Date: December 30, 2019

Total 15 Posts

ପାକିସ୍ତାନ ଯିବନି ବାଂଲାଦେଶ ଟିମ୍, ଭାରତକୁ ଦୋଷଦେଲା ପାକ୍

ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଭଲ ନଥିବାରୁ ଦୁଇ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ ବହୁଦିନରୁ ହୋଇନି । ଦିନିକିଆ କିମ୍ବା କୌଣସି ଟେଷ୍ଟ ସିରିଜ ମଧ୍ୟ ହୋଇନାହିଁ । ଏଥିପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଭାରତକୁ ଦାୟୀ

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ

 ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ ଘଟିଛି। ସୋମବାର ଭୋର 3ଟା ସମୟରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ 72ବର୍ଷ ହୋଇଥିଲା। ସ୍ବର୍ଗତ ପୂର୍ଣ୍ଣ ଖୁଣ୍ଟିଆ ଶତାଧିକ ଓଡ଼ିଆ ସିନେମା

2034 ବେଳକୁ ଭାରତ ଜାପାନକୁ ଅର୍ଥନିତୀରେ ପଛରେ ପକାଇବ

2034 ମସିହା ସୁଦ୍ଧା ଭାରତ ବିଶ୍ୱ ଅର୍ଥବ୍ୟବସ୍ଥାରେ ହାସଲ କରିବ ତୃତୀୟ ସ୍ଥାନ । ବ୍ରିଟେନସ୍ଥିତ ସେଣ୍ଟର ଫର ଇକନମିକ୍ସ ଏଣ୍ଡ ବିଜେନସ୍‌ ରିସର୍ଚ୍ଚ (ସିଇବିଆର)ର ରିପୋର୍ଟ ‘ୱାର୍ଲଡ ଇକୋନମିକ ଲିଗ୍ ଟେବୁଲ-2020’ଅନୁସାରେ ଭାରତ 2026ରେ ଜର୍ମାନୀକୁ ହଟାଇ ଚତୁର୍ଥ ସ୍ଥାନ

ଅଜିତ ପାଓ୍ୱାର ହେଲେ ଉପମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରରେ ଉଦ୍ଧବଙ୍କ କ୍ୟାବିନେଟର ବିସ୍ତାର ହୋଇଛି। ଏନସିପିର ଅଜିତ ପାଓ୍ୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସେହିପରି କଂଗ୍ରେସ ନେତା ଅଶୋକ ଚୌହାନ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତିନି ଦଳରୁ 36 ବିଧାୟକ ମନ୍ତ୍ରୀ ଭାବେ

ସିଏଏ ସମର୍ଥନ ପାଇଁ ଟ୍ୱିଟର କ୍ୟାମ୍ପେନ, ନାଗରିକତା କାହାଠୁ ଛଡାଇ ନିଆଯିବନି- ମୋଦୀ

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ସିଏଏ( ନାଗରିକତା ସଂଶୋଧନ ଅଧିନିୟମ)ର ସମର୍ଥନ ପାଇଁ ଟ୍ୱିଟର କ୍ୟାମ୍ପେନ #IndiaSupportsCAA  ଆରମ୍ଭ କରିଛନ୍ତି। ଏଥିରେ ଲେଖାଯାଇଛି ଭାରତ ସିଏଏକୁ ସମର୍ଥନ କରୁଛି।  କାରଣ ସିସିଏ ଉତପୀଡିତ ଶରଣାର୍ଥୀଙ୍କୁ ନାଗରିକାତ ଦେବାକୁ ହୋଇଛି । Do hear

ସିଏଏ ପ୍ରଭାବ : ଭାରତ ଛାଡି ବାଂଲାଦେଶ ପଳାଉଛନ୍ତି ଘୋଷ୍ ପେଠୀ

ନାଗରିକତା ସଂଶୋଧନ ଅଧିନିୟମ ପ୍ରଭାବରେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀଙ୍କ ମଧ୍ୟରେ ଏବେ ଭୟ ସୃଷ୍ଟି ହୋଇଛି । ସେମାନେ ଏବେ ଭାରତ ଛାଡି ବାଂଲାଦେଶ ଯାଉଥିବା ଦେଖିବାକୁ ମିଳିଛି । ବାଂଲାଦେଶ ଓ ଭାରତ ସୀମାସ୍ଥିତ ଜୋନୈଦା ଜେଲ ମହେଶପୁର

