Date: December 20, 2019

Total 11 Posts

ସାଥି ବନ୍ଦୀର ଫାଶି ଦଣ୍ଡାଦେଶ ଶୁଣି ଆଖି ବୁଜିଲେ ବିଚାରାଧୀନ କଏଦୀ

ସାଥୀ ବନ୍ଦୀର ମୃତ୍ୟୁ ଦଣ୍ଡାଦେଶ ଶୁଣି ବିଚାରାଧୀନ କଏଦୀର ହୃଦଘାତରେ ମୃତ୍ୟୁ ଘଟିଛି।  ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜେଲ୍‌ରେ । ମୃତକ ହେଲେ ତୁରୀ ମୁଣ୍ଡା ।ଏକ ନାବାଳିକା ଦୁଷ୍କର୍ମ ମାମଲାରେ ତୁରୀ ଜେଲ୍‌ରେ  ଥିଲେ । ଆଜ

ଧରା ପଡ଼ିଲା ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗ

ଏକ ଅନ୍ତରାଜ୍ୟ ଏ.ଟି.ଏମ୍ ହ୍ୟାକର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ସମ୍ବଲପୁର ପୁଲିସ୍‌। ସେମାନଙ୍କଠାରୁ ୧ ଲକ୍ଷ ୪୭ ହଜାର ଟଙ୍କା ସମେତ ହ୍ୟାକିଂରେ ବ୍ୟବହୃତ ବହୁ ଉପକରଣ ଜବତ କରାଯାଇଛି । ସେଥିମଧ୍ୟରୁ ଦୁଇଟି ସ୍ଲଟ ମେସିନ , ୩୦ଟି

ଏହି ୫ଟି କାମ କଲେ ମିଳିବ ମନଲାଖି ବର

.ସାଧାରଣତଃ ଝିଅ ବଡ ହେବା ପରେ ମା’-ବାପା ଝିଅର ବିବାହ ବିଷୟରେ ଚିନ୍ତା କରିଥାନ୍ତି। ମା-ବାପାଙ୍କର ସ୍ୱପ୍ନ ଥାଏ ତାଙ୍କ ଝିଅକୁ ଭଲ ପାତ୍ରଟିଏ ମିଳୁ, ଯେପରି ସେ ପୁରା ଜୀବନ ଝିଅକୁ ଖୁସିରେ ରଖିପାରିବ। ଏହକାରଣରୁ ହିଁ ମା-ବାପା ଅନେକ

ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ କୁଚିଣ୍ଡା ବିଜ୍ଞପିତ ପରିଷଦରେ କାର୍ଯ୍ୟ କରୁଥିବା ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ଚାଲିଥିବା ଜଣାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ସକାଳ ପ୍ରାୟ 6ଟା ସମୟରେ ସମ୍ବଲପୁରର ଭିଜିଲାନସ୍

ଗୋଡ଼ ନଥିବା ଶିଶୁକନ୍ୟାର ମୃତଦେହ ଉଦ୍ଧାର

ଗତକାଲି ରାତ୍ରିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରୁ ଗୋଡ଼ ନଥିବା ଏକ ନବଜାତ ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ନବଜାତ ଶିଶୁକନ୍ୟାଟି କାହାର ଏବଂ କେଉଁଭଳି ପରିସ୍ଥିତିରେ ଏହି ଶିଶୁକନ୍ୟାଟି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପହଞ୍ଚିଲା, ସେଠାରେ

କିଛି ଦିନ ବ୍ୟବଧାନରେ ପୁଣି ଓଡ଼ିଶାକୁ ଲେଉଟିଛି ଶୀତ

କିଛି ଦିନ ବ୍ୟବଧାନରେ ପୁଣି ଲେଉଟିଛି ଶୀତ। ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ସବୁଠି ତାପମାତ୍ରା ହ୍ରାସ ପାଇଛି। ଦାରିଙ୍ଗବାଡି ତାପମାତ୍ରା ପୁଣି ଥରେ ୧୦ ଡିଗ୍ରି ତଳକୁ ଖସିଛି। ଏଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରି ରେକର୍ଡ ହୋଇଛି। ଦାରିଙ୍ଗବାଡ଼ି

