latest

Date: December 23, 2019

Total 18 Posts

ପ୍ରସବ ସମୟରେ ମୁଣ୍ଡ ଛିଣ୍ଡିଗଲା, ଗର୍ଭରେ ରହିଗଲା ଶିଶୁରଦେହ

ତେଲେଙ୍ଗାନାରେ ଜଣେ ଗର୍ଭବତୀ ମହିଳାଙ୍କର ପ୍ରସବ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ପ୍ରସବ ସମୟରେ  ନବଜାତର ମୁଣ୍ଡ କଟିଯାଇଛି। ନବଜାତର ମୁଣ୍ଡଟି କଟିଯାଇ ଡାକ୍ତରଙ୍କ ହାତକୁ ଆସିଯାଇଥିବା ବେଳେ ଗଣ୍ଡିଟି ମା‘ର ପେଟରେ ହିଁ ରହିଯାଇଛି ।  ଏହି

ସିଏଏ ପୋଷ୍ଟର ହଟାଇବାକୁ ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନାଗରିକତା ସଂଶୋଧନ ଆଇନକୁ  ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ପଶ୍ଚିମବଙ୍ଗ ସରକାର ମମତା ବାନାର୍ଜୀ  ସିଏଏ ଲାଗୁ କରାଇ ଦେବେନାହିଁ ବୋଲି କହିଥିଲେ। ଏହାସହ ସେ ବିଭିନ୍ନ ସ୍ଥାନରେ ସିଏଏ ବିରୋଧରେ ପୋଷ୍ଟର ଲଗାଇଥିଲେ । ହେଲେ ତାଙ୍କୁ  କୋଲକାତା

ବିଜେଡି ବିଧାୟକଙ୍କ ଟିକଟକି ଭିଡିଓ ଭାଇରାଲ

ପାରାଦୀପର ବିଜେଡି ବିଧାୟକ ସମ୍ବିତ ରାଉତରାୟ ସାପ ଖେଳାଉଥିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଟିକ୍‌ଟକ୍‌ ଭିଡିଓରେ ସମ୍ବିତ ଗୋଟିଏ ଢମଣା ସାପକୁ ଧରି ଖେଳାଉଥିବା ଦେଖିବାକୁ ମିଳିଛି । 11 ସେକେଣ୍ଡର ଏହି ଭିଡିଓରେ ଦେଖିବାକୁ ମିଳିଛି

ରଘୁବର ଦାସଙ୍କ ଦମ୍ଭୋକ୍ତି- ବିଜେପି ଗଢିବ ସରକାର

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ୍‌ ଗଣତି ଚତୁର୍ଥ ରାଉଣ୍ଡ ଶେଷ ହୋଇଛି। ଏଯାବତ୍ ମିଳିଥିବା ଟ୍ରେଣ୍ଡ୍‌ରେ କଂଗ୍ରେସ-ଜେଏମ୍‌ଏମ୍‌ ମେଣ୍ଟ ବିଜେପିଠାରୁ ଆଗୁଆ ଥିଲେ ବି ବିଜେପି  ସରକାର ଗଠନ କରିବ ବୋଲି ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦାବି କରିଛନ୍ତି। ସୋମବାର ସକାଳେ

ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର କରିବାକୁ କଂଗ୍ରେସ ଦାବି

ଭୁବନେଶ୍ୱର ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ ସ୍ଥାନାନ୍ତର କରିବାକୁ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଦାବି କରିଛନ୍ତି । ଏହି ଦାବିପୂରଣ ନେଇ ସେ ସରକାରଙ୍କୁ 35 ଦିନର ସମୟ ଦେଇଛନ୍ତି ।  ଭୁବନେଶ୍ୱରରେ ଥିବା ଦାରୁଠେଙ୍ଗ ଡମ୍ପିଂ ୟାର୍ଡ଼ରେ ସମସ୍ତ ଅଳିଆ

