latest

Date: December 28, 2019

Total 18 Posts

ଏସପ୍ଲାନେଡ୍ ମଲର ଦାଦାଗିରି: ମହିଳା ସାମ୍ବାଦିକାଙ୍କୁ ମାଡ଼

ଏସପ୍ଲାନେଡ୍ ମଲ କର୍ମଚାରୀଙ୍କ ଗୁଣ୍ଡାଗିରି ଯୋଗୁ ଜଣେ କାର୍ଯ୍ୟରତ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଆହତ ହୋଇଛନ୍ତି। ମଲରେ ବେଆଇନ ପାର୍କିଂ ଫି’ ଆଦାୟ ଖବର ପ୍ରସାରଣ କରିବାକୁ ଯାଇଥିବା ଏକ ଘରୋଇ ୱେବଚ୍ୟାନେଲ ‘ଅର୍ଗସ’ର ମହିଳା ସାମ୍ବାଦିକା ସ୍ୱାତୀ ଜେନା

ମୋବାଇଲ ଆପ୍ ମାଧ୍ୟମରେ ଖଜଣା ପୈଠ

ମୋବାଇଲ ଆପ୍ ମାଧ୍ୟମରେ ଘରେ ବସି ଜମିଜମା ଖଜଣା ପୈଠ କରି ପାଉତି ହାସଲ କରିହେବ। ତହସିଲ ଅଫିସ୍ ନଦୌଡ଼ି ସ୍ୱଘୋଷିତ(ସେଲଫ୍ ସାର୍ଟିଫିକେସନ) ତଥ୍ୟ ମାଧ୍ୟମରେ ମାଗଣାରେ ଆୟ ଓ ବାସସ୍ଥାନ ସାଟିଁଫିକେଟ୍ ମଧ୍ୟ ମିଳିପାରିବ। ଏହାସହିତ ସଲଭେନ୍ସି ସାର୍ଟିଫିକେଟ୍ ବ୍ୟବସ୍ଥାକୁ

ଧୈର୍ଯ୍ୟଚ୍ୟୁତ ହୋଇ ଏଭଳି ମନ୍ତବ୍ୟ ଦେଇଥିଲି : ପ୍ରଦୀପ ମାଝୀ

 ବିବାଦୀୟ ମନ୍ତବ୍ୟ ଦେଇ ଅଡୁଆରେ ପଡିଥିବା କଂଗ୍ରେସ ନେତା ପ୍ରଦୀପ ମାଝୀ ଶନିବାର ଏଆଇସିସି ନିକଟରେ ସ୍ପଷ୍ଟିକରଣ ରଖିଛନ୍ତି। ପ୍ରଦୀପ ମାଝୀ କରିଛନ୍ତି ଧୈର୍ଯ୍ୟଚ୍ୟୁତ ହୋଇ ଏଭଳି କହିଦେଇଥିଲି । ସ୍ପଷ୍ଟିକରଣ ବାବଦରେ ପ୍ରଦୀପ ମାଝୀ ଏକ ନିର୍ଦ୍ଦିଷ୍ଟ ବୈଦ୍ୟୁତିକ ଗଣମାଧ୍ୟମରେ

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ମୃତଦେହ ଡ୍ୟାମରୁ ଉଦ୍ଧାର

ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଆଜି ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଅଫିସ୍‌ରୁ ଘରକୁ ଫେରୁଥିବେ ବେଳେ ଦେବନାରାୟଣ ନିଖୋଜ ହୋଇଯାଇଥିଲେ। ଏନେଇ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ। ଏହାପରେ ଆଜି

ଆଳୁ ୧୦, ପିଆଜ କିଲୋ ୫୦ !

ରାଜ୍ୟରେ ଆଳୁ ଓ ପିଆଜ ଦର ଆକାଶଛୁଅଁ। ଥିବା ବେଳେ ଶୁକ୍ରବାର କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ହାଟରେ ଜଣେ ବେପାରୀ ଆଳୁ କିଲୋ ୧୦ଟଙ୍କା ଓ ପିଆଜ କିଲୋ ୫୦ଟଙ୍କା ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ପ୍ରାୟ ୧ଘଣ୍ଟା

ଜିରୋ ନାଇଟ ସେଲିବ୍ରେସନ ପାଇଁ ସୁରକ୍ଷା ନେଇ କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା

ଆସୁଛି ନୂଆବର୍ଷ ୨୦୨୦ । ନୂଆବର୍ଷ ଜିରୋ ନାଇଟ ସେଲିବ୍ରେସନ ପାଇଁ ସମସ୍ତଙ୍କ ମନରେ ଉତ୍ସାହ । ସ୍ମାର୍ଟସିଟିରେ ଆରମ୍ଭ ହୋଇଛିସାରିଛି  ପ୍ରସ୍ତୁତି । ଜିରୋ ନାଇଟ ସେଲିବ୍ରେସନରେ ଯେପରି କୈାଣସି ସମସ୍ୟ ନ ହୁଏ ସେଥିପାଇଁ କମିଶନରେଟ ପୋଲିସ ମଧ୍ୟ

ଆପୋଲ ହସ୍ପିଟାଲ ପାଇଁ ବଢିଲା ଅଡୁଆ, ରଦ୍ଦ ହେବ ରେଜିଷ୍ଟ୍ରେସନ !

