Date: December 31, 2019

Total 18 Posts

ମହାପୁରୁଷଙ୍କ ପ୍ରତିମୂର୍ତି ସ୍ଥଳ ପାଲଟିଛି ମୁକ୍ତ ଶୌଚାଳୟ

 ମହାପୁରୁଷଙ୍କୁ ସମ୍ମାନ ଦେବାରେ ଆମର ଆଡ଼ମ୍ବର କମ୍‌ ନୁହଁ। ମାତ୍ର ଏହି ସମ୍ମାନକୁ ବଜାୟ ରଖିବାରେ ଆମ ପ୍ରଶାସନ କେତେ ସଜାଗ ତାହା ଜଳଜଳ ହୋଇ ବିଭିନ୍ନ ପ୍ରତିମୂର୍ତି ସ୍ଥଳର ସ୍ଥିତିରୁ ବୁଝା ପଡ଼ିଯାଉଛି। ଜନ୍ମଦିନ କିମ୍ବା ତିରୋଧାନ ଦିବସ ଆସିଲେ

ହେଲମେଟ ପିନ୍ଧି ନଥିବାରୁ ବିଜେଡ଼ି କର୍ମୀଙ୍କୁ ଜରିମାନା

ବିଜେଡ଼ି କର୍ମୀଙ୍କୁ ହେଲମେଟ ପିନ୍ଧି ନଥିବାରୁ   ବିଜେଡ଼ି କର୍ମୀଙ୍କୁ ଜରିମାନା  ଦେବାକୁ ପଡ଼ିଛି | ଡିସେମ୍ବର ୨୬ ତାରିଖରେ ବିଜେଡ଼ି ପ୍ରତିଷ୍ଠା ଦିବସରେ କିଛି କର୍ମୀ ହେଲମେଟ ନ ପିନ୍ଧି ଶୋଭାଯାତ୍ରାରେ ଯାଇଥିଲେ | ଏ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ବଲାଙ୍ଗିର ଦେଓଗାଁ ବ୍ଳକ ଖଇରଗୁଡାଠାରେ ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ ହୋଇଛି। କଟକଣା ସତ୍ତ୍ୱେ ପଶୁ ବଳିରେ ରକ୍ତରଞ୍ଜିତ ହୋଇଛି ବଡ଼ଖଳା ଓ ସାନଖଳା। ଦେଓଗାଁ ଖଇରଗୁରାର ବଡ଼ଖଳା ଓ କୁମୁରିଆର ସାନଖଳାରେ ବଳି ପଡ଼ିଛି। ପ୍ରଥମେ ପାଟ ବୋଦାକୁ ପୂଜାର୍ଚ୍ଚନା

ନୂଆବର୍ଷ ପାଳିବେନି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ନୂଆବର୍ଷ ପାଳିବେ ନାହିଁ। ତାଙ୍କ ବଡ଼ ଭିଣୋଇ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପ୍ରକାଶକ ଓ ସମ୍ପାଦକ ସୋନି ମେହେଟ୍ଟାଙ୍କର ଗତକାଲି ରାତିରେ ନ୍ୟୁୟର୍କରେ ମୃତ୍ୟୁ ହୋଇଥିବାରୁ ସେ ଆସନ୍ତାକାଲି ନବବର୍ଷ ପାଳନ ନକରିବାକୁ ନିଷ୍ପତ୍ତି ନେଇଛନ୍ତି।

ବଗିଚାରେ ଲଗାନ୍ତୁ ଜୁଆଣି ଗଛ, ପାଖ ମାଡ଼ିବ ନାହିଁ ସର୍ଦ୍ଦି ଓ ଜ୍ୱର

ଜୁଆଣି ପତ୍ର ଖୁବ ଉପକାରୀ । କାରଣ ଏହା କେବଳ ରୋଷେଇ କାର୍ଯ୍ୟରେ ନୁହେଁ ବରଂ ଔଷଧ ଭାବରେ ମଧ୍ୟ କାମ କରେ । ଏହାକୁ ବ୍ୟବହାର କଲେ ଖାଦ୍ୟର ସ୍ୱାଦ ଦ୍ୱିଗୁଣିତ ହୋଇଥାଏ । କୁହାଯାଏ ଯଦି ଘର ବାଡ଼ିରେ

ମହାରାଷ୍ଟ୍ର ମନ୍ତ୍ରାଳୟର ରହସ୍ୟମୟ ରୁମ୍ 602, ଯିଏ ଥରେ ବସିଛି ସେ ଆଉ… !