ସୋନପୁରରେ ଅଧିକ ଥଣ୍ଡା, କେନ୍ଦୁଝର ଓ ବରଗଡରେ ବରଫ ଆସ୍ତରଣ

ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆଜି ମଧ୍ୟ ସୋନପୁର ଅଧିକ ଥଣ୍ଡା ସହର ଭାବେ ଜଣାପଡ଼ିଛି। ଏହାର ସର୍ବନିମ୍ନ ତାପମାତ୍ରା 5.4 ଡ଼ିଗ୍ରୀ ରହିଛି। ଅନୁଗୁଳରେ  5.6ଡ଼ିଗ୍ରୀ , ଫୁଲବାଣୀ 6.3 ଡ଼ିଗ୍ରୀ, ଟିଟିଲାଗଡ଼ 6.5, ଦାରିଙ୍ଗବାଡ଼ି 7,

କେମିତି ରହିବ ପାଦ ସୁନ୍ଦର ?

ଶୀତଋତୁରେ ପାଦ ଫଟା ଅନ୍ୟତମ ମୁଖ୍ୟ ସମସ୍ୟା । ଘର ଭିତରେ ହେଉ କିମ୍ବା ବାହାରେ ସବୁଠାରେ ପାଦରେ ମୋଜା ଓ ସ୍କିପର ପିନ୍ଧିବା ଏଇଦିନେ ଜରୁରୀ । କାରଣ ଶୀତରେ ବିଶେଷ କରି ଚଟାଣରେ ଧୂଳି ମଳି ଜମି ପାଦରେ

କୋଷ୍ଠକାଠିନ୍ୟ ସମସ୍ୟା ରୁ ମୁକ୍ତି ଦିଏ ବଥୁଆ ଶାଗ

ପ୍ରତ୍ୟେକ ଶାଗର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ସେଭଳି କିଛି ଶାଗ ମଧ୍ୟରୁ ଆପଣ ବଥୁଆ ଶାଗ ନାମ ତ ଶୁଣଥିବେ। ମାତ୍ର ଏହାର ଉପକାରୀ ଗୁଣ ବିଷୟରେ ହୁଏତ ସଭିଏଁ ଜାଣିନଥିବେ। ଏହା ଅଧିକାଂଶ ଶୀତ ଦିନେରେ ହିଁ

ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ମିଛୁଆ

ଆପଣ ଜାଣିଛନ୍ତି କି, ମହିଳାଙ୍କ ତୁଳନାରେ ପୁରୁଷମାନେ ବଢ଼ିଆ ଉପାୟରେ ମିଛ କୁହନ୍ତି? ଏକ ରିସର୍ଚ୍ଚରୁ ଏହି କଥାର ଖୁଲାସା ହୋଇଛି। ଆସନ୍ତୁ ଜାଣିବା ଏହା ବିଷୟରେ। ବ୍ରିଟେନ୍‌ର ପୋର୍ଟସ୍‌ସାଉଥ୍‌ ୟୁନିଭର୍ସିଟି ଅନୁସାରେ, ଯେଉଁ ବ୍ୟକ୍ତି ମିଛ କୁହନ୍ତି, ସେମାନେ ଭଲ

Hot Chocolate

.ଥଣ୍ଡାରେ ଏହି ଶୀତୁଆ ପାଗରେ କିଛି ଗରମା ଗରମ ପିଇବାର ମଜା କିଛି ଅଲଗା ପ୍ରକାର। ଆଜି ସକାଳୁ ଯଦି ଆପଣ ଏଯାଏଁ ବେଡରୁ ଉଠିନାହାନ୍ତି ତେବେ ସକାଳକୁ କରନ୍ତୁ ଆହୁରୀ ମଜାଦାର। ବ୍ଲାଙ୍କେଟ୍‌ ଭିତରୁ ବାହାରନ୍ତୁ ଆଉ ଯାଇ ବନାନ୍ତୁ