 କିଡନୀ ଚୋରୀ ମାମଲାରେ ଆପୋଲ ହସ୍ପିଟାଲ ହରଡ ଘଣାରେ ପଡିଛି।  ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଆପୋଲୋ ହସ୍ପିଟାଲ୍ ପକ୍ଷରୁ କରାଯାଇଥିବା ଯୁକ୍ତିକୁ କମିଶନ ଖାରଜ କରିଦେବା ସହ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ କଡା

ପିସିସି ସଭାପତିଙ୍କ ନେତୃତ୍ୱରେ ସମ୍ଵିଧାନ ବଞ୍ଚାଅ, ଭାରତ ବଞ୍ଚାଅ ରାଲି

କଂଗ୍ରେସର ଆଜି 135 ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ଓଡିଶା କଂଗ୍ରେସ ପକ୍ଷରୁ  ରାଲି ଅନୁଷ୍ଠିତ ହୋଇଛି। ସିଏଏକୁ ବିରୋଧ କରି ସମ୍ଵିଧାନ ବଞ୍ଚାଅ, ଭାରତ ବଞ୍ଚାଅ ବାର୍ତ୍ତା ଦେଇ କଂଗ୍ରେସ ଭବନରୁ ରାଜମହଲ ଛକ ଯାଏଁ ଏକ ବିରାଟ

୨୦୨୦ରେ ଶନି ଦେବଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଅର୍ପଣ କରନ୍ତୁ ଏହିସବୁ ଜିନିଷ

ଯେଉଁ ବ୍ୟକ୍ତିଙ୍କ ଜାତକରେ ଶନିଙ୍କ ବକ୍ର ଦୃଷ୍ଟି ପଡିଥାଏ ସେହି ବ୍ୟକ୍ତିଙ୍କ ଜୀବନରେ ଅନେକ ସମସ୍ୟା ଦେଖାଯାଇଥାଏ। ଏହି ସବୁ ସମସ୍ୟାରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପୂଜା-ପାଠ ଏବଂ ମନ୍ତ୍ର ଜପ କରିଥାନ୍ତି। ବାସ୍ତବରେ ଶନିଙ୍କ ଅଶୁଭ ପ୍ରଭାବରେ

ଓଡିଶାରେ ବ୍ୟାପକ ନିଯୁକ୍ତି ସୃଷ୍ଟିନେଇ ପ୍ରୟାସ ଆରମ୍ଭ

ଓଡ଼ିଶାରେ ବ୍ୟାପକ ନିକ୍ତୁକି ସୃଷ୍ଟି ହେବା ନେଇ ଆରମ୍ଭ ହୋଇଛି ପ୍ରୟାସ । ସିଙ୍ଗିଲ ୱିଇଡ଼ୋ ସିଷ୍ଟମ ଜରିଆରେ ଶିଳ୍ପୟନ ପାଇଁ ସମସ୍ତ ଅନୁମତି ଦେଇଛନ୍ତି ରାଜ୍ୟ ସରକାର 922 କୋଟକୁ ମୋହର ମାରିଛନ୍ତି । ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତି

ନାଇଟ୍ କ୍ଲବରେ ସମସ୍ତଙ୍କ ସାମ୍ନାରେ ଦମ୍ପତିକଲେ ସମ୍ଭୋଗ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ଲଣ୍ଡନର ଏକ ଲାଇଟ୍ କ୍ଲବରେ ଜଣେ ଦମ୍ପତି ଉପସ୍ଥିତ ପ୍ରାୟ 500 ଲୋକଙ୍କ ସାମ୍ନାରେ ଶାରୀରିକ ସମ୍ପର୍କ ରଖିବା ମହଙ୍ଗା ପଡିଛି। ଦମ୍ପତି ସମସ୍ତଙ୍କ ସାମ୍ନାରେ କପଡା ଓହ୍ଲାଇବାକୁ ଲାଗିଥିଲେ । ଏହାପରେ ସେମାନେ ନାଚଗୀତରେ ମସଗୁଲ ହୋଇଗଲେ । କିଛି