Date: December 21, 2019

Total 22 Posts

ଭାସ୍କରଚନ୍ଦ୍ର ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଶିଶୁ ପ୍ରତିଭା ଓ ବିଜ୍ଞାନ ମେଳା

 ସୋର, (ରଞ୍ଜିତ ମହାକୁଡ ) :  ସୋର ବ୍ଲକ ମାଣିପୁର ପଂଚାୟତ ଅଧୀନ ଭାସ୍କରଚନ୍ଦ୍ର ବିବେକାନନ୍ଦ ଶିକ୍ଷା କେନ୍ଦ୍ର ରେ କଳା ଏବଂ ସଂସ୍କୃତି ବିଭାଗ, ଉତ୍କଳ ଶିକ୍ଷା ପରିଷଦ ପକ୍ଷରୁ ଏକ ସଂକୁଳ ସ୍ତରୀୟ ଶିଶୁ ମେଳା ଏବଂ ବିଜ୍ଞାନ

ଉତ୍ତରପ୍ରଦେଶରେ 400 ଗିରଫ, 21 ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ

ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଶୁକ୍ରବାର ଉତ୍ତରପ୍ରଦେଶର ବହୁ ଜିଲ୍ଲାରେ ହିଂସାକାଣ୍ଡରେ 13 ଜଣ ପ୍ରାଣହରାଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ 8 ବର୍ଷର ଶିଶୁ ସାମିଲ ଅଛନ୍ତି। ସେହିପରି ମେରଠରେ 4, ବିଜନୌର, କାନପୁର, ସମ୍ଭଲରେ ଦୁଇ ଦୁଇ ଜଣ,

କର୍ମଚାରୀଙ୍କୁ ଚକ୍ ମାଦେଇ ମନ୍ତ୍ରୀ ପହଞ୍ଚିଲେ ପ୍ରଶିକ୍ଷଣ ଶିବିରରେ , ତା’ ପରେ…

ନିଜ ବିଭାଗକୁ ଚଳଚଞ୍ଚଳ କରିବା ପାଇଁ କୃଷିମନ୍ତ୍ରୀ ଦିନ ରାତି ଏକ କରି କାମ କରୁଛନ୍ତି । ଲୋକସେବା ଭବନ ନୁହେଁ, ବଂର ଅଧିକାଶ ସମୟ କୃଷିଭବନରେ ରହିଛି ମନ୍ତ୍ରୀ କୃଷି ଓ କୃଷକ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଉଛନ୍ତି ।

ନୂଆ ବର୍ଷରେ ନିଆ ପିସିସି !

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଭାପତି ପଦରୁ ହଟିବେ ବୋଲି  ଚର୍ଚ୍ଚା ହେଉଛି।  ତାଙ୍କ ବଦଳରେ ଜଣେ ଯୁବ ନେତୃତ୍ୱକୁ ପିସିସି ମଙ୍ଗ ଧରାଇବା ପାଇଁ ଦିଲ୍ଲୀରେ ଚାଲିଛି ବିଚାର ବିମର୍ଷ । ଜାନୁଆରୀ ମାସରେ ପିସିସି ସଭାପତି ପଦରୁ ନିରଞ୍ଜନଙ୍କୁ

ପର୍ଯ୍ୟଟନ ଋତୁରେ ବୁଲିଯାଆନ୍ତୁ କେନ୍ଦୁଝରର ତୃପ୍ତି ସଫାରି

ଓଡିଶା ମାନଚିତ୍ରରେ କେନ୍ଦୁଝର ଜିଲ୍ଲାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନସ୍ଥଳି ରହିଛି । ପର୍ଯ୍ୟଟନ ଋତୁ ଆସିଲେ ପିକନିକ ପାଇଁ ଜିଲ୍ଲାକୁ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । କିନ୍ତୁ ଏବେ ଏହି ଜିଲ୍ଲାର ଅଦିବାସୀ ଅଧ୍ୟୁସିତ ହରିଚନ୍ଦନପୁର ବ୍ଲକ ଅଂଚଳରେ

