latest

Month: January 2020

Total 369 Posts

ସ୍କୁଲ ପିଲାଙ୍କ ସହ ମଧ୍ୟାନ ଭୋଜନ ଖାଇଲେ ୫-ଟି ସଚିବ ଭିକେ ପାଣ୍ଡିଆନ

ଦୁଇ ପଟେ କୁନି କୁନି ଛାତ୍ର ଛାତ୍ରୀ ତା ପାଖରେ ୫-ଟି ସଚିବ ଭିକେ ପାଣ୍ଡିଆନ ସ୍କେବଳ ସ୍କୁଲ ପିଲାଙ୍କ ପାଖରେ ବସି ନାହାନ୍ତି, ସ୍କୁଲ ପିଲାଙ୍କ ପରି ଷ୍ଟିଲ ଥାଳିରେ ସେମାନଙ୍କ ସହ ବସି ମଧ୍ୟାନ ଭୋଜନ ଭାତ, ଡାଲମା

କନ୍ଧମାଳରେ କରୋନା ଆତଙ୍କ !

କନ୍ଧମାଳର ଫୁଲବାଣୀରେ ‘କରୋନା’ ଆତଙ୍କ ସୃଷ୍ଟି ହୋଇଛି। ଚୀନରେ ଡ଼ାକ୍ତରୀ ପାଠ ପଢୁଥିବା ଜଣେ ଛାତ୍ର ଏଥିରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି। ସୂଚନା ଯୋଗ୍ୟ, ଉକ୍ତ ଛାତ୍ର ଜଣଙ୍କ ଚୀନରେ ଡ଼ାକ୍ତରୀ ପାଠ ପଢୁଥିଲେ। ଗତ ୧୧ ତାରିଖରେ ସେ

ବହୁ ପ୍ରତିକ୍ଷିତ ଆନନ୍ଦପୁର ବ୍ୟାରେଜ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ମିନି ଷ୍ଟାଡ଼ିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆନନ୍ଦପୁର ଠାରେ ୪୭୫ କୋଟି ବ୍ୟୟରେ ନିର୍ମିତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦଘାଟନ କରିଛନ୍ତି। ଏହାସହ ସାଧାରଣ ସଭାରେ

ବିଶ୍ୱ ସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲର ନେତୃତ୍ୱ ଜାରୀ ରଖିବ ଭାରତ – ଧର୍ମେନ୍ଦ୍ର

ଭାରତ ବିଶ୍ୱ ସ୍ଥାୟୀ ଶକ୍ତି ଲକ୍ଷ୍ୟ ହାସଲର ନେତୃତ୍ୱ ନେବାରେ ଭାରତ ଆଗାମୀ ଦିନମାନଙ୍କରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରୀ ରଖିବ ଜାରୀ ରଖିବ ବୋଲି ନୂଆଦିଲ୍ଲୀ ଠାରେ ଟେରି ପକ୍ଷରୁ ଆୟୋଜିତ ବିଶ୍ୱ ସ୍ଥାୟୀ ବିକାଶ ସମ୍ମିଳନୀ ୨୦୨୦ରେ ଯୋଗଦେଇ

ଇମାମଙ୍କୁ ଗୁଳି କରିବାକୁ କହିଲେ ବିଜେପି ବିଧାୟକ

ଦେଶ ବିରୋଧୀ ନାରା ଦେଇଥିବା ଅଭିଯୋଗରେ ଗିରଫ ହୋଇଥିବା ଜେଏନୟୁ ଛାତ୍ର ଶରଜିଲ ଇମାମଙ୍କୁ ଗୁଳି କରିବାକୁ ବିଜେପି ବିଧାୟକ ସଙ୍ଗୀତ ସୋମ ଆହ୍ୱାନ ଦେଇଛନ୍ତି। ୨୦୧୩ ମୁଜାଫର ଦଙ୍ଗା ଘଟଣାର ଅଭିଯୁକ୍ତ ସଙ୍ଗୀତ ସୋମ କହିଛନ୍ତି, “ଯେଉଁମାନେ ଦେଶ ଭାଙ୍ଗିବାକୁ

୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ: ରାଷ୍ଟ୍ରପତି

୫ ଟ୍ରିଲିୟନ୍‌ ଡଲାର୍‌ ଅର୍ଥନୀତି ହାସଲ କରିବାକୁ ସରକାର ପ୍ରତିବଦ୍ଧ ବୋଲି ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ୍‌ର ବଜେଟ୍‌ ଅଧିବେଶନରେ ଉଭୟ ଗୃହର ସଦସ୍ୟମାନଙ୍କୁ ଉଦ୍‌ବୋଧନ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି। ଅଭିଭାଷଣ ଆରମ୍ଭ କରି ରାଷ୍ଟ୍ରପତି

