latest

Date: December 26, 2019

Total 19 Posts

ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଗଡ଼ିଲା ୨ଟି ପାସେଞ୍ଜର ଟ୍ରେନ୍

ଖୋର୍ଦ୍ଧା ରୋଡ-ବଲାଙ୍ଗିର ରେଳ ପ୍ରକଳ୍ପର ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଆଜି ଗଡ଼ିଲା ଟ୍ରେନ୍। ଏହି ନୂଆ ରେଳ ଲାଇନ୍‌ର ଆଜି ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନୟାଗଡ଼ ଷ୍ଟେସନରୁ ମହିପୁର ପର୍ଯ୍ୟନ୍ତ ଏଣିକି ଗଡ଼ିବ ୨ଟି ପାସେଞ୍ଜର ଟ୍ରେନ୍। ଏହି

ସାଢ଼େ ୪ କୋଟି ଭାଇ ଓ ଭଉଣୀ ଆମ ପରିବାର

ବିଜେଡି ଏକ ରାଜନୀତିକ ଦଳ ନୁହେଁ ବରଂ ଏହା ଏକ ଆନ୍ଦୋଳନ । ବିଜୁ ବାବୁ କହିଥିଲେ ତାଙ୍କ ପ୍ରତି ଆନୁଗତ୍ୟ ନଦେଖାଇ ଓଡ଼ିଶା ପ୍ରତି ଦେଖାଇବାକୁ । ଆଜି ତାଙ୍କରି ଆଦର୍ଶ ନେଇ ଗଢିଉଠିଥିବା ବିଜେଡି ଏକ ଜନ ଆନ୍ଦୋଳନରେ

କୃଷକ ସଚେତନତା ଶିବିର

 ସୋର, (ରଞ୍ଜିତ ମହାକୁଡ ) : ଟାଟା ରାଇସ ଇଣ୍ଡିଆ କମ୍ପାନୀ ତରଫରୁ କୃଷକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସୋର ବ୍ଲକ ଅନ୍ତର୍ଗତ ସାଧୁଆପଡ଼ା ଗାଁରେ ଏକ କୃଷି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃଷକମାନଙ୍କୁ

ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ କୋଟପଡ଼ା କଲ୍ୟାଣ ମଣ୍ଡପଠାରେ ରକ୍ତଦାନ ଶିବିର

ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଦିନ କୋଟପଡ଼ା   କଲ୍ୟାଣ     ମଣ୍ଡପଠାରେଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ୫ଶହରୁ ଊଦ୍ଧ୍ୱର୍ ଲୋକ ରକ୍ତଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଓଡ଼ିଶାର

ଜଣେ ସଫଳ ଜନନାୟକଙ୍କ କାହାଣୀ…

୨୦୦୯ରେ ବିଜେପି ସହ ସମ୍ପର୍କ ତୁଟାଇଲା ପରେ ବିଜେଡ଼ିର ଭବିଷ୍ୟତ ନେଇ ଅନେକଙ୍କ ଆଶଙ୍କା ଥିଲା ।  ୨୦୧୪ ପରଠୁ ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜକୁ ଉପସ୍ଥାପିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଣି, ପାଣି, ଚିଟଫଣ୍ଡ ଭଳି

ବାଧକ ସାଜିଲା ମେଘାଚ୍ଛନ୍ନ ଆକାଶ : ନିରାଶ ହେଲେ ଛାତ୍ରଛାତ୍ରୀ ଓ ଜନସାଧାରଣ

 ବହୁଚର୍ଚ୍ଚିତ ବିରଳ ବଳୟ ସୂର୍ଯ୍ୟୋପରାଗ ଦେଖିବାକୁ ଆସିଥିବା ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ନିରାଶ ହୋଇଛନ୍ତି। ଆକାଶ ମେଘାଚ୍ଛନ୍ନ ଥିବା ହେତୁ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଏହି ବିରଳ ମହାଜାଗତିକ ଦୃଶ୍ୟ ଦେଖିବାରୁ ବଞ୍ଚିତ ହୋଇଛନ୍ତି ଦେଖଣାହାରୀ। ଭୁବନେଶ୍ବରସ୍ଥିତ ପଠାଣି

ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ସରିଲା, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ

ଆଜି ସକାଳେ ସଂଘଟିତ ହୋଇଥିବା ବିରଳ ବଳୟ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଜାଗତିକ ଦୃଶ୍ୟ ଦକ୍ଷିଣ ଭାରତର ଅଳ୍ପ କେତେକ ଅଞ୍ଚଳରେ ପୂର୍ଣ୍ଣ ଭାବେ ଦେଖାଯାଇଥିବା ବେଳେ ସମଗ୍ର ଓଡ଼ିଶାରେ ଏହା ଆଂଶିକ ଭାବେ ଦେଖାଯାଇଛି । ଓଡ଼ିଶାରେ ସକାଳ

ପୁଣି ଚର୍ଚ୍ଚାରେ ଏସ୍‌ପି ସାରା, କିନ୍ନରଙ୍କ ପାଇଁ ଖୋଲିଲେ ଓମ୍‌ଫେଡ ପାର୍ଲର

କିନ୍ନରମାନଙ୍କୁ ଥଇଥାନ କରିବା ପାଇଁ ଓମ୍‌ଫେଡ ପାର୍ଲର ଖୋଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଗଜପତି ଏସ୍‌ପି ସାରା ଶର୍ମା ।  ସ୍ଥାନୀୟ ଡାକ୍ତରଖାନା ସମ୍ମୁଖରେ ଏହି ଓମ୍‌ଫେଡ ପାର୍ଲର ଖୋଲା ଯାଇଛି। ଗତକାଲି ସନ୍ଧ୍ୟାରେ ଏହାକୁ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ

ମାସିକ ଧର୍ମ ବନ୍ଦ ହୋଇଯିବା ପରେ ଫିକା ପଡ଼ିଯାଏ ମହିଳାଙ୍କ ସୌନ୍ଦର୍ଯ୍ୟ

ମାସିକ ଧର୍ମ ବନ୍ଦ ହୋଇଯିବା ପରେ ମହିଳାଙ୍କ ଶରୀରରେ ବିଭିନ୍ନ ସମସ୍ୟା ଦେଖାଯାଏ। କେବଳ ଆଭ୍ୟନ୍ତରୀଣ ନୁହେଁ ମହିଳାଙ୍କ ଶରୀରରେ ବାହ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳେ। ଆଭ୍ୟନ୍ତରୀଣ ପରିବର୍ତ୍ତନରେ ପିରିୟଡ୍‌ ନ ହେବା, ପିରିୟଡ୍‌ରେ ଅନିୟମିତତା, କମ୍‌ ରକ୍ତସ୍ରାବ ସହ

ଜାନୁଆରୀ ୮ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟନ ହେବ ମୟୂରଭଞ୍ଜ କିସ୍‌ ଶାଖା

ଆସନ୍ତା ଜାନୁଆରୀ ୮ରେ ଉଦଘାଟନ ହେବ ମୟୂରଭଞ୍ଜ କିସ୍‌ ଶାଖା । ଏହି କିସ୍‌ ଆଦାନୀ ଶାଖାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ପରିପ୍ରେକ୍ଷୀରେ ଆଜି କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏବଂ

ଭାରତୀୟ ରେଳ ବିଭାଗ ଆରମ୍ଭ କଲା କାଚ ଛାତ ଥିବା ଟ୍ରେନ୍‌ ‘‘ହିମଦର୍ଶନ ଏକ୍ସପ୍ରେସ୍‌’’

  ଭାରତୀୟ ରେଳ ବିଭାଗ ହିମଦର୍ଶନ ଏକ୍ସପ୍ରେସ୍‌ ନାମକ ଗ୍ଲାସ୍‌ ରୁଫ୍‌ ଟପ୍‌ ବା କାଚ ଛାତ ଥିବା ଟ୍ରେନ୍‌ ସେବା ଲଞ୍ଚ୍‌ କରିଛି। ଏହି ସେବା ଜରିଆରେ ଯାତ୍ରୀ ନିଜ ସିଟ୍‌ରେ ବସିି କୋଲକତା-ସିମଲା ମଧ୍ୟବର୍ତ୍ତୀ ଅଞ୍ଚଳ ଦେଖିପାରିବେ। ଏ