latest

Date: January 4, 2020

Total 19 Posts

ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ନିଯୁକ୍ତ

ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି କୁମାରୀ ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତି ମିଳିଛି । ସେ ଆସନ୍ତାକାଲି ଦାୟିତ୍ୱ ଗ୍ରହଣ କରିବେ । କୁମାରୀ ଜଷ୍ଟିସ ପଣ୍ଡା ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବେ

ଆସନ୍ତାକାଲି ଠୁ ଓଡିଶାରେ ଆରମ୍ଭ ହେବ ନାଗରିକତା ସଂଶୋଧନ ଆଇନ ଉପରେ ବ୍ୟାପକ ଜନଜାଗରଣ:ବିଜେପି

ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି । ବରଂ ଭାରତର ପଡୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଂଲାଦେଶରୁ ଧାର୍ମିକ ନିର୍ଯ୍ୟାତନାର ଶିକାର ହୋଇ ଭାରତକୁ ଆସିଥିବା ସଂଖ୍ୟାଲଘୁ ବର୍ଗର ଶରଣାର୍ଥୀ ମାନଙ୍କୁ ନାଗରିକତା ପ୍ରଦାନ

ଭୁବନେଶ୍ୱରରେ କୁମ୍ବଲେ

ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଅନୀଲ କୁମ୍ବଲେ ଓଡ଼ିଶା ନଲେଜ୍ ହବ୍ ବତ୍କୃତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟର କ୍ରୀଡ଼ା ଓ କ୍ରୀ଼ଡ଼ାର ବିକାଶ ଦିଗରେ ଗୁରୁତ୍ୱାରୋ କରିଛନ୍ତି। ସେ କହିଛନ୍ତି,  ରାଜ୍ୟରେ କ୍ରୀଡ଼ାର ବିକାଶ ଲାଗି

ରାଜନୀତି କରିବେ ସୁର ରାଉତରାୟଙ୍କ ପୁଅ

ରାଜନୀତି ମଇଦାନକୁ ଓହ୍ଲାଇବେ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନପୁଅ ମନ୍ମଥ ।  ସାନପୁଅ ରାଜନୀତିକୁ ଓହ୍ଲାଇବେ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ ଅଛନ୍ତି ମନ୍ମଥ ରାଉତରାୟ । 20 ଦିନ ବିମାନ

ପୁଣି ଇରାକରେ ଆକ୍ରମଣ କଲା ଆମେରିକା

ଇରାକରେ ଲଗାତର 2 ୟ ଦିନ ପାଇଁ ଆମେରିକା ପକ୍ଷରୁ ଆକ୍ରମଣ କରାଯାଇଛି। ଉତ୍ତର ବାଗଦାଦର ତାଜି ରୋଡ୍‌ ନିକଟରେ ଶନିବାର ସକାଳେ 2 ଟି କାର୍‌କୁ ଟାର୍ଗେଟ କରି ଡ୍ରୋନ ଆକ୍ରମଣ କରାଯିବା ଫଳରେ 6  ଜଣଙ୍କ ମୃତ୍ୟୁ ଘଟିଛି।

ଏଭଳି ଘରୋଇ ଉପଚାର କଲେ ଛାଡ଼ିହେବ ମଦ !

ମଦ ପିଇବା ଶରୀର ପାଇଁ ଆଦୌ ହିତକର ନୁହେଁ ବୋଲି ଆମେ ସମସ୍ତେ ଜାଣିଥାଉ | କିନ୍ତୁ ଯାହାକୁ ମଦ ପିଇବାର ନିଶା ଲାଗିଯାଇଥାଏ ସେମାନେ ଏହାକୁ ସହଜରେ ଛାଡିପାରନ୍ତି ନାହିଁ | ମଦ ପିଇବା ଦ୍ୱାରା କିଡ଼ନୀ ସହ ଶରୀରର

