବା ଗୁପ୍ତାଙ୍ଗ

ଗୋଟିଏ ମୁଦ୍ରାର ଦାମ୍‌ ୭୧ କୋଟି

କୌଣସି ଜିନିଷର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇଁ ଟଙ୍କା ବ୍ୟବହାର କରାଯାଏ। ପ୍ରତ୍ୟେକ ନୋଟ୍‌ ବା ମୁଦ୍ରାର ଏକ ସ୍ୱତନ୍ତ୍ର ମୂଲ୍ୟ ରହିଛି। ଆମେ ଯେତିକି ଟଙ୍କା ଦେଉ ସେହି ମୂଲ୍ୟର ବସ୍ତୁ ପାଇଥାଉ। ମାତ୍ର କେତେକ ଏଭଳି ମୁଦ୍ରା ରହିଛି

କେଉଁ ଅଭିଶାପ ଯୋଗୁ ସମୁଦ୍ର ପାଣି ହୋଇଥିଲା ଲୁଣିଆ

ସମୁଦ୍ର ପାଣି ଖୁବ୍‌ ଲୁଣିଆ ବୋଲି ସମସ୍ତେ ଜାଣିଛନ୍ତି। ପାଣି ଲୁଣିଆ ହେବା ପଛରେ ଯେପରି ବୈଜ୍ଞାନିକ କାରଣ ଲୁଚି ରହିଛି ସେପରି ପୌରାଣିକ କଥା ମଧ୍ୟ ପ୍ରଚଳିତ। ପୌରାଣିକ କଥା ଅନୁଯାୟୀ ସମୁଦ୍ର ପାଣି ସର୍ବଦା ଲୁଣିଆ ନଥିଲା ବରଂ