ଅମିତାଭ ବଚ୍ଚନ ଅସୁସ୍ଥ, ଗ୍ରହଣ କରି ପାରିବେନି ଦାଦା ସାହେବ ଫଲକେ ଆଓ୍ୱାର୍ଡ

ବଲିଉ଼ଡର ମହାନାୟକ ଅମିତାଭବଚ୍ଚନଙ୍କ ଅସୁସ୍ଥତା ଖବର ଆସିଛି। ଏଥିପାଇଁ ସେ ଦିଲ୍ଲୀରେ ଆୟୋଜିତ ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ସାମିଲ ହୋଇପାରିବେ ନାହିଁ । ଅମିତାଭ ବଚ୍ଚନ ନିଜେ ତାଙ୍କ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଦିଲ୍ଲୀରେ ଆୟୋଜିତ ରାଷ୍ଟ୍ରୀୟ

ଶ୍ରମ ବିଭାଗ ସାମିଲ ହେବ ମୋ ସରକାର

ନୂଆ ବର୍ଷରେ ଶ୍ରମ ବିଭାଗ ସାମିଲ ହେବ ମୋ ସରକାର ଯୋଜନା । ସ୍ୱଚ୍ଛତା ସହ ଶ୍ରମିକମାନଙ୍କୁ ସରକାରୀ ସୁବିଧା ମିଳିପାରିବ, ମଧ୍ୟସ୍ଥି ରହିବେନି, ସେ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର।  ଶ୍ରମ ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ

ସିଏଏ ସପକ୍ଷରେ କୋଲକାତାରେ ରାଲି କରିବେ ନଡ୍ଡା

ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ସମର୍ଥନ ଜଣାଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଆଜି  କୋଲକାତାରେ ରାଲି କରିବେ । ଏହି ରାଲି ଅପରାହ୍ନ 12 ଟାରେ ସୁବୋଧ ମଲିକ ଛକରୁ ବାହାରି ଶ୍ୟାମବଜାରରେ ଶେଷ ହେବ

ଆଳୁ ସହ ଏହିସବୁ ଜିନିଷ ଦାନ୍ତ ଯନ୍ତ୍ରଣାରୁ ଦେଇଥାଏ ମୁକ୍ତି

ଭଲଭାବେ ଦାନ୍ତ ସଫା ନକରିବା କିମ୍ବା ଥଣ୍ଡା ପିଇବାରେ ତୁରନ୍ତ କିଛି ଗରମ ଜିନିଷ ପିଇବା ଦ୍ୱାରା ଦାନ୍ତରେ ଯନ୍ତ୍ରଣା ହୋଇଥାଏ। ଏପରି ହେବା ଦ୍ୱାରା ଲୋକମାନଙ୍କୁ ଡାକ୍ତରଙ୍କ ପାଖକୁ ଯିବା ବ୍ୟତୀତ ଅନ୍ୟ କିଛି ଉପାୟ ଦେଖାଯାଇନଥାଏ। କିନ୍ତୁ ଆମେ

୨୫୦ରୁ ଅଧିକ ନକ୍ସଲ ସମର୍ଥକଙ୍କ ଆତ୍ମସମର୍ପଣ

ମାଲକାନଗିରି ଜିଲ୍ଲା ମହୁପଦର ଅଞ୍ଚଳର ୨୫୦ରୁ ଅଧିକ ନକ୍ସଲ ସମର୍ଥକ ଗତକାଲି ମାଥିଲି ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଉ ପୁଲିସ୍‌ ସେମାନଙ୍କୁ ମାଗଣାରେ କମ୍ବଳ ଓ ଡ୍ରେସ ବଣ୍ଟନ କରିଛନ୍ତି। ଗତ ଦିନରେ ଏମାନେ ପୁଲିସ୍‌ ବିରୋଧରେ ନକ୍ସଲଙ୍କ ପାଇଁ

ନିଜ ପ୍ରିୟଜନଙ୍କୁ ଏହି ସବୁ ଉପହାର ଦେଲେ ବଢ଼ିବ ଆପଣଙ୍କ ଧନ

କୌଣସି ବିଶେଷ ଉତ୍ସବରେ କାହାକୁ ଉପହାର ଦେଲେ ବା କାହାଠୁ ଉପହାର ପାଇଲେ ଭାରି ଖୁସି ଲାଗେ ।  ଯଦି କୌଣସି ଖାସ ଉତ୍ସବରେ କାହାକୁ କିଛି ଉପହାର ଭାବେ ଦିଆଯାଏ ଏହାକୁ ଖୁବ ଶୁଭ ମଧ୍ୟ ଧରାଯାଏ ।  କୁହାଯାଏ