latest

Date: January 3, 2020

Total 18 Posts

୫ରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ

ଆସନ୍ତା ୫ତାରିଖରୁ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଜାନୁୟାରୀ ୨୦ତାରିଖ ପର୍ଯ୍ୟନ୍ତ ଅପରାହ୍ନ ସାଢ଼େ ୨ଟାରୁ ୫ଟା ପର୍ଯ୍ୟନ୍ତ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରଖିବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅନୁମତି ଦେଇଛନ୍ତି।ରାଜଭବନ ପକ୍ଷରୁ ଜାରି ପ୍ରେସ୍

ଦୁଗ୍ଧ ବ୍ୟତୀତ ଏହି ଦଶଟି ଜିନିଷ ଯାହାକି ପୂର୍ଣ୍ଣ କରିବ ଆପଣଙ୍କ କାଲସିୟମ ଆବଶ୍ୟକତା

ଦୁର୍ବଳ ହାଡ଼ ବା ହାଡ଼ ସମ୍ୱନ୍ଧୀୟ ରୋଗ ବର୍ତ୍ତମାନ ଏକ ପ୍ରମୁଖ ସ୍ୱାସ୍ଥ୍ୟଗତ ସମସ୍ୟା ପାଲଟିଛି । ଏଥିରୁ ବର୍ତ୍ତିବା ନିମନ୍ତେ ମୁଖ୍ୟ କାରଣଟିକୁ ଜାଣି ଏ ଦିଗରେ ପଦକ୍ଷେପ ନେବାକୁ ପଡ଼ିବ । ଶରୀରରେ ହାଡ଼ ଦୁର୍ବଳ ହେବାର ଏକ

ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି

ଭାରତକୁ ହିନ୍ଦୁରାଷ୍ଟ୍ର ଭାବେ ଘୋଷଣା କରିବାକୁ ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ। ସିଏଏ ଓ ଏହା ବିରୋଧରେ ହେଉଥିବା ବିକ୍ଷୋଭ ଉପରେ ପ୍ରତିକ୍ରିୟା ଦେଇ ସେ ଏହା କହିଛନ୍ତି। ସେ କହିଛନ୍ତି-“ବିଶ୍ୱର ମୋଟ ୨୦୪ଟି ଦେଶ ମଧ୍ୟରୁ

ବିଜେଡ଼ି-ବିଜେପି ମଧ୍ୟରେ ମଧୁର ସମ୍ପର୍କ

ସମୂହ ଖାଦ୍ୟଶସ୍ୟ ଉତ୍ପାଦନ’ରେ ଉତ୍କର୍ଷତା ପାଇଁ ଓଡ଼ିଶାକୁ ମିଳିଛି ପୁରସ୍କାର ଓ ପ୍ରଶଂସାପତ୍ର । ଗତକାଲି ବେଙ୍ଗାଲୁରୁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ପୁରସ୍କାର ବାବଦକୁ ମିଳିଛି

ରକ୍ତର ଯବାବ ରକ୍ତରେ ନିଆଯିବ- ଆୟୋତୁଲ୍ଲା ଅଲି ଖାମିନି

ଶୁକ୍ରବାର ଆକାଶ ମାର୍ଗରୁ ଆମେରିକା ଇରାନର ବାଗଦାଦି ବିମାନବନ୍ଦରରେ ଆକ୍ରମଣ କରି  ଇରାନ୍‌ର କୁଦ୍‌ସ୍‌ ଫୋର୍ସର ମୁଖ୍ୟ ଜେନେରାଲ୍‌ କାଶିମ୍‌ ସୁଲେମାନିଙ୍କୁ  ହତ୍ୟାକରିଛି । ଏହାପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ଆହୁରି ଖରାପ ହୋଇଯାଇଛି । ଯୁକ୍ତରାଷ୍ଟ୍ର ଆମେରିକାର ଏହି

