latest

Date: January 2, 2020

Total 19 Posts

ଏନପିଆରକୁ ବି ସମର୍ଥନ ଦେଲା ବିଜେଡି

କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଜନସଂଖ୍ୟା ପଞ୍ଜିକା(ଏନପିଆର)କୁ ଦଳ ସମର୍ଥନ କରିବ ବୋଲି ବିଜେଡି ସ୍ପଷ୍ଟ ଇସାରା ଦେଇଛି। ଆଜି ଦଳର ମୁଖପାତ୍ର ତଥା ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, କେବଳ ରାଜନୀତିକ ଫାଇଦା

୨୦୨୦ରେ ଦେଶର ଉର୍ଜା ଭିତିଭୂମି ରେ ଅଭୁତପୂର୍ବ ପ୍ରଗତି ହେବ – ଧର୍ମେନ୍ଦ୍ର ପ୍ରଧାନ

ଉର୍ଜା କ୍ଷେତ୍ରରେ ଭାରତ ସରକାର ରାଜସ୍ୱ ଅପେକ୍ଷା ଉତ୍ପାଦନକୁ ବୃଦ୍ଧିକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏହି କାରଣରୁ ଏହି କ୍ଷେତ୍ରରେ କ୍ରମାଗତ ସଂସ୍କାର ଅଣାଯାଇପାରୁଛି । ବର୍ଷ ୨୦୨୦ରେ ଦେଶର ଉର୍ଜା ଭିତିଭୂଭମିରେ ଅଭୁତପୂର୍ବ ପ୍ରଗତି ହେବ ବୋଲି ନୂଆଦିଲ୍ଲୀ ଠାରେ

ମଟର ସିଙ୍ଗଡ଼ା

ଆପଣ ତ ବଜାରରୁ ସିଙ୍ଗଡ଼ା କିଣି ଖାଉଥିବେ । ବଜାରରେ ମିଳୁଥିବା ସିଙ୍ଗଡ଼ା ଗୁଡିକରେ ସାଧାରଣତଃ ଆଳୁ ମସଲାକୁ ପୁର ଭାବେ ଦିଆଯାଇଥାଏ । ଆଳୁ ପୁର ହେତୁ ଡାଇବେଟିସ ରୋଗୀ ମାନେ ଏହାକୁ ଖାଇପାରନ୍ତି ନାହିଁ । ତେଣୁ ଆପଣ

ଅଜବ ଦୁନିଆର ଗଜବ ସୃଷ୍ଟି, ନାରୀ ଶରୀର ଆକାରର ହୋଇଥାଏ ଏହି ଗଛର ଫୁଲ

ପ୍ରକୃତି ବି ଅଜବ । କାହାକୁ କେମିତି କେଉଁ ଉପାୟରେ ଗଢ଼ିଛି ତାହା ତ କେବଳ ତାକୁ ହିଁ ଜଣା । ପ୍ରତିଟି ବୃକ୍ଷଲତା, ଜୀବ ଜନ୍ତୁ ଆଦିଙ୍କର ନିର୍ଦ୍ଦିଷ୍ଟ ରଙ୍ଗ, ନିର୍ଦ୍ଦିଷ୍ଟ ଆକାର ହେବା ପଛରେ ଏକ ବିଶେଷ କାରଣ

ବବି ଦାସଙ୍କ ଯୋଗୁଁ ଜେଲରେ ରୂପେଶ ଭଦ୍ର ଜ୍ୱାଇଁ ପୁଅ ଭଳି ସେବା ପାଉଛି- ବିଜେପି

 ଯାଜପୁର ହରିଦାସପୁର  ପିଇଓ ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ  ପୁଣି ଟାର୍ଗେଟ କଲା ବିଜେପି । ଏହି ମାମଲାରେ ତୃତୀୟ ମହଲାର ଦୁଷ୍ଟ ବୁଦ୍ଧି ମାମଲାକୁ ପରିଚାଳନା କରୁଛି ବୋଲି ଅଭିଯୋଗ ଆଣିଛନ୍ତି ବିଜେପି ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର।

33 ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବ ଉଦଘାଟିତ- ହିଂସା ତ୍ୟାଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ଵାନ ଜଣାଇଛନ୍ତି। ଭୁବନେଶ୍ୱର ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ 33 ତମ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ହିଂସା ମହାତ୍ମା ଗାନ୍ଧୀଙ୍କର

ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ ପରଲୋକ

ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡିପି ତ୍ରିପାଠୀଙ୍କ 67 ବର୍ଷ ବୟସରେ ଦିଲ୍ଲୀରେ ନିଧନ ହୋଇଛି। ଦୀର୍ଘଦିନ ଧରି ରୋଗାଗ୍ରସ୍ତ ଥିବା କାରଣରୁ ତାଙ୍କର ପରଲୋକ ଘଟିଛି। ଉତ୍ତର ପ୍ରଦେଶର ସୁଲତାନପୁରରେ ଜନ୍ମିତ ଡିପି ତ୍ରିପାଠୀ

ଆଇଏଏସ ସ୍ତରରେ ଅଦଳବଦଳ

ଆଇଏଏସ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବିଭାଗ ସଚିବ ଭାବେ ନିଯୁକ୍ତ ହେଲେ ନିକୁଞ୍ଜ ବିହାରୀ ଧଳ ଓ ପ୍ରଦୀପ୍ତ ମହାପାତ୍ରଙ୍କୁ ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । କୃଷି ଉତ୍ପାଦନ କମିଶନର ଭାବେ କାର୍ଯ୍ୟରତ

ପ୍ରମିଳାଙ୍କ ଏକ ଡ୍ୟାନ୍ସ ଭିଡିଓ ଭାଇରାଲ

ଆସିକା ସାଂସଦ ପ୍ରମିଳା ବିଷୋୟୀଙ୍କ ଏକ ଡ୍ୟାନ୍ସ ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ୭୧ ବର୍ଷ ବୟସ୍କା ପ୍ରମିଳାଙ୍କ ଆଗରେ ଯୁବପିଢ଼ି ବି ହାର୍‌ ମାନିଯିବେ। ପାର୍ଲାମେଣ୍ଟ ଭିତରେ ହେଉ କି ବାହାରେ ପ୍ରମିଳାଙ୍କ ଭିତରେ ସବୁବେଳେ ଭରି

ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବନି ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼

ଆସନ୍ତା 26 ତାରିଖରେ ନୂଆଦିଲ୍ଲୀରେ ହେବାକୁ ଥିବା ଗଣତନ୍ତ୍ର ଦିବସ ସମାରୋହରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ। ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଅନୁସାରେ, ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ସାମିଲ ହେବା ସଂକ୍ରାନ୍ତ ପ୍ରସ୍ତାବ ବିଶେଷଜ୍ଞ କମିଟି ନିକଟକୁ 2

4ରେ ଅବସର ନେବେ ହାଇକୋର୍ଟର ମୁଖ୍ୟବିଚାରପତି

ଆସନ୍ତା 4 ତାରିଖରେ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି କଳ୍ପେସ ସତ୍ୟେନ୍ଦ୍ର ଝାଭେରୀ ଅବସର ନେବେ। ଶନିବାର ଅଦାଲତ ଛୁଟିଥିବାରୁ ଜଷ୍ଟିସ ଝାଭେରୀ ଶୁକ୍ରବାର ନିଜର ଶେଷ କୋର୍ଟ କରିବେ। ସେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଭାବେ ପ୍ରାୟ 16ମାସ କାର୍ଯ୍ୟ କରିବା