Date: December 24, 2019

Total 19 Posts

ଜାଣନ୍ତୁ ଦେଶର କେଉଁଠାରେ ଖୁବ୍‌ ଧୁମ୍‌ଧାମ୍‌ରେ କରାଯାଏ ଯୀଶୁଙ୍କୁ ସ୍ୱାଗତ

ଜଗତରେ ଶାନ୍ତି, ପ୍ରେମ ଓ ଖୁସିର ବାର୍ତ୍ତା ବହନ କରୁଥିବା ବଡ଼ଦିନକୁ ଖୁବ୍ ଧୁମ୍‌ଧାମ୍‌ରେ ପାଳନ କରିଥାନ୍ତି ବିଶ୍ୱବାସୀ। ଜାତି, ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ପାଳନ କରାଯାଉଥିବା ଏହି ପର୍ବ ପାଇଁ ସାରା ବର୍ଷ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି।

ସଲ୍‌ମାନ୍‌ଙ୍କ ସହ ଡେବ୍ୟୁ କରିବେ ସୂରଜ ବଡ଼ଜାତ୍ୟାଙ୍କ ପୁଅ

ବଲିଉଡ୍‌ର ଜଣାଶୁଣା ଫିଲ୍ମ ନିର୍ମାତା ଓ ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ପୁଅ ଦେବାଂଶ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ତାଙ୍କ ବାପାଙ୍କ ଭଳି ନିର୍ଦ୍ଦେଶନା କ୍ଷେତ୍ରରେ ନିଜ କ୍ୟାରିୟର ଆରମ୍ଭ କରିବାକୁ ସ୍ଥିର କରିଛନ୍ତି। ଚର୍ଚ୍ଚା ହେଉଥିଲା ଯେ

ବିଜେପିର ଯୁକ୍ତି ପଡ଼ିବନି ଫରକ, ଭିତରେ ଭିତରେ ବିଜେଡି ଖୁସ୍

ଝାଡ଼ଖଣ୍ଡରେ ବିଜେପିକୁ ଝଟ୍କା ଓ ଜେଏମ୍ଏମ୍ ମେଣ୍ଟକୁ ବିପୁଳ ସଫଳତା ପରେ ଓଡ଼ିଶାରେ ଚର୍ଚ୍ଚା। ଝାଡ଼ଖଣ୍ଡ ରେଜଲ୍ଟ ଓଡିଶା ଉପରେ  କି ପ୍ରଭାବ ପକାଇବ? ହେମନ୍ତ ସୋରେନ୍‌ଙ୍କ ବିଜୟ ପରେ ଖାସ୍ କରି ଉତ୍ତର-ପଶ୍ଚିମ ଓଡ଼ିଶାରେ କ୍ରମଶଃ ନିଜର ସତ୍ତା ହରାଉଥିବା

ଓଡ଼ିଶା ବଜାରରେ ଇଜିପ୍ଟ ପିଆଜ, ଗୋଟା ଅଧ କେଜି

ଓଡ଼ିଶାକୁ ଆସିଛି ଇଜିପ୍ଟ ପିଆଜ। ସାରା ଦେଶରେ ଏବେ ପିଆଜ ଦର ଅହେତୁକ ବଢ଼ିବା ପରେ ଇଜିପ୍ଟରୁ ପିଆଜକୁ ଆମଦାନୀ କରାଯାଇଛି। ରାଜ୍ୟର ଚାହିଦା ମେଣ୍ଟାଇବା ପାଇଁ ଏହି ପିଆଜକୁ ଅଣାଯାଇଛି। ଏହି ପିଆଜର ଓଜନ ଗୋଟା ଅଧ କେଜିରୁ ଅଧିକ

ଅବହେଳିତ ଅବସ୍ଥାରେ ସୋରର ଶିଶୁ ଉଦ୍ୟାନ

ଅବହେଳିତ ଅବସ୍ଥାରେ ସୋରର ଏକମାତ୍ର ଶିଶୁ ଉଦ୍ୟାନ। ଖତ ଖାଉଛି ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ । ପ୍ରଶାସନର ଉଦାସୀନତା ଯୋଗୁ ଶିଶୁ ଉଦ୍ୟାନ ମାଟିରେ ମିଶିବାକୁ ଯାଉଥିବା ଅଭିଯୋଗ ହୋଇଛି । ସେପଟେ କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି, ଉଦ୍ୟାନର

ଏଥର ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ଼ରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼

ଏଥର ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼।  ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ପରେଡରେ ପ୍ରଦର୍ଶିତ ହେବ । ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ପାଇଁ  ଓଡ଼ିଶା ଯୋଗ୍ୟ ବିବେଚିତ ହୋଇଛି। ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ

ଦେଶର ପ୍ରଥମ ଦୂରଗାମୀ ସିଏନ୍‌ଜି ବସ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀର ଜବାହାରଲାଲ ନେହରୁ ଷ୍ଟାଡିୟମରେ ମଙ୍ଗଳବାର ଦେଶରେ ପ୍ରଥମ ଥର ପାଇଁ ଦୂରଗାମୀ ସିଏନ୍‌ଜି ବସର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେ କହିଛନ୍ତି ଯେ,

ପ୍ଲାଏ ଓଭରତଳେ ଫସିରହିଛି ବିମାନ, ଟ୍ରାଫିକ୍ ଜାମ୍

ପଶ୍ଚିମବଙ୍ଗରେ ଗୋଟିଏ ସ୍ଥାନରେ ଫ୍ଲାଏ ଓଭର ତଳେ ଏକ ଖରାପ ବିମାନ ଫସିଯାଇଥିବା ଜଣାଯାଇଛି । ପରିତ୍ୟକ୍ତ ବିମାନକୁ ଟ୍ରକ ଯୋଗେ ନିଆଯାଉଥିଲା । ଦୁର୍ଗାପୁରର 2 ନମ୍ବର ଜାତୀୟ ରାଜପଥ ଦେଇ ବିମାନ ବୋଝେଇ ଟ୍ରକ ଯିବା ବେଳେ ରାସ୍ତା

କଂଗ୍ରେସ ମୁକ୍ତ ନୁହେଁ ବିଜେପି ମୁକ୍ତ ହେବାକୁ ଯାଉଛି ଭାରତ- ଶିବସେନା

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ହେବାପରେ ଶିବସେନା ଏନେଇ କଡ଼ା ସମାଲୋଚନା କରିଛି। ଶିବସେନା ମୁଖପତ୍ର ସାମନାରେ ଏନେଇ ଏକ ଲେଖା ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ, ବିଜେପି ‘କଂଗ୍ରେସ ମୁକ୍ତ ଭାରତ’ ଘୋଷଣା କରିଥିଲା। ତେବେ ଏହା

ଜାଣନ୍ତୁ ବର୍ତ୍ତମାନ କେଉଁଠି ଅଛି ମହାଭାରତର ଏହି ପ୍ରାଚୀନ ସହର

ପ୍ରସିଦ୍ଧ ହିନ୍ଦୁ ଗ୍ରନ୍ଥ ମହାଭାରତରେ ଉଲ୍ଳେଖିତ ଅନେକ ପ୍ରାଚୀନ ସହର ଆଜି ମଧ୍ୟ ଅବସ୍ଥିତ, ଯାହା ବର୍ତ୍ତମାନ ଭାରତ, ପାକିସ୍ତାନ ଏବଂ ଆପଗାନିସ୍ତାନରେ ବିସ୍ତାରିତ ହୋଇ ରହିଛି। କିନ୍ତୁ ଆଜି ଆମେ ଆପଣଙ୍କୁ ସେହି ପ୍ରାଚୀନ ସହର ସମ୍ପର୍କୀତ କିଛି ରୋଚକ

ଜାଣନ୍ତୁ ଆରତୀରେ କାହିଁକି କୁହାଯାଏ କର୍ପୁରଗୌରଂ. . . ମନ୍ତ୍ର ?

କୌଣସି ବି ମନ୍ଦିର ହେଉ କିମ୍ବା ଘରେ ପୂଜା କରୁଥିଲେ କିଛି ମନ୍ତ୍ର ଜପ କରାଯାଇଥାଏ। ସମସ୍ତ ଦେବା ଦେବୀଙ୍କ ମନ୍ତ୍ର ଅଲଗା ଅଲଗା ଅଟେ। କିନ୍ତୁ ଯେତେବେଳେ ବି କୌଣସି ଠାକୁରଙ୍କୁ ଆରତୀ କରାଯାଏ ସେତେବେଳେ ଏହି ମନ୍ତ୍ର ନିଶ୍ଚୟ