ବଜେଟ୍‌ ଅଧିବେଶନ ଆରମ୍ଭ

ଆଜି ଆରମ୍ଭ ହେଉଥିବା ବଜେଟ୍‌ ଅଧିବେଶନରେ ସାଂସଦମାନେ ବ୍ୟାପକ ଭାବେ ଆର୍ଥିକ ସମସ୍ୟା ଉପରେ ଆଲୋଚନା କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଚାହୁଁଛନ୍ତି।ପାର୍ଲାମେଣ୍ଟ୍‌ରେ ପ୍ରବେଶ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଏହା ହେଉଛି ୨୦୨୦ର ପ୍ରଥମ ଅଧିବେଶନ। ଏହା ମଧ୍ୟ

ପାରାଦୀପ ବେଳାଭୂମିରେ ମରି ପଡ଼ିଛନ୍ତି ଶହ ଶହ ଅଲିଭ୍ ରିଡଲେ

ଜଗତସିଂହପୁର ଜିଲ୍ଲାର ପାରାଦୀପ ସମୁଦ୍ର ବେଳାଭୂମିରେ ଶହ ଶହ ମୃତ ଅଲିଭ୍ ରିଡଲେ କଇଁଛ ପଡ଼ି ରହିଥିବାର ଦେଖିବାକୁ ମିଳିଛି। ଗତକାଲି ରାତିଠାରୁ ପାରାଦୀପର ହନୁମାନ ମନ୍ଦିର ପାଖରୁ ତୈଳ ବିଶୋଧନାଗାର ଦକ୍ଷିଣ ଗେଟ୍ ପର୍ଯ୍ୟନ୍ତ ଏହି ବିରଳ ପ୍ରଜାତିର କଇଁଛ

ଫାଶୀରୁ ବର୍ତ୍ତିବାକୁ ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପବନ

ଆସନ୍ତାକାଲି ଫାଶୀ ପାଇବାକୁ ଥିବା ନିର୍ଭୟା ଦୋଷୀମାନେ ପୁଣିଥରେ ନୂଆ ଭେଳିକି ଦେଖାଇଛନ୍ତି। ୪ ଦୋଷୀଙ୍କ ମଧ୍ୟରୁ ପବନ ଗୁପ୍ତା ଫାଶୀରୁ ବର୍ତ୍ତିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ୨୦୧୨ର ଏହି ଲୋମଟାଙ୍କୁରା ଘଟଣା ବେଳେ ପବନ ନାବାଳକ ଥିବା ସୁପ୍ରିମକୋର୍ଟରେ

ଝାରସୁଗୁଡ଼ାରୁ ବାରାଣାସୀକୁ ଆଜିଠୁ ଉଡ଼ିଲା ବିମାନ

ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଭାୟା ଭୁବନେଶ୍ୱର ଦେଇ ବାରାଣାସୀକୁ ବିମାନସେବା ଆଜିଠାରୁ ଆରମ୍ଭ ହୋଇଛି। ଏଲାଅନସ୍‌ ଏୟାର୍ ପକ୍ଷରୁ ଏହି ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହି ବିମାନରେ ୭୨ ସିଟ୍‌ ରହିଛି। ତେବେ ପ୍ରଥମ ଦିନରେ ଝାରସୁଗୁଡ଼ାରୁ

ଆଇବିଏମ ସିଇଓ ହେଲେ ଅରବିନ୍ଦ କ୍ରିଷ୍ଣା

ଭାରତୀୟ ବଂଶୋଦ୍ଭବ ଟେକ୍ନୋଲଜି ଏକଜ୍ୟୁକେଟିଭ ଅରବିନ୍ଦ କ୍ରିଷ୍ଣା ଆମେରିକାର ଆଇଟି ଜିଆଣ୍ଟ ଆଇବିଏମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ ନିଯୁକ୍ତି ପାଇଛନ୍ତି। ସେ ଭିରଗିନିଆ ରୋମେଟ୍ଟୀଙ୍କ ଉତ୍ତରାଧିକାରୀ ଭାବେ ଦାୟତ୍ୱ ଗ୍ରହଣ କରିବେ। ଭିରଗିନିଆ ମଧ୍ୟ ଅରବିନ୍ଦଙ୍କୁ ଆଇବିଏମ ସିଇଓ ହେବାକୁ