ମହାରାଷ୍ଟ୍ରରେ ଚାଲିଛି ଉଦ୍ଧବ ଠାକରେଙ୍କ ସରକାର । ମହାରାଷ୍ଟ୍ର ମନ୍ତ୍ରାଳୟରେ ସମସ୍ତ ମନ୍ତ୍ରୀ ମାନଙ୍କୁ ରୁମ୍ ବଣ୍ଟନ କରାଯାଉଛି। କିନ୍ତୁ ମନ୍ତ୍ରାଳୟର ଅଷ୍ଟମ ମହଲାରେ ଥିବା ଅନେକ ରୁମକୁ ମନ୍ତ୍ରୀମାନେ ନେବାକୁ ଚାହୁଁ ନାହାଁନ୍ତି । ମହାରାଷ୍ଟ୍ର ମନ୍ତ୍ରାଳୟର ଅଷ୍ଟମ ମହଲାରେ

ବିବିନ ରାଓ୍ୱତଙ୍କ ଅବସର, ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ ନୂଆ ସ୍ଥଳସେନା ମୁଖ୍ୟ

ବିପିନ ରାଓ୍ୱତଙ୍କ ଅବସର ପରେ ଆଜି ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ କଲେ ଜେନେରାଲ ମନୋଜ ମୁକୁନ୍ଦ ନରଭାଣେ। ସେନାର 28 ତମ ମୁଖ୍ୟ ଭାବେ ସେ ଆଜି କାର୍ଯ୍ୟଭାର ସମ୍ଭାଳିଛନ୍ତି। ବିଦାୟୀ ସେନାମୁଖ୍ୟ ଜେନେରାଲ ବିପିନ ରାୱତଙ୍କ

ମସ୍ତିଷ୍କକୁ ଚଳଚଂଚଳ କରେ କଦଳୀ

ଶୀତଦିନେ କଦଳୀକୁ ନେଇ ଅନେକ ଦ୍ୱନ୍ଦ୍ୱରେ ଅଛନ୍ତି । ଯଦି ଆପଣଙ୍କର ଥଣ୍ଡା, କାଶ ଓ ସାଇନସ୍ ଆଦି ଶ୍ୱାସ ସମସ୍ୟା ରହିଛି, ତେବେ ଏହି ଦିନେ କଦଳୀ କମ୍ ମାତ୍ରାରେ ଖାଇବା ଉଚିତ । କିନ୍ତୁ ଖାଦ୍ୟ ତାଲିକାରୁ ଏହା

ଧୂମପାନ ପରେ ଶରୀରକୁ ଯାଉଥିବା ନିକୋଟିନ୍‌କୁ ବାହାର କରିବା ପାଇଁ ଖାଆନ୍ତୁ ଏହି ୫ଟି ଫଳ

ତମାଖୁ ଶରୀର ପାଇଁ ହାନିକାରକ । ଏହି ସତର୍କତା ସିଗାରେଟ୍‌ ଖୋଳରେ ଲେଖାଥାଇ ମଧ୍ୟ ଲୋକମାନେ ଧୂମପାନକୁ ନିଜର ଅଭ୍ୟାସରେ ପରିଣତ କରୁଛନ୍ତି । ସବୁ ଜାଣି ସେମାନେ ନିଜକୁ ଅନେକ ଶାରୀରିକ ସମସ୍ୟା ଆଡ଼କୁ ଠେଲି ଦେଉଛନ୍ତି । ଧୂମପାନ

ଆଜିିଠୁ ବରଗଡ଼ର ଧନୁଯାତ୍ରା

ଆଜିିଠୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ଼ ସହର ପାଲଟିବ ମଥୁରା ନଗରୀ । ଅମ୍ବାପାଲି ହେବ ଗୋପପୁର । ଦୁଇ ସହର ମଧ୍ୟରେ ପ୍ରବାହିତ ଜୀରା ନଈ ପାଲଟିବ ଯମୁନା । ଅମ୍ବାପାଲି ଓ ବରଗଡ଼ର ସବୁ ଲୋକ ପାଲଟିବେ

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ପରଲୋକ

ପୂର୍ବତନ ରାଜ୍ୟସଭା ସାଂସଦ ଏ.ଭି ସ୍ୱାମୀଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ସ୍ଥିତ ବାସଭବନରେ ତାଙ୍କ ପରଲୋକ ହୋଇଥିବା ନେଇ ପୁଅ ସୁରେଶ ଆଚାରୀ ସୂଚନା ଦେଇଛନ୍ତି। ସ୍ୱର୍ଗତ ଏ.ଭି