ରାଜଧାନୀ ଏବେ ଖୋଲା ମଳମୁକ୍ତ ସହର- ବିଏମସି

ରାଜଧାନୀ ଭୁବନେଶ୍ୱର ଏବେ  ଖୋଲା ମଳତ୍ୟାଗ ମୁକ୍ତ ସହର ହୋଇଛି । ଏପରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଘୋଷଣା କରାଯାଇଛି। ରାଜଧାନୀରେ ଏକ ସ୍ୱତନ୍ତ୍ର ଉତ୍ସବରେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ,

ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ

ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ  ମିଳିବ ଶ୍ରେଷ୍ଠ ହିନ୍ଦୁ ସମ୍ମାନ। ହିନ୍ଦୁଇଜିମ ଟୁଡେ ପତ୍ରିକା ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ଗୋବର୍ଦ୍ଧନ ପୀଠରେ ସମ୍ମାନିତ କରିବ ଏହି ପତ୍ରିକା | ଆମେରିକାର

ଗୃହ ନିର୍ମାଣ ନ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବ: ପ୍ରତାପ ଜେନା

ଗୃହ ନିର୍ମାଣ   କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଉତ୍ସାହିତ କରାଯିବା ସହିତ ରାଜ୍ୟ ସରକାର ସମସ୍ତ ପକ୍ରାର ସହାୟତା ଯୋଗାଇ ଦେବେ । କ୍ରେଡାଇର ସଦସ୍ୟମାନଙ୍କ ସହିତ ଆଲୋଚନା ଅବସରରେ ଏହା କହିଛନ୍ତି ରାଜ୍ୟ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ

ଘରୁ ଟାଣିନେଇ ହତ୍ୟାକଲେ ମାଓବାଦୀ, ଗାଁରେ ଭୟର ବାତାବରଣ

କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରିଛନ୍ତି ନକ୍ସଲ ।  କନ୍ଧମାଳ ଜିଲ୍ଲା  ଲେତିଙ୍ଗିଆ ପଞ୍ଚାୟତ ବୁଡ୍ରୁମାହା ଗ୍ରାମରେ ମାଓବାଦୀ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି।  ହତ୍ୟାର ଶିକାର ହୋଇଥିବା

ଅନ୍ତରୀକ୍ଷ ପରେ ଏବେ ସମୁଦ୍ରରେ କ୍ଷମତା ବଢାଇବେ ବୈଜ୍ଞାନିକ- ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି କର୍ଣ୍ଣାଟକ ଗସ୍ତର ଦିତ୍ୱୀୟ ଦିନ । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ବିଜ୍ଞାନ କଂଗ୍ରେସ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ଅବସରରେ ସେ କହିଥିଲେ ଦେଶର ବିକାଶ ଓ ସାଧାରଣଜନତାଙ୍କ ଜୀବନ ଶୈଳୀକୁ ସୁବିଧା

ଓ୍ୱିକେଟ ନେବାପରେ ଗଳାକାଟିବାର ଇସାରା ଦେଲେ ପାକିସ୍ତାନୀ ବୋଲର

କ୍ରିକେଟ ମ୍ୟାଚରେ ଓ୍ୱିକେଟ ନେବା ପରେ କିମ୍ବା ଶତକ ମାରିବାପରେ ଖେଳାଳୀମାନେ ନିଜନିଜ ଢଙ୍ଗରେ ସେଲିବ୍ରେସନ କରିଥାନ୍ତି । କିନ୍ତୁ ଅଷ୍ଟ୍ରେଲିଆରେ ଚାଲିଥିବା ବିଗବେସ ଲିଗ୍ ରେ ଓ୍ୱିକେଟ ନେବାପରେ ପାକିସ୍ତାନୀ ଖେଳାଳୀ ଯେଉଁଭଳି ଭାବେ ସେଲିବ୍ରେସନ କରିଥିଲେ ତାହାକୁ ନେଇ