latest

Date: January 5, 2020

Total 11 Posts

ବିଧାୟକଙ୍କୁ ଲାଗିଲେ ଠାକୁରାଣୀ

ବିଧାୟକଙ୍କୁ କାଳିସୀ ଲାଗିଛି ! କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଆଠମଲ୍ଲିକର ଏହି ଦୃଶ୍ୟ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଗ୍ରାମଦେବୀଙ୍କ ପୂଜା ଚାଲିଥିବା ସମୟରେ ଏହି ଘଟଣା ଘଟିଛି । ପୂଜାରେ ନିଜେ

କୋରାପୁଟରେ ଉଷା ପାଢ଼ୀ

କେନ୍ଦ୍ରୀୟ ବେସାମରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ସଚିବ ତଥା ଆକାଂକ୍ଷା ଜିଲ୍ଲା କେନ୍ଦ୍ରୀୟ ପ୍ରଭାରୀ ଉଷା ପାଢ଼ୀ କୋରାପୁଟ ଗସ୍ତ କରିଛନ୍ତି। ଏହି ଗସ୍ତରେ ସେ କୋରାପୁଟରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା କରିଛନ୍ତି। ସେଠାରେ

ଜେଲ୍‌ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଜେଲ୍ ଗଲେ ଆଇଏଏସ୍‌ ଅଫିସର ବିଜୟ କେତନ। ରିମାଣ୍ଡ ଅବଧି ସରିବା ପରେ ବିଜୟ କେତନଙ୍କୁ ଭୁବନେଶ୍ୱରର ଝାରପଡ଼ା ଜେଲକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ଏକ ବିଲ୍‌ ପାସ୍‌ ପାଇଁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ

‘ଓଡ଼ିଶା ମୋ ପରିବାର’ର ଶୁଭାରମ୍ଭ ,ପ୍ଲାଷ୍ଟିକ୍‌ ମୁକ୍ତ ହେବ ଓଡ଼ିଶା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ  ଓଡ଼ିଶା ମୋ ପରିବାର ପ୍ରଥମ ଆନୁଷ୍ଠାନିକ ବୈଠକ ଅନୁଷ୍ଠିତ ହୋଇଛି । ଏହାର ଆବାହକ ଅରୁପ ପଟ୍ଟନାୟକ କହିଛନ୍ତି ଯେ, ତିନୋଟି ଦିଗ ଉପରେ କାମ କରିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି । ପରିବେଶ ସୁରକ୍ଷା

ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ରେ ଜଳିଗଲା ଟୁରିଷ୍ଟ୍‍ ବସ୍‌: ୧୮ ଆହତ

ରବିବାର ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍‌ ଜିଲ୍ଲା ଅନ୍ତର୍ଗତ ପାଇଦିଭିମବରମ୍‌ ନିକଟରେ ଠିଆ ହୋଇଥିବା ଗୋଟାଏ ଟ୍ରକ୍‌ରେ ଧକ୍କା ଖାଇ ଉତ୍ତରାଖଣ୍ଡର ଗୋଟାଏ ଟୁରିଷ୍ଟ୍‍ ବସ୍‌ରେ ନିଆଁ ଲାଗିଯାଇଛି।ଦୁର୍ଘଟଣା ଘଟିବାକ୍ଷଣି ଯାତ୍ରୀମାନେ ତୁରନ୍ତ ସେ ବସ୍‌ରୁ ଓହ୍ଲାଇ ପଡ଼ିଥିଲେ। ଏଥିରେ ଆହତ ହୋଇଥିବା

ଚିଲିକାରେ ପକ୍ଷୀଗଣନା ଆରମ୍ଭ

ଆଜିଠାରୁ ଚିଲିକାରେ ପକ୍ଷୀଗଣନା ଆରମ୍ଭ ହୋଇଛି। ବାଲୁଗାଁ ବନଖଣ୍ଡ ଅଞ୍ଚଳର ୫ଟି ରେଞ୍ଜରେ ଏହି ଗଣନା ହେଉଛି। ଏଥିପାଇଁ ୧୦୦ରୁ ଅଧିକ ଗଣନାକାରୀଙ୍କୁ ନେଇ ୨୧ଟି ଟିମ୍ ଗଠନ କରାଯାଇଛି। ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଥିବା ବେଳେ

ଆଜି ପବିତ୍ର ଶାମ୍ବ ଦଶମୀ

ଆଜି ପବିତ୍ର ଶାମ୍ବ ଦଶମୀ। ଘରେ ଘରେ ସୂର୍ଯ୍ୟ ପୂଜା ହେଉଛି। ଏଥିସହ ସୂର୍ଯ୍ୟ ପୂଜା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗିଛି। ଏହି ଅବସରରେ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ

କାଲିଠୁ ବଢ଼ିବ ଶୀତ

ଆସନ୍ତାକାଲି ଠାରୁ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ। କେନ୍ଦ୍ର ଓଡ଼ିଶାରେ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପାମତ୍ରା ହ୍ରାସ ପାଇବ। ସେହିପରି ଉପକୂଳ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ମଧ୍ୟରେ ତାପମାତ୍ରା ହ୍ରାସ ପାଇବ ବୋଲି ଭୁବନେଶ୍ୱର

ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି

ମେଷ: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀମାନେ ପରୀକ୍ଷାରେ ସଫଳତା ପାଇବେ। ବୃଷ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। ମିଥୁନ: ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ। ପରିବାରରେ

ରୂପି ସମସ୍ୟାକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

ଶୀତ ଦିନ ଆସିବା ମାତ୍ରେ କେଶରେ ବହୁ ସମସ୍ୟା ଦେଖାଦେଇଥାଏ । ଏହି ଋତୁରେ କେଶ ଅଧିକ ଶୁଷ୍କ ହୋଇ ରୂପି ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଏଥିପାଇଁ ଲୋକେ ଅନେକ ଟଙ୍କା ଖର୍ଚ୍ଚ କରି ନାନା ପ୍ରକାରର ଉପାୟ

ସାବଧାନ ! ମୂଳା ସହ ଏହି ଜିନିଷ ଖାଆନ୍ତୁ ନାହିଁ , ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିପାରନ୍ତି

ଶୀତ ଋତୁରେ ଅନେକ ଫଳମୂଳ ମିଳିଥାଏ । ସେଥିମଧ୍ୟରୁ ମୂଳା ଅନ୍ୟତମ । ଖାଇବାକୁ ଏହା ବହୁତ ଭଲ ଲାଗିଥାଏ । ଆଉ ଏହାକୁ ସାଲାଡ ଓ ତରକାରୀରେ ବ୍ୟବହାର କରିବା ସ୍ୱାଦିଷ୍ଟକର ହୋଇଥାଏ । କିନ୍ତୁ ଆପଣଙ୍କୁ ଏକଥା ଜାଣିବାକୁ