ଶିବେସେନା ଛାଡିଲେ ଜଣେ ବିଧାୟକ

ମହାରାଷ୍ଟ୍ର ଉଦ୍ଧବ ସରକାରଙ୍କୁ ଲାଗିଲା ପ୍ରଥମ ଝଟକା। ବିଭାଗ ବଣ୍ଟନକୁ ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ଶିବସେନାର ଜଣେ ବିଧାୟକ ନିଜର ଅସନ୍ତୋଷ ଜାହିର କରିଛିନ୍ତି। ଏହି ବିଧାୟକ ଜଣକ ହେଉଛନ୍ତି ଅବ୍ଦୁଲ ସତ୍ତାର ନବୀ। ବିଭାଗ ମିଳିବା

ଆନ୍ଧ୍ରପ୍ରଦେଶରେ ଦୁର୍ଘଟଣା, 5 ଓଡିଆଙ୍କ ମୃତ୍ୟୁ

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା କୋତପଲି ଗ୍ରାମ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ 5 ଓଡିଆଙ୍କ ମୃତ ହୋଇଛି । ଆଜି ସକାଳ 7ଟା ବେଳେ ଏକ କାର ଭରସାମ୍ୟ ହରେଇ କୋତପାଲି ଗ୍ରାମ ନିକଟରେ ଥିବା ବ୍ରିଜ ତଳକୁ

ଲାଗିଲା ସ୍ମଗ୍ ଟାୱାର, ଦିଲ୍ଲୀବାସୀଙ୍କୁ ଦେଇଥିବା କଥା ରଖିଲେ ଗମ୍ଭୀର

ଦିଲ୍ଲୀ ବାସୀଙ୍କୁ ଦେଇଥିବା କଥା ରଖିଲେ  ବିଜେପି ସାଂସଦ ଗୌତମ ଗମ୍ଭୀର ।  ଦିଲ୍ଲୀରେ ବୃଦ୍ଧି ପାଉଥିବା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ରେ ଲାଗିଲା ଦେଶର ପ୍ରଥମ ସ୍ମଗ୍ ଟାୱାର ବା ବାୟୁ ବିଶୁଦ୍ଧକାରୀ ଯନ୍ତ୍ର । ଦିଲ୍ଲୀ

ସୁପରପାଓ୍ୱାର ଆମେରିକା ଇରାନ ସହ ଯୁଦ୍ଧ ଜିତିବା ସହଜ ନୁହେଁ କାହିଁକି

ଆମେରିକାର ଏୟାର ଆକ୍ରମଣରେ ଇରାନର ସେନା ପ୍ରମୁଖ ମେଜର ଜେନେରାଲ କାସିମ ସୁଲେମାନୀ ନିହତ ହୋଇଛି।  ଏହାର ଜବାବ ଦେବାପାଇଁ ଇରାନ ଯେ କୌଣସି ସ୍ତରକୁ ଯାଇପାରେ ବୋଲି ଆକଳନ କରାଯାଇଛି । ଏମିତିକି ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା କରିଛନ୍ତି ଆମେରିକାର 

ତପସ୍ୱିନୀ ଏକ୍ସପ୍ରେସ, ଯାନ୍ତ୍ରିକ ତ୍ରୁଟି ଯୋଗୁ ୫ଘଣ୍ଟା ଅଟକିଲା

ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ପୁରୀ-ହାତିଆ ତପସ୍ୱିନୀ ଏକ୍ସପ୍ରେସ ୨ଟି ଷ୍ଟେସନରେ ପ୍ରାୟ ୫ ଘଣ୍ଟା ଅଟକି ରହିଥିଲା। ଟ୍ରେନଟି ପ୍ରଥମେ ଅନୁଗୋଳ ଷ୍ଟେସନରେ ୨ ଘଣ୍ଟା ଅଟକି ଥିବା ବେଳେ ଏହାପରେ ସମ୍ବଲପୁର ଜିଲ୍ଲାର ବାମୁର ଷ୍ଟେସନ ନିକଟରେ ତିନି