ମହେନ୍ଦ୍ରନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ସୋର, (ରଞ୍ଜିତ ମହାକୁଡ ) : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ଅଧୀନ ମହେନ୍ଦ୍ରନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ  ଶଶୀକାନ୍ତ ବାରିକଙ୍କ ଅଧକ୍ଷତାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ରେବତୀ ଜେନା ପତାକା ଉତୋଳନ କରିଥିଲେ।

ପୁଅ ମୋହରେ ଅନ୍ଧ ହୋଇ ନିଜ ଦୃଢ ପ୍ରତିଜ୍ଞା ଭାଙ୍ଗିଥିଲେ ଗାନ୍ଧାରୀ

ମହାଭାରତ ସମୟର ମହାରାଣୀ ଗାନ୍ଧାରୀ ହେଉଛନ୍ତି ଅନ୍ୟତମ ମୁଖ୍ୟ ଚରିତ୍ର । ଅନ୍ୟ ସମସ୍ତ ଚରିତ୍ର ଅପେକ୍ଷା ଜଣେ ପତିବ୍ରତା ନାରୀ ଭାବେ ସେ ବେଶୀ ପରିଚିତା । ଗାନ୍ଧାରୀ ଗାନ୍ଧାର ନରେଶ ମହାରାଜା ସୁବଳଙ୍କର ଏକମାତ୍ର ଝିଅ ଥିଲେ ।

“ଯେବେ ପାକିସ୍ତାନର 93000 ସୈନିକ ଭାରତ ନିକଟରେ ଆତ୍ମସମର୍ପଣ କରିଥିଲେ”

 ଡିସେମ୍ବର 16 ଭାରତ ଇତିହାସ ପାଇଁ ଏକ ଐତିହାସିକ ଦିନ । 1971 ମସିହା 16 ଡିସେମ୍ବର ଦିନ ପାକିସ୍ତାନ ଭାରତ ନିକଟରେ 93000 ସୈନକଙ୍କ ସହ  ଆତ୍ମସପର୍ମଣ କରିଥିଲା । 1971 ଯୁଦ୍ଧରେ କେବଳ ଭାରତ ଯୁଦ୍ଧ ଜିତିନଥିଲା  ବରଂ

2019 ନିର୍ବାଚନର ହାଲଚାଲ୍…

ଅମିତ ଶାହ ରେକର୍ଡ, ୫.୩୦ ଲକ୍ଷ ଭୋଟ ଆଗରେ ପ୍ରଥମଥର ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରେକର୍ଡ କରିଛନ୍ତି। ତାଙ୍କୁ ଦଳ ଗୁଜରାଟ୍‌ର ଗାନ୍ଧି ନଗରରୁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ୨୧

ରିୟଲ ହିରୋ ଓ୍ୱିଙ୍ଗ କମାଣ୍ଡର- ଅଭିନନ୍ଦନ ବର୍ଥମାନ

2019 ଫେବୃଆରୀ 27 ତାରିଖ ସକାଳେ ଖବର ଆସିଲା ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-21 ବିସୋନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍‌କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା

ଧାରା 370 ଉଚ୍ଛେଦ ଏକ ଐତିହାସିକ ଭୁଲର ସଂଶୋଧନ…

 ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଓ ୩୫ ଏ ହଟାଇବାକୁ ଦାବି କରାଗଲା।  ଲକ୍ଷାଧିକ ସଂଖ୍ୟାରେ ଲୋକ ଜାମ୍ମୁ କାଶ୍ମୀରରେ ଧାରା ୩୭୦ ହଟାଇବାର ଦାବି ଅଛି , ଲୋକଙ୍କ କହିବା କଥା କି ଧାରା ୩୭୦ ଓ ୩୫ ଏ କୁ ଶେଷ କରି ତତ୍ କାଳ