latest

ସିଏଏ ସମର୍ଥନ ପାଇଁ ଟ୍ୱିଟର କ୍ୟାମ୍ପେନ, ନାଗରିକତା କାହାଠୁ ଛଡାଇ ନିଆଯିବନି- ମୋଦୀ

Spread the News

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ସିଏଏ( ନାଗରିକତା ସଂଶୋଧନ ଅଧିନିୟମ)ର ସମର୍ଥନ ପାଇଁ ଟ୍ୱିଟର କ୍ୟାମ୍ପେନ #IndiaSupportsCAA  ଆରମ୍ଭ କରିଛନ୍ତି। ଏଥିରେ ଲେଖାଯାଇଛି ଭାରତ ସିଏଏକୁ ସମର୍ଥନ କରୁଛି।  କାରଣ ସିସିଏ ଉତପୀଡିତ ଶରଣାର୍ଥୀଙ୍କୁ ନାଗରିକାତ ଦେବାକୁ ହୋଇଛି ।

କାହାଠାରୁ ନାଗରିକତା ଛଡାଇ ନେବାକୁ ନୁହେଁ । ନମୋ ଆପରେ ସିଏଏ ସହିତ ଜଡିତ ଅନେକ ତଥ୍ୟ ରହିଛି । ପ୍ରଧାନମନ୍ତ୍ରୀ ସଦଗୁରୁଙ୍କ ଏକ ଭିଡିଓ ସେୟାର କରିନ ଲେଖିଛନ୍ତି ଯେ, ସଦଗୁରୁଙ୍କ ଠାରୁ ସିଏଏ ସହି ଜଡିତ ବିଭିନ୍ନ ବିଷୟ ଉପରେ ଜାଣନ୍ତୁ ।

Tags: , ,