୯୦ ଛାତ୍ରଛାତ୍ରୀ ପିକ୍‌ନିକ୍‌ରୁ ଫେରି ଅସୁସ୍ଥ

କଟକ ଜିଲ୍ଲା ଆଠଗଡ଼ ଅନ୍ତର୍ଗତ ଖୁଣ୍ଟୁଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକ୍‌ନିକ୍‌  କରିବାକୁ ଯାଇଥିଲେ। ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତୀ ଅସୁସ୍ଥ ହୋଇ ପଡ଼ିଛନ୍ତି। ଅଖାଦ୍ୟ ଯୋଗୁ ଏଭଳି

ଶ୍ରୀମଲ୍ଲିକାର୍ଜୁନ ମନ୍ଦିର: ଏବେ ଦର୍ଶନ କରିବା ହେବ ସହଜ

ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ କୃଷ୍ଣା ନଦୀ କୂଳରେ ଶ୍ରୀଶୈଳ ପର୍ବତ ଉପରେ ଶ୍ରୀମଲ୍ଳିର୍କାନ ମନ୍ଦିର ଅବସ୍ଥିତ। ଏହାକୁ ଦକ୍ଷିଣର କୈଳାସ କୁହାଯାଇଥାଏ। ଧର୍ମଗ୍ରନ୍ଥରେ ଏହି ସ୍ଥାନର ମହିମା ବିଷୟରେ ଉଲ୍ଳେଖ କରାଯାଇଛି। ମହାଭାରତ ଅନୁଯାୟୀ ଶ୍ରୀଶୈଳ ପର୍ବତ ଉପରେ ଭଗବାନ ଶିବଙ୍କ

କାହାକୁ କାମୁଡିବା ପରେ କଣ ହୁଏ ସାପର ଅବସ୍ଥା

ଦୁନିଆରେ ଆପଣ ବହୁତ ପ୍ରକାରର ସାପ ଦେଖିଥିବେ ଓ ତା ବିଷୟରେ ଆପଣ ବହୁତ କିଛି ଶୁଣିଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ସାପମାନଙ୍କ ବିଷୟରେ ଏଭଳି କିଛି ରହସ୍ୟ କହିବାକୁ ଯାଉଛୁ ଯାହା ବୋଧହୁଏ ଆପଣ ପୂର୍ବରୁ କେବେବି ଶୁଣିନଥିବେ।

ହନୁମାନ ନିଜ ଲିଖିତ ରାମାୟଣକୁ ସମୁଦ୍ରକୁ କାହିଁକି ଫିଙ୍ଗିଥିଲେ

ଭଗବାନ ରାମଚନ୍ଦ୍ରଙ୍କର ଜୀବନ ଉପରେ ଆଧାରିତ ରାମାୟଣ ଅନେକ ପ୍ରକାରରେ ରଚନା କରାଯାଇଛି ଯେପରିକି ଆଦି ରାମାୟଣ ବା ବାଲ୍ମୀକି ରାମାୟଣ, ଶ୍ରୀରାମଚରିତମାନସ,ଅଦ୍ଭୁତ ରାମାୟଣ ଏବଂ ଆନନ୍ଦ ରାମାୟଣ । କିନ୍ତୁ ଆପଣ ଜାଣନ୍ତି କି ନିଜ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କୁ

ନଜ ପାଇଁ ନୂଆ ପରିଚୟ ସୃଷ୍ଟି କରିବେ

ମେଷ: ସୁଖ ଓ ସୌଭାଗ୍ୟ ବୃଦ୍ଧି। ଆର୍ଥିକ ସ୍ଥିତି ମଜଭୁତ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧଳା। ଶୁଭସ˚ଖ୍ୟା: ୮। ବୃଷ: ନଜ ପାଇଁ ନୂଆ ପରିଚୟ ସୃଷ୍ଟିକରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ବନ୍ଧୁ ମିଳନ। ଶୁଭରଙ୍ଗ: ମେରୁନ।