Date: December 22, 2019

Total 6 Posts

ବାରବାଟୀ ଦେଲା ବର୍ଷର ଶେଷ ବିଜୟ

 କଟକରେ କମାଲ କଲେ କୋହଲି ଆଣ୍ଡ କୋ । ଫାଇନାଲ ଫାଇଟରେ ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ମାତ ଦେଇ ଦିନିକିଆ ସିରିଜ କବଜା କଲା ବିରାଟ ବାହିନୀ । ରୋହିତ, ରାହୁଲ ଏବଂ ଅଧିନାୟକ କୋହଲିଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଣ୍ଣାୟକ

ସବୁଠାରୁ ଖରାପ ବର୍ଷ ହୋଇପାରେ ୨୦୨୦, ୫୦୦ ବର୍ଷ ତଳୁ ଭବିଷ୍ୟବାଣୀ କରିଛନ୍ତି ଫ୍ରାନ୍ସର ମହାନ୍‌ ଜ୍ୟୋତିଷ

ଭବିଷ୍ୟତରେ କ’ଣ ଘଟିବ ତାହା କେହି ଜାଣନ୍ତି ନାହିଁ। ତଥାପି ଭବିଷ୍ୟତକୁ ନେଇ ଅନେକ ଚର୍ଚ୍ଚା ଲାଗି ରହିଛି। ବହୁବର୍ଷ ପୂର୍ବେ ଦୁନିଆ ବିଷୟରେ ଫ୍ରାନ୍ସର ଭବିଷ୍ୟତବକ୍ତା ବା ଜ୍ୟୋତିଷ ମାଇକେଲ ଦି ନୋସ୍‌ଟ୍ରାଦମସ୍‌ ବହୁ ଭବିଷ୍ୟବାଣୀ କରିଛନ୍ତି। ୧୫୦୩ ମସିହାରେ

ଯୌବନକୁ ଚିରସ୍ଥାୟୀ ରଖିବାକୁ ଶୋଇବା ପୂର୍ବରୁ ନିଶ୍ଚୟ ଆପଣାନ୍ତୁ ଏହି ୩ଟି ଉପାୟ

ବୟସ ଯେତେ ଅଧିକ ହେଲେ ମଧ୍ୟ ସବୁ ଝିଅ ନିଜ ବୟସଠାରୁ କମ୍‌ ଦେଖାଯିବାକୁ ଚାହିଁଥାନ୍ତି। ବୟସ କମାଇବାକୁ ଯୁବତୀମାନେ ବଜାରର ବିଭିନ୍ନ ପ୍ରକାରର ଆଣ୍ଟି ଏଜିଙ୍ଗ୍‌ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ଦାମୀ ହେବା ସହ ମାତ୍ର

ସିମଲା ଲଙ୍କାର ହାଲୱା

ହାଲୱା ତ ସମସ୍ତେ ଖାଇଥିବେ, କେବଳ ଗୋଟିଏ ନୁହେଁ ଆପଣ ଅନେକ ପ୍ରକାରର ହାଲୱା ଖାଇଥିବେ କିନ୍ତୁ କେବେ ଆପଣ ଲଙ୍କାର ହାଲୱା ଖାଇଛନ୍ତି କି ? ଶୁଣିବାକୁ ଟିକିଏ ଅଜବ ଲାଗୁଥିବା ନିଶ୍ଚୟ କିନ୍ତୁ ଥରେ ଏହାକୁ ବନାଇ ଖାଇବା

ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ଲଢ଼େଇ

ଆଜି ବାରବାଟୀରେ ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ନିର୍ଣ୍ଣାୟକ ଲଢ଼େଇ ହେବ। ଏହି ମ୍ୟାଚ୍‌ ଜିତି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ଉଭୟ ଟିମ୍‌ ରହିଛନ୍ତି। ତେବେ ବାରବାଟୀ ମୁକାବିଲା ନେଇ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ ଯାନବାହନକୁ ଦର୍ଶକମାନେ ବାଲିଯାତ୍ରା ଉପର

ଅଳସୁଆ ଅନୁଭବ କରିପାରନ୍ତି

ମେଷ: ଦିନଟି ଭଲରେ କଟିବ। ଅଧିକ ପରିଶ୍ରମ କରିବେ। ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ବୃଷ:  ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ମିଥୁନ:  ଆର୍ଥିକ ସ୍ଥିତି ଭଲ ରହିବ। ବନ୍ଧୁଙ୍କ ସହ