Date: December 29, 2019

Total 9 Posts

ଅମିତାଭ ବଚନ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ

ବିଗ ବି ଅମିତାଭ ବଚନ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ପୁରସ୍କାର ଗ୍ରହଣ କରିବା ପରେ ବିଗ୍ ବି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଫିଲ୍ମ ଲାଇନରେ ଜୀବନ ବ୍ୟାପୀ

ସାମ୍ୱାଦିକଙ୍କୁ ମାଡ଼ ମାରିବା ମହଙ୍ଗା ପଡ଼ିଲା, ୨ ଗିରଫ

ଅର୍ଗସ ମହିଳା ସାମ୍ବାଦିକ ସ୍ୱାତୀ ଜେନାଙ୍କୁ ଆକ୍ରମଣ କରିବା ମହଙ୍ଗା ପଡ଼ିଛି। ଏହି ମାମଲାରେ  ଭୁବନେଶ୍ୱର କମିଶନରେଟ ପୁଲିସ ଆଜି ଏକ୍ସପ୍ଲାନେଡ୍‌ର ଦୁଇ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରାଯାଇଛି। ତେବେ ମାଡ଼ ମାରିବାକୁ ନିର୍ଦ୍ଦେଶ ଦେଇଥିବା ମଲ୍‌ର ବରିଷ୍ଠ ଅଧିକାରୀଙ୍କୁ

ଝାଡ଼ଖଣ୍ଡରେ ଆରମ୍ଭ ହେଲା ହେମନ୍ତ ସରକାର

ଝାଡ଼ଖଣ୍ଡର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ୍। ରାଜ୍ୟପାଳ ଦୌପଦୀ ମୁର୍ମୀ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ହେମନ୍ତଙ୍କ ପରେ ମେଣ୍ଟ ସରକାରରେ ସାମିଲ ଥିବା କଂଗ୍ରେସରୁ ବିଧାୟକ

ନିର୍ମାଣାଧୀନ ଓଭରବ୍ରିଜ୍‌ରୁ ଖସିପଡ଼ିଲା ବିମ୍

ବାଲେଶ୍ୱର ସ୍ଥିତ ଶୋଭରାମପୁର ନିକଟରେ ରେଲୱେ ଓଭରବ୍ରିଜର ନିର୍ମାଣ କାମ ଚାଲିଥିବା ବେଳେ ଏକ ବିମ୍‌ ଖସି ପଡ଼ିଛି।  ତେବେ ଏଥିରେ କାହାର କିଛି କ୍ଷତି ହୋଇ ନାହିଁ। ବିମ୍‌ଟି ରେଳ ଧାରଣାରେ ପଡ଼ିଛି। ତା’ସହିତ ଏହା ଖସି ପଡ଼ିବା ଯୋଗୁ

ଜାଲ୍ ଦସ୍ତଖତରେ ଟଙ୍କା ଉଠାଇ ବନ୍ଧାହେଲେ ୩ ବ୍ୟାଙ୍କ କର୍ମଚାରୀ

 ବିଡିଓଙ୍କ ଦସ୍ତଖତକୁ ନକଲ୍‌ କରି ଉଠାଇନେଲେ ଲକ୍ଷାଧିକ ଟଙ୍କା। ଏପରି ଘଟଣା ସମ୍ୱଲପୁର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ବ୍ଲକ୍‌

ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇଲେ ୨ କ୍ୟାପଟେନ୍‌

ସୀମାରେ ହେଉ କିମ୍ବା ବାହାରେ ଭାରତୀୟ ସେନାଙ୍କ ପ୍ରତିଭାର ତୁଳନା ନାହିଁ। ସେମାନେ ନିଜ ପାରିବା ପଣିଆ ଦେଖାଇବାରେ କେବେ ମଧ୍ୟ ହେଳା କରନ୍ତିନାହିଁ। ବିଶେଷ କରି କାହାକୁ ସାହାଯ୍ୟ କରିବା କ୍ଷେତ୍ରରେ ଆଗଭର ହେବାରେ ସେମାନଙ୍କୁ ବାରମ୍ବାର ପ୍ରଶଂସା କରାଯାଏ।

ଭାରତରେ ଏମିତି ବି ଗାଁ ଅଛି ଯେଉଁଠି ୬୦ ଜଣ କୋଟିପତି ବାସ କରନ୍ତି

ଭାରତ ହେଉଛି ଏକ ଗ୍ରାମ ବହୁଳ ଦେଶ । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଭାଷାରେ ଗାଁର ଉନ୍ନତି ହେଲେ ହିଁ ଭାରତର ବିକାଶ ସମ୍ଭବ ହୋଇପାରିବ । ବର୍ତ୍ତମାନ ସମୟରେ ଭାରତରେ ପ୍ରାୟ ୬.୫ ଲକ୍ଷ ଗାଁ ରହିଛି ।

ମଶାବଂଶ ଲୋପକରିବାକୁ ବୈଜ୍ଞାନିକ ବାହାର କଲେ ସହଜ ଉପାୟ

ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ସେମାନଙ୍କ ପାଇଁ ଆର୍ଶୀବାଦ ପ୍ରମାଣିତ ହୋଇଛି। ନିକଟରେ ହୋଇଥିବା ଏକ ରିସର୍ଚ୍ଚ ମୁତାବକ ମ୍ୟାଲେରିଆ ମଶାଙ୍କ ପାଦରେ ଦେଖାଯାଉଥିବା ପ୍ରୋଟିନ୍‌ ହିଁ କୀଟନାଶକଙ୍କ କବଳରୁ ତାଙ୍କୁ ରକ୍ଷା କରିବାରେ ସାହାଯ୍ୟ କରୁଛି। ଏହି କାରଣରୁ

ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ

ମେଷ:  ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବୃଷ: ମନ ଖୁସି ରହିବ। ଦିନଟି ଭଲରେ କଟିବ। ଶରୀର ସୁସ୍ଥ ରହିବ।  ମିଥୁନ:  ଆର୍ଥିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ସହଯୋଗ ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ।