latest

Date: December 30, 2019

Total 15 Posts

ଆଜିଠାରୁ ଭିତରକନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା

ଭିତର କନିକାରେ ଆରମ୍ଭ ହେଲା କୁମ୍ଭୀର ଗଣନା । ୨୩ଟି ଟିମ୍‌ ଗଣନା ପାଇଁ ସାମିଲ ହୋଇଥିବା ବେଳେ ପ୍ରତି ଟିମ୍‌ରେ ୩ରୁ ୪ ଜଣ ସଦସ୍ୟ ଅଛନ୍ତି । କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କ ନେତୃତ୍ୱରେ ଆଜିଠୁ ଆରମ୍ଭ

କେତେକ ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ କରିଲା ରେଳବାଇ

ବାଲେଶ୍ବର ରେଳ ଷ୍ଟେସନର ଦକ୍ଷିଣ ପାର୍ଶ୍ବରେ ନିର୍ମାଣଧୀନ ଏକ ଓଭରବ୍ରିଜ୍ ଉପରୁ ଗୋଟିଏ ଗାର୍ଡର (ଲୁହାସ୍ଲାବ୍) ତଳକୁ ଖସି ପଡ଼ିବା ପରେ ଆଜି ସେହି ବାଟ ଦେଇ ଯାଉଥିବା କେତେକ ଟ୍ରେନର ସମୟ ସୂଚୀରେ ପରିବର୍ତ୍ତନ ଓ  ଏକ ଟ୍ରେନ ବାତିଲ

ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ

ପ୍ରାୟ ୧୨ ଘଣ୍ଟା ପରେ ଖୋର୍ଦ୍ଧା-ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇଛି। ଗତକାଲି ବାଲେଶ୍ୱରସ୍ଥିତ ଶୋଭାରାମପୁରରେ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ୍‌ର ଏକ ବିମ୍‌ ଖସି ପଡିବା ପରେ ଖୋର୍ଦ୍ଧା ଖଡଗପୁର ରୁଟ୍‌ରେ ଟ୍ରେନ ଚଳାଚଳ ଗୁରୁତର ବାଧାପ୍ରାପ୍ତ ହୋଇଥିଲା। ଛିଣ୍ଡି

ଘରେ ହସଖୁସିର ପରିବେଶ ରହିବ

ମେଷ:  ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ। ବୃଷ:  କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଶରୀରର ଯତ୍ନ ନିଅନ୍ତୁ।  ମିଥୁନ: ଶୁଭ ଖବର