Date: December 25, 2019

Total 12 Posts

ବାଜପେୟୀଙ୍କ ତୈଳଚିତ୍ର ଉନ୍ମୋଚନକୁ ଗଲେନି ମମତା

ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନକର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ରହିଥିବା ତୁ ତୁ ମେଁ ମେଁ ବାବଦରେ କାହାକୁ ମଧ୍ୟ ଅଛପା ନାହିଁ। ତେବେ ଏହି ବିବାଦ ଏବେ ଭିନ୍ନ ସ୍ତରରେ ପହଞ୍ଚିଯାଇଛି। ଆଜି ପଶ୍ଚିମବଙ୍ଗ ରାଜଭବନରେ ପୂର୍ବତନ

ବଢ଼ୁଛି ଶୀତର ପ୍ରକୋପ

ଗତ କିଛି ଦିନ ହେବ ରାଜ୍ୟରେ ଶୀତର ଲହରୀ ବଢ଼ି ବଢ଼ି ଚାଲିଛି। ପ୍ରବଳ ଶୀତ ଯୋଗୁ କିଛି ସ୍ଥାନରେ ଜନଜୀବନ ଅସ୍ତବ୍ୟସ୍ତ ହେଇପଡ଼ୁଛି। ଗତକାଲି ଫୁଲବାଣୀରେ ତାପମାତ୍ରା ୯.୩ ଡିଗ୍ରୀକୁ ଖସିଆସିଥିବା ବେଳେ ଅନୁଗୋଳରେ ପାରଦ ୧୦ ଡିଗ୍ରୀକୁ ଖସିଆସିଛି।

ମାଣ୍ଡିଆ ମଣ୍ଡି ଆରମ୍ଭ କଲେ ଅରୁଣ

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ବଡପଡାଠାରେ ପ୍ରଥମଥର ପାଇଁ ଆରମ୍ଭ ହେଲା ମାଣ୍ଡିଆ ମଣ୍ଡି । କୃଷିମନ୍ତ୍ରୀ ଅରୁଣ ସାହୁ ସ୍ୱାଭିମାନ ଅଞ୍ଚଳରେ ମାଣ୍ଡିଆ ମଣ୍ଡିର ଶୁଭ ଉଦଘାଟନ କରିଛନ୍ତି।  ବିଚ୍ଛିନ୍ନାଞ୍ଚଳକୁ ସ୍ୱାଭିମାନ ଅଞ୍ଚଳ ଘୋଷଣା ପରେ ଏଠାରେ କୃଷିକ୍ଷେତ୍ର ବିକାଶର

ଏମସ ପରିସରରେ ବାଜପେୟୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ଏମସ୍ ପରିସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଉନ୍ମୋଚନ କରିଛନ୍ତି।ବାଜପେୟୀଙ୍କ ୯୫ତମ ଜନ୍ମଦିବସ ଅବସରରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଥିଲେ ଯେ, ଭୁବନେଶ୍ୱରରେ

ବିଜେଡିକୁ ଘେରିଲା ବିଜେପି

ବିଜେଡି ଆସନ୍ତାକାଲି ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଥିବାବେଳେ ରାଜ୍ୟରେ ବିକାଶର ବିଫଳତା ପ୍ରସଙ୍ଗ ଉଠାଇ ବିଜେଡିକୁ ଘେରିବାକୁ ବିଜେପି ଉଦ୍ୟମ କରିଛି। ବିଜେଡି ଗଠନ ପରଠୁ ଆଜିପର୍ଯ୍ୟନ୍ତ କ୍ଷମତାରେ ରହିଥିବାବେଳେ ଏତେ ବର୍ଷ ମଧ୍ୟରେ ଓଡ଼ିଶା ବିକାଶର

ଚକୋଲେଟ୍‌ କେକ୍‌

  ଆଜି ଖ୍ରୀଷ୍ଟମାସ ବା ବଡଦିନ। ଏହି ପର୍ବକୁ ସାରା ବିଶ୍ୱ ପାଳନ କରେ। ଏହି ପର୍ବରେ ଲୋକମାନେ କେକ ଖୁଆଇ ପର୍ବକୁ ସେଲିବ୍ରେଟ୍‌ କରନ୍ତି। ଏହି ସ୍ପେଶାଲ ଦିନରେ କେକ ତିଆରି କରାଯାଏ। ଯଦି ଆପଣ କେକ କରିବା ପାଇଁ

ପୁରୀ ବେଳାଭୂମିରେ ଥ୍ରି ଡି ସାନ୍ତାକ୍ଲଜ୍‌

ପୁରୀ ବେଳାଭୂମିରେ ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଆରା ଢଙ୍ଗରେ ତାଙ୍କର ବାଲୁକା କଳା ପ୍ରଦର୍ଶନ କରିଛନ୍ତି। ବୁଧବାର ପବିତ୍ର ବଡ଼ ଦିନ ଅବସରରେ ସମଗ୍ର ବିଶ୍ବବାସୀଙ୍କୁ ଶୁଭେଚ୍ଛା ଓ ସବୁଜିମାର ବାର୍ତ୍ତା ଦେବା ପାଇଁ ପୁରୀ ମେ ଫେୟାର

ଆଜି ବଡ଼ଦିନ

ଆଜି ବଡ଼ଦିନ। ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ । ରାଜ୍ୟର ସମସ୍ତ ଚର୍ଚ୍ଚ ଚଳଚଞ୍ଚଳ। ସବୁଠି ଗହଳି ଚହଳି। ଯୀଶୁଙ୍କ ଆଗମନରେ କେତେ କଣ ଆୟୋଜନ କରାଯାଇଛି । ଚିକମିକ୍‌ ଓ ସୁନ୍ଦର ଆଲୋକମାଳାରେ ଝଲସୁଛି ଚର୍ଚ୍ଚ। ଭିତରେ ବି

ପ୍ରଜାପତିଙ୍କ ଆଖିରେ ଥାଏ ୬୦୦୦ ଲେନ୍ସ

ପ୍ରଜାପତିକୁ ନେଇ ପ୍ରାୟ ସମସ୍ତଙ୍କ ମନରେ ଏକ ପ୍ରକାର ବିଶେଷ ଅକୃଷ୍ଟତା ଥାଏ । ଛୋଟ ରୁ ବଡ ସମସ୍ତେ ପ୍ରଜାପତି ଟିଏ ଦେଖିଲା ମାତ୍ରେ ତାକୁ ଧରିବାକୁ ଗୋଡାଇଯାନ୍ତି । ଭରି ସୁନ୍ଦର ଦିଶୁଥିବା ଏହି ଛୋଟ ଜୀବ ସମ୍ପର୍କରେ

ମାଟ୍ରିକ୍‌ ଓ ଯୁକ୍ତ୨ ପରୀକ୍ଷାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଫେବ୍ରୁଆରି ୧୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୨ରେ ସରିବ। ପରେ ପରେ ଯୁକ୍ତ୨ ପରୀକ୍ଷା ଆରମ୍ଭ ହେବ। ତେଣୁ ଉଭୟ ପରୀକ୍ଷାର ସୁପରିଚାଳନା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ମାନସମନ୍ଥନ କରିଛନ୍ତି।

ମେ’ ୬ରୁ ଗ୍ରୀଷ୍ମ ଛୁଟି

୨୦୨୦ରେ ବିଦ୍ୟାଳୟଗୁଡ଼ିକ ୩୮ ଦିନ ଗ୍ରୀଷ୍ମ ଛୁଟି ରହିବ। ବିଗତ ବର୍ଷଗୁଡ଼ିକରେ ମେ’ ୨ ତାରିଖରୁ ଗ୍ରୀଷ୍ମ ଛୁଟି ହେଉଥିବାବେଳେ ଏଥର ମେ’ ୬ରୁ ଜୁନ୍‌ ୧୮ ଯାଏ ଗ୍ରୀଷ୍ମ ଛୁଟି ରହିବ। ମୋଟ ଉପରେ ଏ ବର୍ଷ ୮୨ ଦିନ