ସିଏଏ ପ୍ରଭାବ : ଭାରତ ଛାଡି ବାଂଲାଦେଶ ପଳାଉଛନ୍ତି ଘୋଷ୍ ପେଠୀ

Spread the News

ନାଗରିକତା ସଂଶୋଧନ ଅଧିନିୟମ ପ୍ରଭାବରେ ଭାରତରେ ପ୍ରବେଶ କରିଥିବା ବାଂଲାଦେଶୀଙ୍କ ମଧ୍ୟରେ ଏବେ ଭୟ ସୃଷ୍ଟି ହୋଇଛି । ସେମାନେ ଏବେ ଭାରତ ଛାଡି ବାଂଲାଦେଶ ଯାଉଥିବା ଦେଖିବାକୁ ମିଳିଛି । ବାଂଲାଦେଶ ଓ ଭାରତ ସୀମାସ୍ଥିତ ଜୋନୈଦା ଜେଲ ମହେଶପୁର ଅଞ୍ଚଳରେ କିଛି ମହିଳା ଓ ପିଲା ଭାରତ ଛାଡି ଅବୈଧ ଭାରେ ବାଂଲାଦେଶରେ ପ୍ରବେଶ କରୁଥିଲେ । ବର୍ଡର ଗାର୍ଡ ବାଂଲାଦେଶ ପକ୍ଷରୁ କୁହାଯାଇଛି ଯେ,  ଭାରତରୁ ଅବୈଧ ଅନୁସାରେ ଭାରତରୁ ବାଂଲାଦେଶ ଆସୁଥିବା ମହିଳା , ପୁରୁଷ ସମେତ 350 ଲୋକଙ୍କୁ ଅଟକା ଯାଇଛି । ସେ ଆହୁରି କହିଛନ୍ତି ଗତ ଏକମାସ ମଧ୍ୟରେ ବହୁତ ବାଂଲାଦେଶୀ ସୀମାପାର କରିସାରିଛନ୍ତି।

Tags: